fbpx
Browsing Category

Breaking News

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର

ଭୁବନେଶ୍ୱର,୭।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ। ୧୭ଟି କାର ନମ୍ବର ସେଥିରେ ଉଲ୍ଲେଖ ରହିଛି । ଏହାକୁ…

ଜୁଲାଇ ୩ରେ ହେବ JEE ଆଡଭାନ୍ସଡ

ନୂଆଦିଲ୍ଲୀ,୭ ।୧: ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଯାଉଛି JEE ଆଡଭାନ୍ସଡ । ପରୀକ୍ଷାର ପରିଚାଳନା କରିବ ଆଇଆଇଟି ଖଡଗପୁର । ଚଳିତବର୍ଷରେ ବି ପରୀକ୍ଷା ନିୟମ ହୋକଳ ହୋଇଛି । +୨ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ…

କଟକଣା ସହ ରାଜ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଅନେକ ଦିଗରେ କଟକଣା ମଧ୍ୟ ହଟାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି ।…

ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ବାର୍ଡ ଫ୍ଲୁ ଆଶଙ୍କା ନେଇ ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଗଠିତ ହୋଇଛି । ଅସ୍ବାଭାବିକ ଭାବେ ପକ୍ଷୀ ମୃତ୍ୟୁ ହେଲେ ଏହା ମାଧ୍ୟମରେ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଜାରି ହୋଇଥିବା…

କାଲି ୧୦ଟାରୁ ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): କାଲି ଦିନ ୧୦ଟାରେ କୋଭିଡ ଟିକାକରଣ ପାଇଁ ଅଭ୍ୟାସ ହେବ । ସବୁ ଜିଲ୍ଲା ଓ ପୌର ନିଗମରେ ୨ ଘଣ୍ଟା ପାଇଁ ଚାଲିବ ଡ୍ରାଏ ରନ୍ । ଏଥିପାଇଁ ସବୁ ଜିଲ୍ଲାପାଳ ଓ କମିସନରଙ୍କୁ ସ୍ୱାସ୍ଥ୍ୟ…

ସାଇବର ଅପରାଧକୁ ରୋକିବା ପାଇଁ ସହାୟତା ନମ୍ବର ଜାରି

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ସାଇବର ଅପରାଧ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ସହାୟତା ନମ୍ବର ଜାରି ହୋଇଛି । ସହାୟତା ନମ୍ବର ହେଉଛି-୭୪୪୦୦୦୬୭୦୯ । ଏଥିରେ ଠକଙ୍କ ମୋବାଇଲ ନମ୍ବର ବ୍ଲକ ସହ ଆକାଉଣ୍ଟ ଖୋଲିଲେ…

ସ୍କୁଲ ଫି’ ମାମଲାରେ ତୁଟିଲା ବିବାଦ

କଟକ, ୭ ।୧(ଓଡିଶା ଭାସ୍କର): ହାଇକୋର୍ଟରେ ସ୍କୁଲ ଫି’ ମାମଲା ପ୍ରସଙ୍ଗରେ ରାଜ୍ୟ ସରକାଙ୍କ ରିହାତି ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସମାନ ବିଷୟକୁ ନେଇ ହୋଇଥିବା ଅନ୍ୟ ମାମଲାର ବିଚାର ହେବନି । କମିଟି…

କାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

କଟକ,୭ ।୧(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର । କାଲି ପୂଜକ ପରିବାର ପ୍ରଥମେ ଦର୍ଶନ କରିବେ । ୯ ଓ ୧୦ରେ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଦର୍ଶନର…

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ କଲେ ସରକାର

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ସଂରକ୍ଷଣ ପ୍ରସଙ୍ଗରେ କ୍ୟାବିନେଟ ନିଷ୍ପତ୍ତି ନେବା ପରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ଅବସରପ୍ରାପ୍ତ…