CHARIDHAM
Browsing Category

Breaking News

AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାଗୱନ୍ତ ବୃହତ୍ ବ୍ୟବଧାନରେ ଜିତିଲେ

ନୂଆଦିଲ୍ଲୀ: ଆଜି ଦେଶର ୫ଟି ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି । ତେବେ ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଚଳିତ ନିର୍ବାଚନରେ ଇତିହାସ ରଚିବାକୁ ଯାଉଛି । ଏକଜିଟ୍ ପୋଲର ପୂର୍ବାନୁମାନକୁ ସତ ପ୍ରମାଣିତ କରିଛି…

ଭୋଟ ଗଣନା ଚାଲିଥିବା ବେଳେ ଶସ୍ତା ହେଲା ସୁନା: ଜାଣନ୍ତୁ ଏବେ କେତେ ରେଟ୍

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସହିତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଜାରି ରହିଛି । ଏହାରି ମଧ୍ୟରେ ସୁନା ଦର ଶସ୍ତା ହୋଇଛି । ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ…

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଶୋଚନୀୟ: ଦୁଇଟି ଆସନରୁ ହାରିଲେ ଚନ୍ନି

ନୂଆଦିଲ୍ଲୀ: ଆଜି ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁରରେ ବିଜେପି ଆଗରେ ରହିଥିବା ବେଳେ ପଞ୍ଜାବରେ ବାଜି ମାରିଛି ଆମ୍…

ନିର୍ବାଚନ ହାରିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ

ଲାଲକୁଆଁ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଚାଲିଛି ବଡ଼ ଟକ୍କର । ଏହାରି ମଧ୍ୟରେ ଉତ୍ତରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନିର୍ବାଚନରେ ହାରିଛନ୍ତି…

ରକେଟ୍-ବୋମାମାଡ଼ ପରେ ଏବେ କେମିକାଲ୍ ଆଟାକ୍ କରିପାରେ ରୁଷ, ଆମେରିକା ଦେଲା ଚେତାବନୀ

ୱାଶିଂଟନ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ହମଲା ଜାରି ରହିଛି । ଦୁଇ ସପ୍ତାହ ଧରି ହମଲା ଜାରି ରହିଛି । ରୁଷ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ ମଧ୍ୟ ପଛକୁ ହଟି ନାହିଁ । ଏହା ଭିତରେ ଆମେରିକା ଚେତାବନୀ ଦେଇଛି…

୨୦୨୪ ଫାଇନାଲ ପୂର୍ବରୁ ବିଜେପିକୁ ସତର୍କ ଘଣ୍ଟି: ବିରୋଧୀ ମହାମେଣ୍ଟର ନେତୃତ୍ୱ ନେବେ କି କେଜ୍ରି, ବ୍ୟାକଫୁଟରେ ମମତା, ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ସଦ୍ୟ ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି (ପଞ୍ଜାବ)ର ମୋଟ ୧୧୭ଟି ବିଧାନସଭା ସିଟ୍ ମଧ୍ୟରୁ ୯୦ଟିରେ…

ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଛି ଅନୁମତି । ଦେଶରେ କରୋନା ସଂକ୍ରମଣ ହ୍ରାସ ସ୍ଥିତିକୁ ଦେଖି ନିର୍ବାଚନ କମିଶନର…

ଜିତିଲେ ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତ୍ ହାସଲ କଲେ ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ । ହେନଗାଙ୍ଗ ଆସନରୁ ପ୍ରାୟ ୧୮ ହଜାର ଭୋଟରେ ଜିତିଛନ୍ତି ବୀରେନ୍ । ସେ କଂଗ୍ରେସ ପ୍ରାର୍ଥୀ ପି ଶରତଚନ୍ଦ୍ରଙ୍କ ଠାରୁ ୧୭,୭୮୨…

ସୁଶାନ୍ତଙ୍କୁ ଅନ୍ତର୍ଜାତୀୟ ସମ୍ମାନ: ଅଭିନେତାଙ୍କ ଜନ୍ମଦିନକୁ ‘Sushant Moon Day’ ଭାବେ କରାଗଲା ଘୋଷଣା

ନୂଆଦିଲ୍ଲୀ: ଗତ ୨୦୨୦ ମସିହା ଜୁନ ମାସ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ତାଙ୍କର ବାନ୍ଦ୍ରା ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ…

ହାରିଗଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼: ୫ଟି ରାଜ୍ୟର ବିଧାନସଭା ନିର୍ବାଚନୀ ଗଣତି ଚାଲିଥିବା ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆସିଛି ବଡ଼ ଖବର । ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର…