Browsing Category

Breaking News

କୋଭିଡ୍ ମୁକ୍ତ ହେବା ପରେ ଡେଲଟା ପ୍ଲସରେ ସଂକ୍ରମିତ ନେଇ ଆସିଲା ରିପୋର୍ଟ; ପଢନ୍ତୁ ପୁରା ଖବର

ଜୟପୁର(ଓଡ଼ିଶା ଭାସ୍କର) : ରାଜସ୍ଥାନରେ ଦେଖାଦେଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ ଆକ୍ରାନ୍ତ ମହିଳାଙ୍କୁ ନେଇ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାଜସ୍ଥାନର ଏହି ୬୫ ବର୍ଷୀୟ ମହିଳା ଜଣଙ୍କ ନିଜର ଟିକାକରଣର ଦୁଇ ଡୋଜ୍…

ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ଚାକିରି ମିଳିଛି । ୩୯ କ୍ରୀଡ଼ାବିତଙ୍କ ନିଯୁକ୍ତି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖେଳାଳିଙ୍କ ମଧ୍ୟରୁ ୩୦ ଜଣ ମହିଳା ଥିବା…

ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ

ପୁରୀ: ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିବା ଅଭିଯୋଗ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏହି ଅଭିଯୋଗ । ୨୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥିବା ନେଇ ହୋଇଛି ଅଭିଯୋଗ ।…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୬୮୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୬୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ନକଲି ଟିକାକରଣ ପରେ ସାଂସଦଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ଦେଶରେ ଅନେକ ସ୍ଥାନରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କିନ୍ତୁ ନୂଆ ଡେଲଟା ପ୍ଲସ ଭାରଆଣ୍ଟର ମାମଲା ସାମ୍ନକୁ ଆସିଛି, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଆତଙ୍କ ଖେଳି ଯାଇଛି । ଏଭଳି…

କାଲି ସକାଳ ସୁଦ୍ଧା ୨୦ ଜିଲ୍ଲା ସାବଧାନ୍!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କାଲି ସକାଳ ସୁଦ୍ଧା ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୟେଲୋ ୱାର୍ଣ୍ଣିଂ ଜାରି…

ରାଜ୍ୟରେ ଅମାନିଆଙ୍କ ଯୋଗୁଁ କମୁନି ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାର ଯେତେ କଟକଣା ଲାଗୁ କଲେ ବି ମାନୁନାହାନ୍ତି ଲୋକେ । ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ କମୁନଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

ଟିକା ନେଲେ ବି ସାବଧାନ୍ ରୁହ! ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କୁ ଏପରି କହିଲା WHO

ନୂଆଦିଲ୍ଲୀ: କରୋନାର ଡେଲଟା ଭାରିଆଣ୍ଟ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯେଉଁ ଲୋକମାନେ ଟିକାର ୨ଟି ଡୋଜ୍ ନେଇସାରିଛନ୍ତି, ସେମାନେ ବି ମାସ୍କ ପିନ୍ଧିନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛି…

ଆସନ୍ତା ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଜୁଲାଇ ମାସରେ ଯଦି ଆପଣଙ୍କର ବ୍ୟାଙ୍କ ଜଡ଼ିତ କିଛି କାମ ଅଛି, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଜୁଲାଇ ମାସରେ ୨ କି ୪ ନୁହେଁ ବରଂ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ୍ ମୋଟ ୩୦ ଦିନରୁ ୧୫…

ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ଯଦି ଅମାନିଆ ଦାୟୀ, ତେବେ ପ୍ରଶାସନ କରୁଛି କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଇଥିଲେ ବି ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିପାରିନାହିଁ । ଗୋଟିଏ ଦିନ ସଂକ୍ରମଣ ବଢ଼ିଲେ ଆଉ ଦିନେ କମୁଥିବାର ଦେଖାଯାଉଥିଲା । ଅନ୍ୟପକ୍ଷରେ…