Browsing Category
Breaking News
ରଜରେ ଓଡ଼ିଶା ଛୁଇଁବ ମୌସୁମୀ, ଜୁନ୍ ୧୧ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା
ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ରଜ ବେଳକୁ ମୌସୁମୀ ବାୟୁ ଓଡ଼ିଶା ଆସିବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର କେରଳ ଛୁଇଁବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ସାଧାରଣତଃ ମୌସୁମୀ କେରଳ…
ବିଚ୍ ରାସ୍ତାରୁ ଯୁବକଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ
ଭୁବନେଶ୍ୱର: ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ କରିନେଲେ ୫ ଦୁର୍ବୁତ୍ତ । ଭୁବନେଶ୍ୱର ଡେଲଟା ଛକରେ କାରରେ ଯୁବକଙ୍କୁ ଉଠାଇନେଲେ ଦୁର୍ବୁତ୍ତ ।
ଘଟଣା ଅନୁଯାୟୀ, ଅପହୃତ ଯୁବକ ଅନ୍ୟ ଜଣଙ୍କ ସହ ବାଇକରେ ଆସୁଥିଲେ ।…
ପୁଣି ଜେଲରୁ ମିଳିଲା ମୋବାଇଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ଜେଲ୍ ରୁ ଲଗାତର ଭାବେ ଅଧିକ ସଂଖ୍ୟାରେ ମୋବାଇଲ୍ ଫୋନ୍ ମିଳିବାରୁ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଝାରପଡା ଜେଲ୍ ରୁ ଅନେକ ଗୁଡିଏ ମୋବାଇଲ୍ ଫୋନ୍…
ରାଗିଗଲେ ଶାଶୂ, ବୋହୂ କୁଣ୍ଢାଇ ଧରିଲେ… ତା’ ପରେ ବୋହୂ ‘ପଜିଟିଭ୍’
ହାଇଦ୍ରାବାଦ୍: ତେଲେଙ୍ଗାନାକୁ ଆଜି ଶାଶୁ-ବୋହୁଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନା ଆସିଛି । ତେଲେଙ୍ଗାନାର ସୋମରିପଟା ଗାଁରେ ରହୁଥିବା ଜଣେ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେଣୁ ସେ ଅତି…
ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ, ସାହାଯ୍ୟ ପ୍ରତିଶ୍ରୁତି ଦେଲେ ସୋନୁ ସୁଦ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଙ୍ଗୀତ ଦୁନିଆର ସ୍ୱନାମଧନ୍ୟ ଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଜୀବନ ସହ ସଂଘଷ କରିଆସୁଛନ୍ତି । ତାଙ୍କୁ ଭଲ…
ନଦୀରୁ ମିଳିଲା ଭାସମାନ ଇଟା, ଭଗବାନ ଭାବି ଦର୍ଶନ କରିବାକୁ ଲାଗିଲା ଲୋକଙ୍କ ଭିଡ
ଆଗ୍ରା: ମାନ୍ୟତା ରହିଛି ଯେ, ତ୍ରେତୟା ଯୁଗରେ ଭଗବାନ ରାମ ସମୁଦ୍ର ପାର ହେବାକୁ ପଥର ଜରିଆରେ ଏକ ବ୍ରିଜ୍ ତିଆରି କରିଥିଲେ । ନଳ-ନୀଳ ରାମଙ୍କ ନାମ ପଥର ଗୁଡିକ ଉପରେ ଲେଖି ସମୁଦ୍ରରେ ପଥର ସବୁକୁ ପାଣିରେ ଭସାଇ ଦେଇଥିଲେ…
ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଉଛନ୍ତି ଅମ୍ରିତ ପ୍ରଧାନ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଞ୍ଚିଲେ ବିମାନ ବନ୍ଦରରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଅମ୍ରିତ୍ ପ୍ରଧାନଙ୍କୁ ଆଜି ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଛି । ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଇଛି ।…
ପ୍ରାକୃତିକ ସୂର୍ଯ୍ୟକୁ ବି ମାତ୍ ଦେଲା ଚାଇନାର କୃତ୍ରିମ ସୂର୍ଯ୍ୟ, ୧୦୦ ସେକେଣ୍ଡରେ ଦେଉଛି ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା
ନୂଆଦିଲ୍ଲୀ: ଚାଇନାର କୃତ୍ରିମ ସୂର୍ଯ୍ୟ ଏବେ ରେକର୍ଡ ସୃଷ୍ଟି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଏବେ ଅସଲି ସୂର୍ଯ୍ୟକୁ ବି ମାତ୍ ଦେଇ ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଏହା ଏକଦମ୍ ଅସଲି ସୂର୍ଯ୍ୟ ପରି ଆଲୋକ ଦେବା…
ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ
ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ…
ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ । ଗତ ମାସ ମେ’ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କରୋନା ପଜିଟିଭ୍ ଙ୍କ ସଂଖ୍ୟା ପିକ୍ରେ ରହିଥିଲା । ହେଲେ ତା’ ପରଠାରୁ କମିବା ଆରମ୍ଭ କରିଛି…