fbpx
Browsing Category

Breaking News

୩ରେ ଖୋଲିବ ଶ୍ରୀବଳଦେବଜୀଉ ମନ୍ଦିର

କେନ୍ଦ୍ରାପଡା,୨ ।୧(ଓଡିଶା ଭାସ୍କର): କେନ୍ଦ୍ରାପଡାର ଶ୍ରୀବଳଦେବଜୀଉ ମନ୍ଦିର ଜାନୁଆରୀ ୩ ଅର୍ଥାତ୍ ଆସନ୍ତାକାଲି ଖୋଲିବାକୁ ଯାଉଛି । ଏକକାଳୀନ ୧୦୦ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ତେବେ…

ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ କନିଷ୍ଠ ଯନ୍ତ୍ରୀ ସମୀର ଦାସ

ମାଲକାନଗିରି, ୨ା୧ (ଓଡିଶା ଭାସ୍କର): କରୋନା ପାଇଁ ଅନେକ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡ଼ିଥିଲା । ତେବେ ସେହି ବିପଦ ସମୟରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଉ ଚର୍ଚ୍ଚାକୁ ଆସିଥିଲେ ସେ । ସେ ହେଉଛନ୍ତି…

ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ,୨ ।୧: ଅନୁସୂଚିତ ଜାତି-ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ନେଇ କେନ୍ଦ୍ର କ୍ୟାବିନେଟରେ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ୬୯ ହଜାର ୪୮ କୋଟିର…

ହସ୍ପିଟାଲରେ ଭର୍ତ୍ତି ହେଲେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

କୋଲକାତା, ୨ା୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇ ପଡ଼ିଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ…

୪ରୁ ଖୋଲିଯିବ ଗଞ୍ଜାମର ସବୁ ମନ୍ଦିର

ଗଞ୍ଜାମ,୨ ।୧(ଓଡିଶା ଭାସ୍କର): ଆସନ୍ତା ୪ରୁ ଗଞ୍ଜାମ ଜିଲ୍ଲାରେ ଖୋଲିଯିବ ସବୁ ମନ୍ଦିର । କୋରୋନା କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ । ଆସନ୍ତାକାଲି ଖୋଲିବ ମା’ ତାରାତାରିଣୀଙ୍କ ମନ୍ଦିର । ମନ୍ଦିର ଉପରକୁ ଯାନବାହାନ…

CBSE ପରୀକ୍ଷାକୁ ନେଇ କ’ଣ କହିଲେ ଗଣଶିକ୍ଷାମନ୍ତ୍ରୀ?

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): CBSE ପରୀକ୍ଷା ତାରିଖ ଘୋଷଣା ପରେ ଚିନ୍ତାରେ ପଡିଛି ଗଣଶିକ୍ଷା ବିଭାଗ । ଏହି ସର୍ମ୍ପକରେ ଆଜି ନିଜର ପ୍ରିତିକ୍ରିୟା ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ…

ମୁକେଶ ଅମ୍ବାନୀଙ୍କୁ ଝଟକା: ୧୫ କୋଟିର ଜରିମାନା ପାଇଁ ନିର୍ଦ୍ଦେଶ ଦେଲା ସେବି

ନୂଆଦିଲ୍ଲୀ, ୨ା୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଉପରେ ସେବି ପକ୍ଷରୁ ୧୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏତଦବ୍ୟତୀତ ସେବି ଦ୍ୱାରା ଅନ୍ୟ ଦୁଇଟି କମ୍ପାନୀ ନଭି…

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ‘ମାଗଣାରେ ମିଳିବ କରୋନା ଟିକା’

ନୂଆଦିଲ୍ଲୀ,୨ ।୧: ଦେଶରେ କରୋନା ଭ୍ୟାକ୍ସିନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଟୀକା ଦେବାକୁ ପାଇଁ ସାରା ଦେଶରେ ଡ୍ରାଏ ରନ୍ ଆରମ୍ଭ ହୋଇଛି । କରୋନା ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏକ…

ରୂପେଲି ପରଦାକୁ ପୁଣି ଫେରିବେ ରିୟା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ଘଟଣାକୁ ପାଖାପାଖି ୫ ମାସରୁ ଅଧିକ ସମୟ ବିତିଯାଇଛି । ତେବେ ଏହି କେସରେ ଛନ୍ଦି ହୋଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ କ୍ୟାରିୟରରେ ବ୍ରେକ ଲାଗିଥିଲା । ସୁଶାନ୍ତଙ୍କ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ବୁଟା ସିଂହଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂହଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…