Browsing Category

Breaking News

ବୁର୍ଖା ପିନ୍ଧି ଫିଲ୍ମ ଦେଖିବାକୁ ସିନେମା ହଲରେ ପହଞ୍ଚିଲେ ସାଇ ପଲ୍ଲବୀ, ସାମନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ସିନେମା ଦେଖିବାକୁ କେବଳ ସାଧାରଣ ଲୋକ ପାଗଳ ନୁହନ୍ତି ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି । ଗୋଟିଏ ଫିଲ୍ମକୁ ଲୋକଙ୍କ ତରଫରୁ ମିଳୁଥିବା…

ନୂଆବର୍ଷରେ ସମସ୍ତ ଗାଡ଼ିଚାଳକଙ୍କ ପାଇଁ ସରକାରଙ୍କ ଉପହାର: DL, RC ପରି ସମସ୍ତ ପରିବହନ ସେବା ମିଳିବ ଅଧା ଖର୍ଚ୍ଚରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରିବହନ ବିଭାଗ ପକ୍ଷରୁ ସମସ୍ତ ସମସ୍ତ ଜନସାଧାରଣଙ୍କୁ ନୂଆ ବର୍ଷ ଉପଲକ୍ଷେ ଭେଟି ଦିଆଯାଇଛି । ଏଣିକି ଗାଡ଼ି ପଞ୍ଜିକରଣ, ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଭଳି ସମସ୍ତ ପରିବହନ ସେବା ଅଧା…

ନିର୍ବାଚନ ପୂର୍ବରୁ ପୁଣି ସକ୍ରିୟ କଂଗ୍ରେସ ଶିବିର: ଖୁବଶୀଘ୍ର ନିଯୁକ୍ତ ହେବେ ପାର୍ଟିର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏକପ୍ରକାର ଦୁର୍ବଳ ସ୍ଥିତିରେ ରହିଛି । ତେବେ ଆସନ୍ତା ୨୦୨୨ରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ ଦଳ ପୁଣି…

ତିନି ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ରସ୍‌ ଟେଲର, ବାଂଲାଦେଶ ବିପକ୍ଷ ଖେଳିବେ ଶେଷ ଟେଷ୍ଟ ସିରିଜ

ୱେଲିଂଟନ: ଆଉ ଅଳ୍ପଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇବେ ନ୍ୟୁଜିଲାଣ୍ଡର ମହାନ କ୍ରିକେଟର ରସ୍‌ ଟେଲର । ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ଟେଲର । ଆସନ୍ତା ଶନିବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା…

ଆଜିଠାରୁ କାଳିଜାଇ ମନ୍ଦିରରେ ଦର୍ଶନ ବନ୍ଦ, ଜାଣନ୍ତୁ କେବେ ଖୋଲିବ

କୃଷ୍ଣପ୍ରସାଦ(ଓଡ଼ିଶା ଭାସ୍କର): ଆଜିଠୁ କାଳିଜାଇ ମନ୍ଦିରରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ରହିବ । କରୋନା ସଂକ୍ରମଣ ରାଜ୍ୟରେ ବଢ଼ୁଥିବାରୁ ଆଜିଠାରୁ ୩ ଦିନ ପାଇଁ ଦର୍ଶନ ବନ୍ଦ ରହିବ । ଆଜିଠାରୁ ଅର୍ଥାତ୍ ୩୧ ତାରିଖ…

ନୂଆବର୍ଷରେ ମାଡ଼ି ଆସିବ ଭୀଷଣ ବର୍ଷା ସହ ହାଡ଼ଭଙ୍ଗା ଶୀତ, ଆଇଏମଡି ଜାରି କଲେ ସତର୍କ ସୂଚନା

ନୂଆଦିଲ୍ଲୀ: ରାତି ପାହିଲେ ନୂଆବର୍ଷ । ତେବେ ନୂଆବର୍ଷର ଖୁସି ସହିତ ପାଣିପାଗରେ ମଧ୍ୟ ପରିବର୍ତ୍ତନ ହେବ । ନୂତନ ବର୍ଷର ପ୍ରାରମ୍ଭରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଜାନୁଆରୀ ୩…

ରାଜଧାନୀରେ ଚାଲିଥିଲା ଚୋରା ମଦ କାରବାର: ଚଢ଼ାଉ ବେଳେ ୧୨ ଲିଟର ମଦ ଜବତ, ୨ ଗିରଫ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ ବାରଙ୍ଗ ପୋଲିସ ଚଢାଉ କରି ବେଆଇନ ଚୋରା ଦେଶୀ ମଦ ଜବତ କରିଛି । ଚଢାଉ ସମୟରେ ୧୨ଲିଟର ମଦ ଜବତ କରିଥିଲା । କାରବାର ହେଉଥିବା କୌଣସି ସୂତ୍ରରୁ…

ଦେଶରେ ଓମିକ୍ରନ ଆତଙ୍କ, ନିର୍ବାଚନ ପାଇଁ କଡାକଡ଼ି ପାଳନ ହେବ କୋଭିଡ୍‌ କଟକଣା: ଇସି

ଲକ୍ଷ୍ନୌ : ଖୁବଶୀଘ୍ର ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ସୂଚୀ ଅନୁସାରେ ନିର୍ବାଚନ ଆୟୋଜନ କରିବାକୁ ସବୁ ଦଳର ରାଜନେତାମାନେ ଦାବି…

ଟେଷ୍ଟ୍ କ୍ରିକେଟରୁ ଅବସର ନେଲେ ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ୍ ଡି କକ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ ଡି କକ୍ ଟେଷ୍ଟ୍ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ଗୁରୁବାର ଦିନ ସେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସୁପରସ୍ପୋର୍ଟ ପାର୍କରେ ପ୍ରଥମ…

ଶୂନଶାନ ରାସ୍ତାରେ ଅଟୋଚାଳକଙ୍କୁ ଆକ୍ରମଣ କରି ମୋବାଇଲ ଲୁଟି ନେଲେ , ୩ ଲୁଟେରାଙ୍କୁ ଖୋଜୁଛି ପୋଲିସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ପାରାଦୀପ ଗଡ଼ ଦୋଛକି ନିକଟବର୍ତ୍ତୀ ଗୁପ୍ତା ଟ୍ରେଡର୍ସ ନିକଟରୁ ଅଟୋଚାଳକଙ୍କୁ ଛୁରୀରେ ଆକ୍ରମଣ କରି ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଛନ୍ତି ତିନି ଦୁର୍ବୃତ୍ତ । ପାରାଦୀପ ନେହେରୁ ବଙ୍ଗଳା…