Browsing Category

Breaking News

ଗାନ୍ଧିଜୀଙ୍କ ଫଟୋ ପାଖରେ RBI ଗଭର୍ଣ୍ଣରଙ୍କ ଦସ୍ତଖତ ଥିବା ୫୦୦ ଟଙ୍କିଆ ନୋଟ୍ ଅସଲି କି ନକଲି ? ଜାଣନ୍ତୁ ସତ

ନୂଆଦିଲ୍ଲୀ: କିଛି ଦିନ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ନିକଟରେ ୫୦୦ ଟଙ୍କିଆ ନୋଟ୍ କୁ ନେଇ ଦାବି କରାଯାଇଥିଲା ଯେ, ଯେଉଁ ନୋଟ୍ ରେ ସବୁଜ ରଙ୍ଗର ପଟି, ଆରବିଆଇ ଗଭର୍ଣ୍ଣରଙ୍କ…

ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ଦୁଇ ମହିଳାଙ୍କ ସମେତ ୫ ମୃତ

ନୂଆଦିଲ୍ଲୀ: ନ୍ୟୁ-ୟର୍କରେ ଘଟିଛି ଏକ ଅଭାବନୀୟ ଘଟଣା । ଶନିବାର ଦିନ ସକାଳ ୭ଟା ସମୟରେ ଗୋଟିଏ ହଟ୍ ଏୟାର ବେଲୁନ୍ ରେ ନିଆଁ ଲାଗି ଯାଇଥିଲା । ଫଳରେ ସେଥିରେ ଥିବା ଦୁଇ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି ।…

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ କୌଣସି ବୀମା ବ୍ୟବସ୍ଥା ନାହିଁ: ମୋଦୀ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରାଣ ହରାଇଥିବା ରୋଗୀ ମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଦେବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି । ତେବେ ଏହି ଆବେଦନ ଉପରେ ମତ ରଖି କେନ୍ଦ୍ର ସରକାର କହିଥିଲେ…

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ: ଆଜି ୧୨୫୮ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ ପାଇଁ ଚାଲିଗଲା ନିରୀହ ମହିଳାଙ୍କ ଜୀବନ, ସସପେଣ୍ଡ ହେଲେ ୪ ପୋଲିସ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ପାଇଁ ଜଣେ ନିରୀହ ମହିଳା ପ୍ରାଣ ହରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବା ସମୟରେ ତାଙ୍କ ପାଇଁ ଟ୍ରାଫିକ ବନ୍ଦ କରାଯାଇଥିଲା । ଏହି…

ବିଶ୍ୱରେ ରହିଛି ୮୮୭ ପ୍ରକାର ବିପଦଜନକ ଭାଇରସ୍, ସୃଷ୍ଟି କରିପାରେ କରୋନା ଭଳି ୩୦ ପ୍ରକାର ମହାମାରୀ

ଭୁବନେଶ୍ୱର: ସାରା ବିଶ୍ୱରେ ମାରାତ୍ମକ କରୋନା ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ପୁଣି ଆଉ ୮୮୭ ପ୍ରକାର ବିପଦଜନକ ଭାଇରସର ତାଲିକା କରାଯାଇଛି ।ହେଲେ ଏହି ଭାଇରସ ଗୁଡିକ ସାଧାରଣତଃ…

ଏଣିକି ସହଜ ହେବ ପାରିବାରିକ ପେନସନ୍: ନିୟମ ପାଳନ କରିବାକୁ ବ୍ୟାଙ୍କକୁ ଆଦେଶ ଦେଲେ ସରକାର

ନୂଆଦିଲ୍ଲୀ: ବିଭିନ୍ନ ବ୍ୟାଙ୍କରେ ରହିଥିବା ପାରିବାରିକ ପେନସନ୍ ମାମଲାଗୁଡ଼ିକ ଏଣିକି ପୂର୍ବାପେକ୍ଷା ସହଜ ହେବ । ପୂର୍ବରୁ ଜଣେ ପେନସନଧାରୀଙ୍କ ମୃତ୍ୟୁ ପରେ ତାଙ୍କର ପତ୍ନୀ କିମ୍ବା ପରିବାର ସଦସ୍ୟଙ୍କୁ ବିଭିନ୍ନ…

ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ: ଅନଭିଜ୍ଞଙ୍କୁ ଦାୟିତ୍ୱ ପ୍ରଦାନ, ବରିଷ୍ଠଙ୍କୁ ଉପେକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡିରେ ଯେ ଗୋଷ୍ଠୀ କନ୍ଦଳ ରହିଛି, ତାହା ଜଳ ଜଳ ହୋଇ ଦିଶୁଛି । କରୋନା ମହାମାରୀ ସମୟରେ ଦଳ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଜାଗ ହୋଇଛି । ଦଳ…

ଓଡ଼ିଶାରୁ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ କମିବା ବଦଳରେ ବଢ଼ିବାରେ ଲାଗିଛି କରୋନା: ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବର୍ତ୍ତମାନ ଦୋଛକିରେ ପହଞ୍ଚିଛି । ଗୋଟିଏ ଦିନ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ସଂକ୍ରମଣ ବଢ଼ୁଥିବାର ଦେଖାଯାଉଛି । କିଛି ଜିଲ୍ଲାରେ ଏବେ ସଂକ୍ରମଣ…