fbpx
Browsing Category

Breaking News

RSPରେ ଗ୍ୟାସ୍ ଲିକ୍ ଘଟଣା: ୨ DGM ନିଲମ୍ବିତ

ରାଉରକେଲା,୬ ।୧(ଓଡିଶା ଭାସ୍କର): ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ୨ ଜଣ…

ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୂତାଣୁ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଦେଶର ଅନେକ ସ୍ଥାନରେ ବାର୍ଡ ଫ୍ଲୁ’କୁ ନେଇ ଚିନ୍ତା ବଢିଥିବା ବେଳେ ଓଡିଶାରେ ମଧ୍ୟ ପରୀକ୍ଷା ହୋଇଥିଲା । କିନ୍ତୁ ରାଜ୍ୟରେ ପରୀକ୍ଷା ହୋଇଥିବା ୧୧ ହଜାର ନମୁନା ନେଗେଟିଭ୍ ଆସିଛି ।…

କରୋନା ଟିକା ନେଇ ଦୁଇଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୬ା୧: କରୋନା ଟିକାକୁ ନେଇ ବିଶ୍ୱବାସୀ ଚାହିଁ ବସିଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ଫାଇଜର ଓ ବାୟୋ ଏନଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇ ନରୱେର ଦୁଇ ଜଣଙ୍କର ମୃତ୍ୟୁ…

୧୦ରୁ ମାଟ୍ରିକ ଫର୍ମ ଫିଲ୍-ଅପ୍‌

ଭୁବନେଶ୍ୱର, ୬ ।୧(ଓଡିଶା ଭାସ୍କର): ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହେବ ପରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ବାହାରିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।…

ସିଧାସଳଖ ଓଡିଶା ଆସିବ ଟିକା

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ଆସନ୍ତା ୧୦ ଦିନ ଭିତରେ ଟିକାକାରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକାକରଣ ପାଇଁ ଓଡିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଟିକା ଆସିବ ।…

ଚାଷୀ ପାଇଲେ ୪୫୩୮ କୋଟି ଟଙ୍କା: ରଣେନ୍ଦ୍ର

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୬ ଲକ୍ଷ ୪୮ ହଜାର ୪୭୪ ମ୍ୟାଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି ।…

ରାସ୍ତାରେ ଟଙ୍କା ବିଡ଼ା: ମିଳିନାହିଁ ମାଲିକଙ୍କ ପରିଚୟ

ଭୁବନେଶ୍ୱର, ୬ା୧ (ଓଡିଶା ଭାସ୍କର): ରାସ୍ତାରେ ପଡ଼ିଛି ଟଙ୍କା ବିଡ଼ା । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାଜଧାନୀର ଗଙ୍ଗନଗର ଛକରୁ ଦେଢ଼ ଲକ୍ଷ ଟଙ୍କା ପୋଲିସ ଜବତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…

ଶାରୀରିକ ସମ୍ପର୍କ ଦ୍ୱାରା ପ୍ରଭାବିତ ହୋଇଥାଏ ଆପଣଙ୍କ ବୟସ, ତେବେ ଜାଣିନିଅନ୍ତୁ କାହିଁକି

ମଣିଷ ଜନ୍ମ ପରେ କିଛି ବର୍ଷ ଅତିକ୍ରାନ୍ତ ହୋଇ ବୃଦ୍ଧାବସ୍ଥାରେ ପହଞ୍ଚିଥାଏ । ମଣିଷର ବୟସ ଉପରେ ଉପରେ କାହାର ନିୟନ୍ତ୍ରଣ ନଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଉପଯୁକ୍ତ ଖାଦ୍ୟପେୟ, ବ୍ୟାୟାମ ଆଦି ନିୟମିତ କରିବା…

ସିଡନୀ ପାଇଁ ଭାରତୀୟ ଦଳ, ଡେବ୍ୟୁ କରିବେ ସୈନୀ

ନୂଆଦିଲ୍ଲୀ,୬ ।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଭାସ୍କର ଟ୍ରଫିର ୩ୟ ଟେଷ୍ଟ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆସନ୍ତା ୭ ଜାନୁଆରୀରେ ଖେଳାଯିବ । ସିଡନୀ ଟେଷ୍ଟ ପାଇଁ ଭାରତୀୟ ଦଳରେ ଯୋଡି ହୋଇଛନ୍ତି ରୋହିତ…

ଏପରି କିଛି ଲକ୍ଷଣ ଆପଣଙ୍କଠାରେ ଦେଖା ଯାଉଛି କି, ତେବେ ଜାଣି ନିଅନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ, ଏଥିପାଇଁ ଉପଯୁକ୍ତ ଖାଦ୍ୟପେୟ ସହ ଶରୀରର ଯତ୍ନ ନେବା ନିହାତି ଦରକାର । ଅଧିକାଂଶ ଲୋକ ରୋଗ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି…