fbpx
Browsing Category

Breaking News

ପଦ୍ମ ଧରିବେ ମିଥୁନ ଚକ୍ରବର୍ତ୍ତୀ!

ନୂଆଦିଲ୍ଲୀ,୫ ।୩: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମାର୍ଚ୍ଚ ୭ରେ ବିଜେପିରେ ସାମିଲ ହୋଇପାରନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମିଥୁନ ରହିବେ । ଗତ ୧୬…

ରାଜ୍ୟରେ ଆଉ ୮୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୫।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୮ ଟି ଜିଲ୍ଲାରୁ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜ୍ୟରେ ୩ ହଜାର ‘ମୋ ସେବା’ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ୩ ହଜାରରୁ ଉଦ୍ଧ୍ୱର୍ ‘ମୋ ସେବା’ କେନ୍ଦ୍ର ଓ ‘ଓଡିଶା ୱାନ୍’ ପୋର୍ଟାଲ ଲୋକର୍ପିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏହି ସେବା କେନ୍ଦ୍ରର ଲୋକାର୍ପିତ…

ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା, ଜାଣନ୍ତୁ କେଉଁଠୁ ଲଢ଼ିବେ ମମତା ?

କୋଲକାତା,୫ ।୩: ପଶ୍ଚିମବଙ୍ଗ ନିର୍ବାଚନ ଲାଗି ରାଜନୀତି ଜୋର ଧରିଛି । ଏହାରି ମଧ୍ୟରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ତୃଣମୂଳ କଂଗ୍ରେସ । ୨୯୧ଟି ସିଟରେ ଟିମସି ଲଢିବ ଓ ୩ଟି ସିଟରେ ସହଯୋଗୀ ଦଳ ଲଢିବେ ବୋଲି…

କୁକୁଡ଼ା ଲଢ଼େଇ ହେଲା କାଳ: ମାଲିକଙ୍କୁ ମାରି ଗିରଫ ହେଲା ଗଞ୍ଜା

ନୂଆଦିଲ୍ଲୀ, ୫ା୩: ମାଲିକଙ୍କୁ ମାରିବା ଅଭିଯୋଗରେ ଥାନା ହାଜତରେ କୁକୁଡ଼ା ନଜରବନ୍ଦୀ । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ । ଖବରଟି ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଗୋଲାପାଲି ଅଞ୍ଚଳର । ସ୍ଥାନୀୟ…

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି…

ବର୍ଷା-ଅନୁଭବ ବିବାଦ: ଦିଲ୍ଲୀରେ ନୁହେଁ କଟକରେ ଚାଲିବ ଶୁଣାଣି

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି । ପଟିଆଲା…

ମଙ୍ଗେତରଙ୍କ ସହ ହ୍ୱାଟସଆପରେ ମଜା କରିବା ପଡ଼ିଲା ମହଙ୍ଗା, ଯୁବକ ଗଲେ ଜେଲ୍ ଓ ଦେଲେ ଜରିମାନା

ଆଜିକାଲି ଅନେକ ଲୋକ ସୋସିଆଲ ମିଡ଼ିଆରେ ନିଜର ସାଙ୍ଗସାଥୀଙ୍କ ନିକଟକୁ ମଜାଳିଆ ମେସେଜ୍ ପଠାଇଥାନ୍ତି । କିନ୍ତୁ ବେଳେବେଳେ ଏହି ମଜା ପାଇଁ ଅନେକ ସଜ୍ଜା କାଟିବାକୁ ପଡ଼ିଥାଏ । ଏହିପରି ଏକ ଘଟଣା ଘଟିଛି ଆବୁଧାବିରେ । ଜଣେ…

ଧାନକିଣାରେ ଅନିୟମିତତା: ୨ ନିଲମ୍ବିତ

ଭଦ୍ରକ, ୫ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ଧାନ କିଣାରେ ଅନିୟମିତତା ନେଇ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଅଭିଯୋଗ…

ଶାଶୂଘରକୁ ବିଦାବେଳେ ଜୀବନରୁ ସବୁଦିନ ପାଇଁ ବିଦାୟ ନେଲେ କନ୍ୟା

ବଲାଙ୍ଗିର, ୫ା୩ (ଓଡିଶା ଭାସ୍କର): ଶାଶୂଘରକୁ ବିଦାୟ ନେଇ ଯାଉଥିବା ବେଳେ ଜଣେ କନ୍ୟାର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ଫଳରେ ବାହାଘର ପରି ଖୁସିର ମୁହୂର୍ତ୍ତରେ ଉଭୟ କନ୍ୟା ଓ ବର ପରିବାରରେ ଶୋକର ଛାୟା…