Browsing Category

Breaking News

ପତ୍ନୀ ଗାଧୋଉଥିବା ବେଳେ ଲୁଚି ଲୁଚି ଭିଡିଓ ସୁଟିଂ କରୁଥିଲେ ପତି, କିନ୍ତୁ ଧରାପଡ଼ିଗଲେ, ଜାଣନ୍ତୁ ତା’ପରେ କ’ଣ ହେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ଏପରି କିଛି ଘଟଣା ଦେଖିବାକୁ ମିଳୁଛି, ଯାହା କଳ୍ପନା ବାହାରେ । ନିଜର ପରିବାର ଲୋକ ମଧ୍ୟ ଆଜିକାଲି ନିଜର ନୁହନ୍ତି । ମହାରାଷ୍ଟର ପୁଣେ ସହରରେ ଏପରି ଘଟଣା ଦେଖିବାକୁ…

ରାଜ୍ୟରେ କରୋନା ମୃତ୍ୟୁ ଉପରେ ରହୁନି ନିୟନ୍ତ୍ରଣ: ଆଜି ୪୩ ଜଣଙ୍କ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…

ରାଜ୍ୟରେ ନିମ୍ନମୁଖୀ କରୋନା ଲହରୀ: ଆଜି ଚିହ୍ନଟ ହେଲେ ୩୦୩୧ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ଯୋଗୁଁ କରୋନା ନିମ୍ନମୁଖୀ ହେବାରେ…

ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ, ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ୍ ମୋଡ଼ରେ ଟିକାକରଣ କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ଭ୍ୟାକ୍ସିନେସନ ପଲିସିକୁ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ୍…

ଉତ୍ତମ ଶରୀର ଓ ସମୃଦ୍ଧ ଜୀବନ ପାଇଁ ପ୍ରତିଦିନ କରନ୍ତୁ ଯୋଗ

ନୁଆଦିଲ୍ଲୀ: ଆଜି ହେଉଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ପ୍ରତିବର୍ଷ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ । କରୋନା ମହାମାରୀ ହେତୁ ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସ ଅନଲାଇନରେ ପାଳନ କରାଯିବ । ଯୋଗ…

ଖୁସି ଖବର: ଓଡ଼ିଶାରୁ ଆଜି ୫ ହଜାର ୮୨ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୮୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮…

ଓଡ଼ିଶା-ମୋ ପରିବାର ସଂଯୋଜକଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଜଣାଇଲେ ଅକ୍ଷୟ କୁମାର

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ସଂଯୋଜକ ସୁବାଷ ମହାରାଣାଙ୍କୁ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ କୃତଜ୍ଞତା ପତ୍ର ଦେଇଛନ୍ତି । ଓଡ଼ିଶାରେ ରହୁଥିବା ତାଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ପରିବାରକୁ ସହଯୋଗ କରିଥିବାରୁ…

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ରାଜ୍ୟ ମାନ୍ୟତା! ଜୁନ ୨୪ରେ ଏନେଇ ହେବ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକକୁ ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ପ୍ରଦାନ କରାଯାଇପାରେ । ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ରାଜ୍ୟବାସୀଙ୍କୁ ଏହି…

ଜୁଲାଇ ୧ରୁ ଏହି ରାଜ୍ୟରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ହାଇଦ୍ରାବାଦ: କରୋନା ମହାମାରୀର ଦ୍ଵିତୀୟ ଲହର ସଂକ୍ରମଣ ହ୍ରାସ ପାଇଥିବା ବେଳେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଅନଲକ୍ କରିଦେଇଛନ୍ତି । ସବୁ କ୍ଷେତ୍ରକୁ ବିନା କଟକଣାରେ ଖୋଲିବା ସହିତ ଲୋକମାନେ ଏବେ ବିନା…

ଝିଅର ଅନଲାଇନ୍ କ୍ଲାସ୍ ପାଇଁ ପ୍ରବଳ ବର୍ଷାରେ ଘଣ୍ଟାଘଣ୍ଟା ଛତା ଧରି ରାସ୍ତାରେ ଠିଆ ହେଉଛନ୍ତି ବାପା

ବେଙ୍ଗାଲୁରୁ: ଆଜି ହେଉଛି ବିଶ୍ୱ ପିତୃ ଦିବସ । ଏହି ଅବସରରେ ପିଲାମାନେ ନିଜ ବାପାଙ୍କୁ ଖୁସି କରିବାକୁ ନାନା ପ୍ରକାରର ଉଦ୍ୟମ କରୁଛନ୍ତି । ହେଲେ ସବୁପରେ ବି ବାପାଙ୍କ ଋଣ ସୁଝିବା ଅସମ୍ଭବ । ତେବେ କିଛିଦିନ ହେବ…