Browsing Category
Breaking News
(ଭିଡ଼ିଓ)କ୍ରିକେଟକୁ ଅଲବିଦା କହିଲେ ହରଭଜନ ସିଂ, ୨୩ ବର୍ଷର କ୍ୟାରିୟର ପରେ ନେଲେ ଅବସର
ନୂଆଦିଲ୍ଲୀ: ଭାରତର ଷ୍ଟାର ସ୍ପିନର ହରଭଜନ ସିଂହ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ହରଭଗନ ସିଂ ଭାରତ ପକ୍ଷରୁ ୭୧୧ ୱିକେଟ୍ ନେଇଛନ୍ତି । ଟର୍ବନେଟର ଭାବରେ ଲୋକପ୍ରିୟତା ହାସଲ କରିଥିବା ହରଭଜନ ରାଜନୀତି…
ଥୁଆମୂଳ-ରାମପୁର ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି । ଏଥିରେ ଦୁଇ କୋଟି…
ଲଞ୍ଚ ପୂର୍ବରୁ Xiaomi 12 ବଜାରରେ କଲା ଜବରଦସ୍ତ ଓପେନିଂ, ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ ଫୋନ୍ ରିଜର୍ଭ
ନୂଆଦିଲ୍ଲୀ: ଲଞ୍ଚ ହେବା ପୂର୍ବରୁ ହିଁ ଢସବକ୍ଟଜ୍ଞସ ୧୨ ସିରିଜ୍ ୟୁଜର୍ସଙ୍କ ମନ କିଣିନେଇଛି । ଡିସେମ୍ବର ୨୩ ତାରିଖରେ ଓପନ୍ ରିଜର୍ଭେସନ୍ ରେ ଏହି ସିରିଜ୍ ର ସ୍ମାର୍ଟଫୋନ୍ କୁ ଗୋଟିଏ ଦିନରେ ୨ ଲକ୍ଷରୁ ଅଧିକ…
ଚିତ୍ତରଞ୍ଜନ ମୃତ୍ୟୁ ରହସ୍ୟ: କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଆଉ ଜଣେ ଯୁବକଙ୍କୁ ନେଇ ବଢ଼ୁଛି ସନ୍ଦେହ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟକାଣ୍ଡରୁ ଉପର ଆଜି ପର୍ଯ୍ୟନ୍ତ ପରଦା…
(ଭିଡ଼ିଓ) ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ କହିଲେ SRC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣା କଡ଼ାକଡ଼ି କରାଯାଇଛି । ଏହାରି ମଧ୍ୟରେ ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ଏସଆରସି । ନୂଆ ଗାଇଡଲାଇନର ଅବଧି…
CBSE ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ନେଇ ବୋର୍ଡ ପକ୍ଷରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ସମଗ୍ର ଦେଶରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ମୋଟ ୩୩ ଲକ୍ଷ ଛାତ୍ରଛାତ୍ରୀ…
ରେଭେନ୍ସାରେ ନାଚଗୀତର ଆସର: କାରଣ ଦର୍ଶାଅ ନୋଟିସ୍ ପଠାଇଲା CMC
କଟକ(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କତା ଜାରି କରାଯାଇଥିବା ବେଳେ କଟକ ରେଭେନ୍ସାରେ ନିୟମ ଉଲ୍ଲଙ୍ଘନ କରାଯାଇଛି । ଶହ ଶହ ଛାତ୍ରଛାତ୍ରୀ ଏକ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ…
ଧରାପଡ଼ିଲେ ୨୬ ହଜାର ଭୂତ ଚାଷୀ: ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଟେଲାଇଟ ସର୍ଭେରେ ୨୬ ହଜାର ଭୂତ ଚାଷୀ ଧରାପଡ଼ିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀଙ୍କ କହିବା ମୁତାବକ,…
ଦୋକାନ କାନ୍ଥ ଭାଙ୍ଗି ଚୋର ନେଇଗଲା ୩୮ଟି ମୋବାଇଲ୍ ଫୋନ୍, ଦେଖନ୍ତୁ ଚୋରି ବେଳର ଭିଡିଓ
ରେଙ୍ଗାଲି(ଓଡ଼ିଶା ଭାସ୍କର): ଦୋକାନ ଭାଙ୍ଗି ୩୮ଟି ମୋବାଇଲ୍ ଫୋନ୍ ଚୋରି କଲା ଚୋର । ଏହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କଏଦ୍ ହୋଇଛି । ଏଭଳି ଏକ ଖବର ଦେଖିବାକୁ ମିଳିଛି ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଳି ଥାନା…
ଓମିକ୍ରନ ପାଇଁ ଘୁଞ୍ଚିବ କି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ: ପ୍ରଧାନମନ୍ତ୍ରୀ ଓ ନିର୍ବାଚନ କମିଶନଙ୍କୁ କ’ଣ କହିଲେ ହାଇକୋର୍ଟ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍ କରିଛି । ମାତ୍ର ଦୁଇ ଦିନ ମଧ୍ୟରେ ଏହି ଭାରିଆଣ୍ଟ ଦ୍ରୁତ ବେଗରେ ୧୦୦ ଜଣଙ୍କୁ ସଂକ୍ରମିତ କରିଥିବାରୁ ଏହା ସମସ୍ତଙ୍କୁ ଚିନ୍ତାରେ…