Browsing Category
Breaking News
ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟିଲେ ଦୁର୍ବୃତ୍ତ, ଦେଖନ୍ତୁ ଭିଡ଼ିଓ
ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢେଙ୍କାନାଳ ରାସୋଳ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ଗହଣା ଲୁଟ୍ ହୋଇଛି । ୨ଟି ବାଇକରେ ଆସି ଗହଣା ଲୁଟ୍ କରିବା ପରେ ଫେରାର୍ ହୋଇଗଲେ ୪ ଦୁର୍ବୃତ୍ତ । ୩ ଜଣଙ୍କୁ…
ସାବଧାନ୍! ବର୍ଷାକୁ ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୧୭ଟି ଯଥା- ବାଲେଶ୍ୱର, ଭଦ୍ରକ,…
ସ୍ୱାମୀଙ୍କ ପରେ ବିଜେପିକୁ ଆଉ ଏକ ଝଟକା, କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ
ଲଖନଉ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ…
ବିଜେପି ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ: ୪୦ରୁ ଅଧିକ କର୍ମଚାରୀ ପଜିଟିଭ୍
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦ୍ରୁତ ଗତିର ମାଡ଼ିଚାଲିଛି । ଏହାରି ମଧ୍ୟରେ ଖବର ମିଳିଛି କି, ବିଜେପିର ଦିଲ୍ଲୀ ସ୍ଥିତ ହେଡକ୍ୱାର୍ଟରରେ କରୋନା ବିସ୍ଫୋରଣ ହୋଇଛି । ଟେଷ୍ଟ ପରେ ମୁଖପାତ୍ରଙ୍କ ସମେତ ୪୦ରୁ ଅଧିକ ଲୋକ…
ଓଡ଼ିଶାରେ ବଢ଼ିଲା ଓମିକ୍ରନ ଚିନ୍ତା; ପୁଣି ବାହାରିଲେ ୬୭ ଆକ୍ରାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜ୍ୟରୁ ଆଉ ୬୭ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଓମିକ୍ରନ…
ଭାରତରେ Omicron ସଂକ୍ରମିତଙ୍କ ଅସଲ ସଂଖ୍ୟା ଜାଣିବା ମୁସ୍କିଲ୍, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଛି । ତେବେ ଏଭଳି ସ୍ଥଳେ କିଏ ଡେଲଟାରେ ସଂକ୍ରମିତ ହେଉଛି ଆଉ କିଏ ଓମିକ୍ରନରେ ସଂକ୍ରମିତ ହେଉଛି ତାହା ଜାଣିବା ଏକପ୍ରକାର ମୁସ୍କିଲ…
ପୁରୀରେ ମାତାଲ ଯୁବତୀଙ୍କ ଉନ୍ମତ୍ତକାଣ୍ଡ; ପୋଲିସ ଭ୍ୟାନରେ ଚଢ଼ି କହିଲେ ଅଶ୍ଲୀଳ ଭାଷା, ଦେଖନ୍ତୁ ଭିଡ଼ିଓ
ପୁରୀ(ଓଡ଼ିଶା ଭାସ୍କର): ମଦ ପିଇ ଲୋକମାନେ ଯେଭଳି କାଣ୍ଡ କରନ୍ତି, ତାହା ଆପଣମାନେ ତ ଅଳ୍ପ ବହୁତେ ଜାଣିଥିବେ । ଏନେଇ ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେଉଛି । କିନ୍ତୁ ପୁରୀରୁ ଏଭଳି ଏକ ଭିଡିଓ…
ଇଣ୍ଟରନେଟ ବ୍ୟାଙ୍କିଂରେ ଏଣିକି Username, Password ଓ OTPର ଆବଶ୍ୟକ ହେବନି: ଜାଣନ୍ତୁ ଗ୍ରାହକଙ୍କୁ ଏଥିପାଇଁ କ’ଣ କରିବାକୁ ପଡ଼ିବ
ନୂଆଦିଲ୍ଲୀ: ଇଣ୍ଟରନେଟ ବ୍ୟାଙ୍କିଂ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଏଥିପାଇଁ ଆଉ ୟୁଜରନେମ୍ କି ପାସୱାର୍ଡର ଆବଶ୍ୟକ ହେବ ନାହିଁ । ସାଧାରଣତଃ ଅନଲାଇନ ବ୍ୟାଙ୍କିଂ ସମୟରେ ସତର୍କତାର ସହ ପାସୱାର୍ଡର…
ଲତା ମଙ୍ଗେସକରଙ୍କୁ କରୋନା ସହ ହୋଇଛି ନିମୋନିଆ, ଜାଣନ୍ତୁ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ: ସୁର ସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ୯୨ ବର୍ଷୀୟା ଲତା ମଙ୍ଗେସକର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ଲତା ଦିଦି ଖୁବଶୀଘ୍ର ସୁସ୍ଥ…
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ହେଲା କରୋନା
ଚଣ୍ଡିଗଡ଼: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ରାଜନୀତି କ୍ଷେତ୍ରରେ ଅନେକ ନେତା ଓ ମନ୍ତ୍ରୀମାନେ ଏହାର ଶିକାର ହେଉଛନ୍ତି । ପଞ୍ଜାବ ନିର୍ବାଚନର ଏକ ମାସ ପୂର୍ବରୁ ରାଜ୍ୟର ପୂର୍ବତନ…