Browsing Category

Breaking News

ବର୍ଷା ଉଗାଳିଲା ସତ: ଗଙ୍ଗାନଦୀ ବାଲିଶଯ୍ୟାରେ ପୋତାଯାଇଥିଲା ୨୦୦୦ କରୋନା ରୋଗୀଙ୍କ ମୃତଦେହ

ନୂଆଦିଲ୍ଲୀ, ୧୬ା୫: ଉତ୍ତରପ୍ରଦେଶରେ ପ୍ରବାହିତ ଗଙ୍ଗାନଦୀ କୂଳରୁ ୨ ହଜାରରୁ ଅଧିକ କରୋନା ରୋଗୀଙ୍କ ମୃତଦେହ ମିଳିଛି । ଏହି ମୃତଦେହଗୁଡ଼ିକ ଭାସି ଭାସି ବିହାରରେ ପହଞ୍ଚିବା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।…

ଫିଲ୍ମ ନିର୍ମାତା ମାନଙ୍କୁ ଆର୍ଥିକ ସହଯୋଗ କରିବାକୁ ଆଗେଇ ଆସିଲେ ସାଉଥ୍ ସୁପରଷ୍ଟାର ଅଜିତ୍ କୁମାର, ଦେଲେ ୧୦ଲକ୍ଷ ଟଙ୍କା

ମୁମ୍ବାଇ, ୧୬/୦୫(ଓଡିଶା ଭାସ୍କର): କରୋନା ମହାମାରୀ ମୁକାବିଲାରେ କେନ୍ଦ୍ର ତଥା ରାଜ୍ୟ ସରକାର ବ୍ୟାପକ ସଚେତନା ଆପଣାଉଛନ୍ତି । ଲୋକମାନଙ୍କ ସାହାଯ୍ୟ କରିବା ପାଇଁ ସରକାର ଅହରହ ପ୍ରୟାସ କରୁଛନ୍ତି । ଏହି ସମୟରେ ବଲିଉଡ୍…

ଭୟଙ୍କର ପରିସ୍ଥିତି: କାଲି ସକାଳ ସୁଦ୍ଧା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି । ତେଣୁ କାଲି ସକାଳ ସୁଦ୍ଧା ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା,…

ଗ୍ରାମାଞ୍ଚଳରେ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ଏସଓପି

ନୂଆଦିଲ୍ଲୀ, ୧୬/୦୫(ଓଡିଶା ଭାସ୍କର): ଗ୍ରାମାଞ୍ଚଳ ମାନଙ୍କରେ କରୋନା ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ଆଧାରରେ ରବିବାର କେନ୍ଦ୍ର ସରକାର ନୂତନ ଗାଇଡଲାଇନ୍ ଜାରି କରିବା ସହିତ…

କରୋନାରେ ପ୍ରାଣ ହରାଇଲେ କଏଦୀ!

କଟକ, ୧୬/୦୫(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ କଏଦୀ । ଉକ୍ତ କଏଦୀ ଝାରପଡା ଜେଲ୍ରେ ବିଚାରାଧୀନ ଥିବା ବେଳେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଉକ୍ତ କଏଦୀଙ୍କ ନାଁ ତ୍ରିପତି ମହାନ୍ତି…

ପ୍ରଫେସର ପଠାଉଥିଲେ ଅଶ୍ଲୀଳ ମେସେଜ୍: ସୋସିଆଲ୍ ମିଡ଼ିଆରେ ପୋଲ୍ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ, ୧୬ା୫: ମନୋରଞ୍ଜନ ଦୁନିଆର ସହିତ ଜଡ଼ିତ ଥିବା ଯୁବତୀମାନଙ୍କ ଡ୍ରେସ୍, ଶାରୀରିକ ଗଠନ ଓ ଲୁକସକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଟ୍ରୋଲ କରାଯାଇଥାଏ । ମାତ୍ର ଜଣେ ପ୍ରଫେସରଙ୍କ କାରନାମା ସୋସିଆଲ ମିଡ଼ିଆରେ…

ଓଡିଶାର ୧୫ଟି ଜିଲ୍ଲାରେ ମେଡିକାଲ୍ ଅକ୍ସିଜେନ୍ ପ୍ଲାଣ୍ଟ ବସାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ଓଡିଶାରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟ ମାନଙ୍କ ମଧ୍ୟରେ ଓଡିଶାର ନାମ ମଧ୍ୟ…

କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୂନ, ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଛି । ଗତବର୍ଷ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ ।…

ରାଜ୍ୟରେ ଫିଲ୍ମ ଓ ସିରିଏଲ୍ ସୁଟିଂରେ ଲାଗିଲା ରୋକ୍

ଭୁବନେଶ୍ୱର, ୧୬/୦୫(ଓଡିଶା ଭାସ୍କର) : ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ରାଜ୍ୟ ସରକାର ଆଉ ଏକ ନିଷ୍ପତି ନେଇଛନ୍ତି । ରାଜ୍ୟରେ କୋଭିଡ୍ ନିୟମରେ ଆଶିଂକ ପରିବର୍ତ୍ତନ ଅଣାଯାଇଛି । ଏନେଇ ଆଜି…

ପୁଣି ବଢ଼ିଲା ଲକଡାଉନ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୫ (ଓଡିଶା ଭାସ୍କର): ପୁଣି ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦିଲ୍ଲୀରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି…