Browsing Category
Breaking News
୭ ଜିଲ୍ଲା ସାବଧାନ୍! ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା
ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୭ଟି ଜିଲ୍ଲା ଯଥା-…
କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ
ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା…
ଆଜି ହେଉଛି ପବିତ୍ର ଇଦ୍ ପର୍ବ
ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ଆଜି ଓଡିଶା ସମେତ ଏକାଧିକ ରାଜ୍ୟରେ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ମୁସଲିମ ସମ୍ପ୍ରଦାୟଙ୍କ ଏହି ମହାନ ପର୍ବ ଶୁକ୍ରବାରରେ ପଡିଥିବାରୁ ଅଧିକ ଉତ୍ସାହ ଦେଖାଦେଇଛି । କିନ୍ତୁ…
ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ
ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…
ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତଦେହ ଠାବ
ଗୌହାଟୀ,୧୪ ।୫: ଆସାମର ନ'ଗାଁ ଅଞ୍ଚଳ ଜଙ୍ଗଲ ଭିତରେ ପଡ଼ିରହିଛି ୧୮ ହାତୀଙ୍କ ମୃତଦେହ । ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । କୁନ୍ଦେଲି ସଂରକ୍ଷିତ ଜଙ୍ଗଲର ୨ଟି…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୫୮ ହଜାର ପାର
ନୂଆଦିଲ୍ଲୀ, ୧୪ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୧୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…
ଖୁସି ଖବର: କାଲି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । କାଲି ଅପରାହ୍ନ ୫ଟାରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ସହାୟତା ରାଶି ଯୋଗାଇ ଦିଆଯିବ । ଚାଷୀମାନଙ୍କୁ…
ଭୁବନେଶ୍ୱରରୁ ଆଜି ୧୧୦୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ଶିଶୁ, କିଶୋରଙ୍କ ପାଇଁ ଆଡଭାଇଜରି ଜାରି, ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର, ୧୩ ।୫: କରୋନାର ଦ୍ୱିତୀୟ ଲହର ଲୋକଙ୍କୁ କଲବଲ କରୁଥିବା ବେଳେ ଖୁବଶୀଘ୍ର ଏହାର ତୃତୀୟ ଲହର ଆସିବାକୁ ଯାଉଛି । କିନ୍ତୁ ତୃତୀୟ ଲହରେ ଶିଶୁମାନଙ୍କୁ ଅଧିକ ବିପଦ ରହିଥିବା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି…
ଅନ୍ୟ କମ୍ପାନୀ ସହ କୋଭାକ୍ସିନ ଫର୍ମୂଲା ସେୟାର କରିବ ଭାରତ ବାୟୋଟେକ୍ : ଭି.କେ.ପଲ୍
ନୂଆଦିଲ୍ଲୀ,୧୩ ।୫: ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । କିନ୍ତୁ ଅଗଷ୍ଟରୁ…