Browsing Category
Breaking News
ସୀମାରେ ଋଷ ନିଯୋଜିତ କରିଛି ୧.୫ ଲକ୍ଷ ସୈନିକ: ସଂସଦରେ ୟୁକ୍ରେନର ଦାବି
ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ ସ୍ଥିତି । ଋଷ ଏହାର ସବୁ ସୈନ୍ୟଙ୍କୁ ସୀମାରୁ ହଟାଇଥିôବା ବୋଲି କହୁଥିବାବେଳେ । ଏହାରି ମଧ୍ୟରେ ୟୁକ୍ରେନ ରକ୍ଷା ମନ୍ତ୍ରୀ ଓଲେକ୍ସିୀ ରେଜନିକୋଭ କହିଛନ୍ତି…
ପାୱେଲ ଓ ପୁରନଙ୍କ ଅର୍ଦ୍ଧଶତକ ବେକାର: ଶେଷ ଓଭର ଥ୍ରିଲର ସହିତ ସିରିଜ ଜିତିଲା ଭାରତ
ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତ ଟି-୨୦ ସିରିଜ ଉପରେ କବଜା କରିଛି । ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି ।…
ନାବାଳକ ସହ ଯୌନ ଶୋଷଣ ଅଭିଯୋଗ: ୨୯ ବର୍ଷୀୟ ମହିଳାଙ୍କୁ ଗିରଫ କଲା ପୋଲିସ
ମୁମ୍ବାଇ: ନାବାଳକକୁ ଯୌନ ଶୋଷଣ ଅଭିଯୋଗରେ ୨୯ ବର୍ଷୀୟ ମହିଳା ଗିରଫ । ମହାରାଷ୍ଟ୍ରର ଅକୋଲାରେ ନାବାଳକ ସହ ଯୌନ ଶୋଷଣ ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ…
ଇଲେକ୍ସନ ଡ୍ୟୁଟିରେ ଯାଉଥିବାବେଳେ ଦୁର୍ଘଟଣା: ୩ ସୁରକ୍ଷାକର୍ମୀ ଶହୀଦ
ନବରଙ୍ଗପୁର: ପାପଡ଼ାହାଣ୍ଡି ସୋରିଷପଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ । ଇଲେକ୍ସନ ଡ୍ୟୁଟିରେ ଯାଉଥିବା ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ । କୋଷାଗୁମୁଡ଼ା ବ୍ଲକକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ।…
ନେପାଳରେ ଭାରତୀୟ ମହିଳାଙ୍କ ବିବାହକୁ ନେଇ ଆଇନରେ ପରିବର୍ତ୍ତନ: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ
ନେପାଳରେ ଭାରତୀୟ ମହିଳାଙ୍କ ବିବାହ ଆଇନରେ ପରିବର୍ତ୍ତନ କଲେ ନେପାଳର ଶେର ବାହଦୂର ଦେଉବା ସରକାର । ନେପାଳର ନିୟମ ଅନୁଯାୟୀ ଯଦି କୌଣସି ଭାରତୀୟ ମହିଳା ନେପାଳୀ ନାଗରିକଙ୍କୁ ବିବାହ କରୁଛନ୍ତି ତେବେ ପ୍ରଥମେ ମହିଳାଙ୍କୁ…
ଏୟାର ଇଣ୍ଡିଆର ବଡ ନିଷ୍ପତ୍ତି, ୟୁକ୍ରେନରୁ ଭାରତ ଉଡିବ ୩ ବିମାନ
ନୂଆଦିଲ୍ଲୀ: ୟୁକ୍ରେନରେ ବିଗୁଡୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଶୁକ୍ରବାର ଭାରତ ଏବଂ ୟୁକ୍ରେନ ମଧ୍ୟରେ ତିନୋଟି ବିମାନ ଉଡାଇବାକୁ ଘୋଷଣା କରିଛି। ପ୍ରଥମ ବିମାନ ଫେବୃଆରୀ ୨୨ରେ ଉଡାଣ ଭରୁଥିବା ବେଳେ…
୨ ଘଣ୍ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ: ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ନିଷ୍ପତ୍ତି
ପୁରୀ: ଶନିବାର ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ । ତେବେ ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ ୨ ଘଣ୍ଟା ପାଇଁ ସାଧାରଣ…
ଏୟାରପୋର୍ଟରୁ ଗିରଫ ହେଲେ ୩ ମହିଳା, ହିଜାବ କାଢ଼ିଲା ପରେ ପୋଲିସ ହୋଇଗଲା ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଭାରତରେ ଏବେ ହିଜାବକୁ ନେଇ ବିବାଦ ଦେଖାଦେଇଛି । ଅନେକ ଏହାକୁ ପିନ୍ଧିବାକୁ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ହଟାଇବାକୁ ଦାବି କରୁଛନ୍ତି । ଏହାରି ମଧ୍ୟରେ ଦୁବାଇର ଏବେ ଏକ ଘଟଣା ସାମ୍ନାକୁ ଆସିଛି ।…
ଲିଙ୍ଗରାଜ ମନ୍ଦିରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଏକାମ୍ର କ୍ଷେତ୍ର ପ୍ରକଳ୍ପର କରିବେ ସମୀକ୍ଷା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର ବିକାଶ କାର୍ଯ୍ୟରେ ଅଗ୍ରଗତି…
୨ୟ ପର୍ଯ୍ୟାୟରେ ୭୧% ମତଦାନ: ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ୨ୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।…