Browsing Category

Breaking News

କାଲିଠାରୁ ରାଜଧାନୀରେ ହେବ ଅନଲକ୍-୬, ଜାଣନ୍ତୁ ସ୍କୁଲ-କଲେଜକୁ ନେଇ କ’ଣ ରହିଛି ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସମୀକ୍ଷା ପରେ ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି, ଯାହାର ଗାଇଡଲାଇନ୍…

ବିଗ୍ ବି’ଙ୍କ ବଙ୍ଗଳା ‘ପ୍ରତୀକ୍ଷା’କୁ ଭାଙ୍ଗିବ ବୁଲଡୋଜର୍, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷାକୁ ଭଙ୍ଗାଯିବ । ବୃହନ୍ନମୁମ୍ବାଇ ମହାନଗର ନିଗମ (ବିଏମସି) ବୁଲଡୋଜର ଲଗାଇ ଅମିତାଭଙ୍କ ବଙ୍ଗଳା ଭାଙ୍ଗିବ ବୋଲି ଜଣାପଡ଼ିଛି । ସନ୍ଥ ଜ୍ଞାନେଶ୍ୱର ମାର୍ଗରେ…

୧ କୋଟି ଟିକାକରଣ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ରାଜ୍ୟ । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରବିବାର ରାଜ୍ୟରେ ପ୍ରଥମ ଡୋଜ୍…

ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ

ଭୁବନେଶ୍ୱର: ଏମ୍ସରେ ଭର୍ତ୍ତି ହେଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ସେ କରୋନାରେ ଆକ୍ରାନ୍ତ ହେବାପରେ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନାରୁ ଜଣାପଡ଼ିଛି । ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ୍ କ୍ୟାବିନ୍ ରେ…

ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର । ଚଳିତ ମାସ ଶେଷ ସୁଦ୍ଧା ସହରକୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ…

କଟକଣା ହଟିଲେ ପୁଣି ମାଡ଼ିଯିବ କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି । ବିଶେଷଜ୍ଞଙ୍କ…

ନିଜ ସ୍ତ୍ରୀ ଓ ବାପାଙ୍କର ଅବୈଧ ସମ୍ପର୍କକୁ ନେଇ ହତ୍ୟାକାରୀ ପାଲଟିଲା ପୁଅ, ଅସଞ୍ଜତ ଅବସ୍ଥାରେ ଥିବା ଦେଖି କୁରାଢ଼ିରେ ହାଣିଦେଲା

ଜବଲପୁର: ବୋହୁ ରଖିଥିଲା ଶ୍ୱଶୁରଙ୍କ ସହିତ ଅବୈଧ ସମ୍ପର୍କ । ଯାହାର ପ୍ରମାଣ ପାଇବା ପରେ ହତ୍ୟାକାରୀ ସାଜିଲା ପୁଅ । ଏହି ଅବୈଧ ସଂପର୍କ ଲାଗି ନିଜ ପତ୍ନୀ ଓ ବାପାଙ୍କୁ କୁରାଢ଼ିରେ ମାରି ହତ୍ୟା କରିଦେଇଛି ପୁଅ । ଏଭଳି…

ଭଉଣୀକୁ ମାଡ଼ମାରି ଅଧମରା କଲେ ଭାଇ, ଗୋଟିଏ ଦିନ ନଜାଉଣୁ ପୁଣି ଆଉ ଗୋଟିଏ ନାରୀ ନିର୍ଯ୍ୟାତନାର ଦୃଶ୍ୟ

ଭୋପାଳ: ଗୋଟିଏ ଦିନ ନଯାଉଣୁ ନାରୀ ନିର୍ଯ୍ୟାତନାର ଆଉ ଗୋଟିଏ ହୃଦୟ ଥରା ଚିତ୍ର ସାମନାକୁ ଆସିଲା । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଟାଣ୍ଡା ଥାନା ଅଧୀନସ୍ଥ ଏକ ଗାଁରୁ ଜଣେ ଯୁବତୀଙ୍କୁ ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍…

ଖୁସି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେବାକୁ ପଡ଼ିବ ନାହିଁ ଟେଷ୍ଟ, ଜୁଲାଇରୁ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କାହିଁକି ନା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୯୫୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…