Browsing Category
Breaking News
ବାବା ରାମଦେବଙ୍କୁ ହର୍ଷବର୍ଦ୍ଧନଙ୍କ ଚିଠି, କହିଲେ- ‘ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କର’
ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ଓ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ମଧ୍ୟରେ ଚାଲିଥିବା ଏଲୋପାଥି ଚିକିତ୍ସା ବୟାନରେ ହସ୍ତକ୍ଷେପ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ । ସେ ଯୋଗଗୁରୁ ରାମଦେବଙ୍କୁ ଏହି…
ମାଡ଼ି ଆସୁଛି ‘ୟଶ’: ବାତ୍ୟାର ଭୀଷଣ ରୂପକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି
ଭୁବନେଶ୍ୱର (ଓଡିଶା ଭାସ୍କର ) : ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ’। ଭେରି ସିଭିୟର ସାଇକ୍ଲୋନ ଅବସ୍ଥାରେ ମୁହାଁଉଥିବ ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍…
ଓଡ଼ିଶାରେ ଆଜି ୧୧, ୬୨୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୬୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…
+୨ ପରୀକ୍ଷା ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ?
ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ପ୍ରଭାବ ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିଶେଷ କରି ଆର୍ଥିକ କ୍ଷେତ୍ର ଓ ଶିକ୍ଷାକ୍ଷେତ୍ରରେ ଏହାର ଅଧିକ ପ୍ରଭାବ ପଡୁଛି । ଏହାରି…
ଭୁବନେଶ୍ୱରରୁ ୧,୦୪୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ଆଜି ୧,୦୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୧…
ସମ୍ଭାବ୍ୟ ବାତ୍ୟା ‘ୟଶ୍’ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ଦେଲେ ଏହିସବୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସମ୍ଭାବ୍ୟ ବାତ୍ୟା 'ୟଶ୍' ମୁକାବିଲା କ୍ଷେତ୍ରରେ ସମ୍ୱନ୍ଧିତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସି ଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ…
ବିଶେଷଜ୍ଞ ଓ ଡାକ୍ତରଙ୍କ ଚେତାବନୀକୁ ଅଣଦେଖା କରିବାର ପରିଣାମ ଭୋଗୁଛି ଭାରତ: ଆଇଏମଏ ପୂର୍ବତନ ଅଧ୍ୟକ୍ଷ ଡ. ରାଜନ୍ ଶର୍ମା
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଂକ୍ରମଣ ହାର ଦ୍ରୁତ ମାତ୍ରାରେ ବୃଦ୍ଧି ପାଇଛି । ବର୍ତ୍ତମାନ ସମୟରେ କୋଭିଡ୍-୧୯ ର ଦ୍ୱିତୀୟ ଲହର କାରଣରୁ ମୃତ୍ୟୁ ସଂଖ୍ୟା…
କରୋନା ରୋଗୀଙ୍କ ପାଇଁ ଆସିଲା ମହୌଷଧୀ: ଏହି ବୃକ୍ଷ ଦ୍ୱାରା ବୃଦ୍ଧିହେବ ଶରୀରରେ ଅକ୍ସିଜେନର ସ୍ତର
ବର୍ତ୍ତମାନ ସମଗ୍ର ଦେଶ କରୋନା କବଳରେ ଛଟପଟ ହେଉଛି । ବିଭିନ୍ନ ରାଜ୍ୟରେ ରୋଗୀମାନେ ହସ୍ପିଟାଲରେ ଅକ୍ସିଜେନର ଅଭାବରୁ ମୃତ୍ୟୁବରଣ କରୁଥିବାର ଦେଖାଯାଉଛି । ଆଗକୁ କରୋନାର ତୃତୀୟ ଲହର ଆସିବା ନେଇ ଦେଶରେ ଚର୍ଚ୍ଚା…
ମେ ୨୬ରେ ଦୃଶ୍ୟମାନ ହେବ ଚଳିତ ବର୍ଷର ‘ସୁପରମୁନ୍’
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମେ ୨୬ ତାରିଖରେ ଚଳିତ ବର୍ଷର 'ସୁପରମୁନ୍' ଦେଖାଯିବ । ଏହି ଦିନ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ଏହା ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜ୍ବଳ ଦେଖାଯିବ । ସେହିପରି…
ବାତ୍ୟା ୟଶ୍: ପବନର ବେଗ ୧୮୫ କିମି ଛୁଇଁପାରେ
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦୀପ ଓ ସାଗର…