Browsing Category
Breaking News
ରାଜ୍ୟରେ କୋହଳ ହେବ ’କରୋନା’ କଟକଣା! ଜାଣନ୍ତୁ କେମିତି…
ଭୁବନେଶ୍ଵର(ଓଡ଼ିଶା ଭାସ୍କର): କମିନି ସଂକ୍ରମଣ କି ହଟନି ଆଶଙ୍କା। କିନ୍ତୁ ମିଳିପାରେ କଟକଣାରୁ ଆଶ୍ଵସ୍ତି। ଏନେଇ ସଂକେତ ପ୍ରଦାନ କରିଛନ୍ତି ଡିଏମଇଟି ସିବିକେ ମହାପାତ୍ର। ରାଜ୍ୟରେ ଗୋଟିଏ ଥରରେ ସବୁ ଅଞ୍ଚଳରେ ମହାମାରୀ…
ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା
ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨…
ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା
ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…
ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳକାୟ ଉଲକାପିଣ୍ଡ, ବୈଜ୍ଞାନିକ ମାନେ ଜାରି କଲେ ମହାବିନାଶର ତାରିଖ
ନୂଆଦିଲ୍ଲୀ: କରୋନା କାଳରେ ଦୁନିଆରେ ଭୟର ବାତାବରଣ ଜାରି ରହିଛି । ହେଲେ ଏଥିମଧ୍ୟରେ ସ୍ପେସ୍ ରୁ ମଧ୍ୟ ପ୍ରତିଦିନ କିଛି ନା କିଛି ମହାକାଶ ସମ୍ପର୍କିୟ ଖବର ଆସୁଛି । ଇତି ମଧ୍ୟରେ ନାସାର ବୈଜ୍ଞାନିକ ମାନେ ଖୁଲାସା…
କଟକ: ମାଟ୍ରିକ୍ ଫଳ ବାହାରିଲା, ଅସନ୍ତୋଷ ବଢ଼ିଲା
କଟକ(ଓଡ଼ିଶା ଭାସ୍କର): ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ଵତନ୍ତ୍ର ମୂଲ୍ୟାୟନ କରାଗଲା। ଆଉ ମାଟ୍ରିକ୍ ପରୀକ୍ଷା ଫଳ ବାହାରିଲା। ପାସ୍ ହାର ବି ଖୁବ୍ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା। କିନ୍ତୁ ଏହାକୁ…
ଅମ୍ରିତ ଓ ଅଭିଷେକ ECMO ଚିକିତ୍ସା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ, ଜାଣନ୍ତୁ କେମିତି ଅଛନ୍ତି ସେମାନେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ସହ ତୃତୀୟ ଲହରକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ଅନେକ ଗୁରୁତର ରୋଗୀ ଖର୍ଚ୍ଚାନ୍ତ…
ବିବାହ ପରେ ବି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ପ୍ରେମିକ, ବ୍ଲାକମେଲିଂ ସହି ନପାରି ଜୀବନ ହାରିଲା ପ୍ରେମିକା
ଖନ୍ତାପଡା(ଓଡ଼ିଶା ଭାସ୍କର): ଲଭ, ସେକ୍ସ, ଧୋକା । ପ୍ରେମକୁ ନପାଇ ଝିଅର ଅତ୍ମହତ୍ୟା । ନ୍ୟାୟ ଦାବିରେ ବାର ଦ୍ୱାର ବୁଲି ଶୁଣ୍ଢିପିଣ୍ଡା ହେଉଛନ୍ତି ବାପା-ମା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡା…
ପୁଣି ବିବାଦରେ ଟ୍ୱିଟର୍: ଜମ୍ମୁ-କାଶ୍ମୀର, ଲଦାଖକୁ ଭାରତ ମାନଚିତ୍ରରେ ଦେଲାନି ସ୍ଥାନ, ଦର୍ଶାଇଲା ଅଲଗା ଦେଶ
ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : ପୁଣି ଥରେ ବିବାଦରେ ଫସିଛି ସୋସିଆଲ୍ ମିଡ଼ିଆ ନେଟ୍ୱାର୍କିଂ ସାଇଟ୍ ଟ୍ୱିଟର । ପୂର୍ବରୁ ନୂଆ ଡିଜିଟାଲ ଆଇନ୍କୁ ନେଇ ବିବାଦ ଘେରରେ ଥିବା ଟ୍ୱିଟର୍ ଏବେ ଭାରତର ଜମ୍ମୁ-କାଶ୍ମୀର…
ଦଶମ ରେଜଲ୍ଟ ପରେ +୨ ସିଟକୁ ନେଇ ସମସ୍ୟା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ଥିବାରୁ +୨ ପ୍ରଥମବର୍ଷରେ ସିଟ୍ ହେବ ନାହିଁ ବୋଲି ସମସ୍ୟା ସୃଷ୍ଟି ହୋଇଛି…
ଦୁନିଆର ସବୁଠାରୁ ଅଧିକ ଟିକା ଲଗାଇଥିବା ଦେଶ ହେଲା ଭାରତ, ପଛରେ ପଡ଼ିଲା ଆମେରିକା-ବ୍ରିଟେନ୍
ନୂଆଦିଲ୍ଲୀ: ଭାରତରେ କୋଭିଡ୍ ଭୁତାଣୁ ଭୟଙ୍କର ରୂପ ନେଇଛି । ତେଣୁ ଏହା ଉପରେ କାବୁ ପାଇବାକୁ ଦେଶରେ ଟିକାକରଣକୁ ଜୋରଦାର୍ କରାଯାଇଛି । ଲୋକାମାନେ ମଧ୍ୟ ଟିକାକରଣ ପ୍ରକ୍ରିୟାରେ ଭାଗ ନେଉଛନ୍ତି । ତେବେ ଏଥିମଧ୍ୟରେ…