Browsing Category

Breaking News

ଡେଟରେ ଯିବା ପାଇଁ ମହିଳା କର୍ମଚାରୀଙ୍କ ପାଖକୁ ମେଲ୍ ପଠାଉଥିଲେ ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ନେଇ ଏକ ନୂଆ ଖୁଲାସା ହୋଇଛି । ବିଲ ନିଜର କମ୍ପାନୀରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଡେଟରେ ଯିବା ପାଇଁ ମେଲ୍…

ଶିକ୍ଷୟତ୍ରୀ ମମିତା ନିଖୋଜ ଘଟଣା: ଷ୍ଟାଡିୟମ୍ ଖୋଳିବ ପୋଲିସ୍, ଜେସିବି ମେସିନ୍ ଜରିଆରେ ଆରମ୍ଭ ହେବ ଖୋଦେଇ

ବଲାଙ୍ଗୀର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ଘଟଣାରେ ଜୋରଦାର୍ ଚାଲିଛି ତନାଘନା । ମମିତାଙ୍କ ହତ୍ୟା ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଆଜି ମହାଲିଙ୍ଗ ହାଇସ୍କୁଲ…

ଆଜି ଓ କାଲି ଛୁଟି ରହିବ ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଓ ଆସନ୍ତାକାଲି ଦୁଇଦିନ ବ୍ୟାଙ୍କ ଛୁଟି ରହିବ । ମଙ୍ଗଳବାର ଦିନ ଇଦ୍ ମିଲାଦ ଓ ବୁଧବାର ଗଜଲକ୍ଷ୍ମୀ ପୂଜା ଅବସରରେ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିବ ।…

ଭାରତୀୟଙ୍କ ହାଇଟ୍ ବଢ଼ିବା ହେଲା ବନ୍ଦ! ଷ୍ଟଡିରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଏକ ଅଧ୍ୟୟନରେ କୁହାଯାଇଛି ଯେ, ଭାରତୀୟଙ୍କ ଶରୀରର ଉଚ୍ଚତା ବୃଦ୍ଧି ପାଇବା ବନ୍ଦ ହୋଇଯାଇଛି ବା ଦିନକୁ ଦିନ ଉଚ୍ଚତା କମିବାରେ ଲାଗିଛି । ୧୯୯୮ରୁ ୨୦୧୫ ପର୍ଯ୍ୟନ୍ତ ଭାରତରେ ବୟସ୍କଙ୍କ ଉଚ୍ଚତାକୁ ନେଇ…

ଦୁଇ ନାବାଳିକା ଭଉଣୀଙ୍କ ସହ ୧୦ ଯୁବକ କଲେ ଗଣଦୁଷ୍କର୍ମ, ୨ ଗିରଫ; ଭୟରେ ଜଣେ ଅଭିଯୁକ୍ତ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଗୁମଲା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ଏଠାରେ ଦୁଇ ଆଦିବାସୀ ନାବାଳିକା ଭଉଣୀଙ୍କୁ ଜଙ୍ଗଲକୁ ଉଠାଇ ନେଇ ୧୦ ଜଣ ଯୁବକ ଗଣ ଦୁଷ୍କର୍ମ କରିଛନ୍ତି । ପୋଲିସ୍ ଏହି ମାମଲାରେ ଦୁଇ…

ପିଲାମାନେ ଅପରାଧ କଲେ ମା’-ବାପାଙ୍କୁ ମିଳିବ ସଜ୍ଜା, ଆରାମ କରିବା ଓ ଖେଳିବା ପାଇଁ ଦିଆଯିବ ସମୟ; ଜାରି ହେବାକୁ ଯାଉଛି ନୁତନ ନିୟମ

ନୂଆଦିଲ୍ଲୀ: ଚୀନ ବର୍ତ୍ତମାନ ଏପରି ଏକ ଆଇନ ତିଆରି କରିବା ପାଇଁ ଯୋଜନା କରୁଛି । ତାହା ହେଉଛି ଯେଉଁ ପିଲାମାନେ ଖରାପ ବ୍ୟବହାର ସହିତ ଅପରାଧରେ ସଂଶ୍ଲିଷ୍ଟ ରହିବେ ସେମାନଙ୍କ ମା'-ବାପାଙ୍କୁ ମଧ୍ୟ ସଜ୍ଜା ଦିଆଯିବା ନେଇ…

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର୍ ଜବତ, ୩ ଗିରଫ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଜଳେଶ୍ୱରରୁ ଅଢ଼େଇ କୋଟି ଟଙ୍କାର ଧଳା ଜହର ଜବତ ହୋଇଛି । ଏହି କାରବାର କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ବିଭାଗ ଓ ପୋଲିସ୍ ମିଳିତ ଭାବରେ…

ନଭେମ୍ବର ୩୦ରୁ CBSE ଦଶମ ଟର୍ମ-୧

ଭୁବନେଶ୍ୱର: ପ୍ରକାଶ ପାଇଲା ସିବିଏସଇ ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ । ନଭେମ୍ବର ୩୦ରୁ ଦଶମ ଓ ଡିସେମ୍ବର ୧ରୁ ଦ୍ୱାଦଶ ଟର୍ମ-୧ ପରୀକ୍ଷା । ନଭେମ୍ବର ୩୦ରୁ ଡିସେମ୍ବର ୧୧ ପର୍ଯ୍ୟନ୍ତ ଦଶମ ଟର୍ମ-୧ ପରୀକ୍ଷା ।…

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର । ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ପରୁଲ ପଟୱାରୀ ହେଲେ ଜଗତସିଂହପୁର ଜିଲ୍ଲାପାଳ । ସାଧାରଣ ଅଭିଯୋଗ ଓ ଜି.ଏ ବିଭାଗ ଅତିରିକ୍ତ…

କେବଳ ବେଡରେ ଶୋଇବାର ଚାକିରି, ଯେଉଁଥିପାଇଁ କମ୍ପାନୀ ଦେବ ୨୫ ଲକ୍ଷର ଦରମା!

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କାମ କରି କରି ଥକି ପଡୁଛନ୍ତି, କିନ୍ତୁ ବ୍ରିଟେନର ଏକ କମ୍ପାନୀ କେବଳ ବେଡରେ ଶୋଇବାକୁ ମାସକୁ ମୋଟା ଅଙ୍କର ଦରମା ଦେଉଛି । ଆପଣଙ୍କୁ ଏହା ଶୁଣି ବିଶ୍ୱାସ ନହେଲେ ବି କଥାଟି ସତ ।…