Browsing Category
Breaking News
ସୋମବାର ସକାଳ ୧୦ଟା ୩୦ ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବିଧାନସଭାରେ ପୁଣି ବିରୋଧୀ-ଶାସକ ମୁହାଁମୁହିଁ ହୋଇଛନ୍ତି । ଗୃହ ମଧ୍ୟ ଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ହଟ୍ଟଗୋଳ ମଧ୍ୟରେ ଗୃହରେ…
କଟକ ଶିଶୁଭବନ ICUରେ ଅଗ୍ନିକାଣ୍ଡ
କଟକ,୧୩ ।୩(ଓଡିଶା ଭାସ୍କର): କଟକ ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡ ଘଟିବାର କିଛି ସମୟ ମଧ୍ୟରେ ହିଁ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା…
ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଗୁଜବ: ଭ୍ୟାକ୍ସିନ ନେବାକୁ ଲୋକେ ଅମଙ୍ଗ
ନୂଆଦିଲ୍ଲୀ, ୧୩ା୩: ହରିୟାଣାରେ କରୋନା ଟିକାକୁ ନେଇ ଏକ ଗୁଜବ ବ୍ୟାପିଛି । ଫଳରେ ଲୋକମାନେ କରୋନା ଟିକା ନେବାକୁ ଅମଙ୍ଗ ହେଉଛନ୍ତି । ଟିକାରେ ଗାଈ ରକ୍ତ ଓ ଘୁଷୁରୀ ମାଂସ ମିଶିଥିବା ଏକ ମିଛ ଖବର ପ୍ରଚାରିତ ହୋଇଛି ।…
ମାର୍ଚ୍ଚ ୨୧ରେ ରାଉରକେଲା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୧ରେ ରାଉରକେଲା ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଟର ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ରହିବେ ରାଜ୍ୟପାଳ…
କରୋନା କଟକଣା: ମାସ୍କ ନପିନ୍ଧିଲେ ବିମାନରୁ ବିଦା
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ବଢୁଥିବା କରୋନା ମାମଲାକୁ ଦେଖି କଟକଣାକୁ କଡାକଡି କରାଯାଇଛି । ସେହିପରି ବିମାନରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ମାସ୍କ…
ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ: ଉଦ୍ଧାର ହେଲେ ୩୫ ଯାତ୍ରୀ
ନୂଆଦିଲ୍ଲୀ, ୧୩ା୩: ଦିଲ୍ଲୀ-ଡେରାଡୁନ୍ ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କରୁଥିବା ସମୟରେ ଟ୍ରେନର ସି-୫ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଟ୍ରେନରେ ଥିବା ସମସ୍ତ…
ନରକଙ୍କାଳ ମିଳିବା ଘଟଣା: ଯାଆଁଳା ଫାଣ୍ଡି ଅଧିକାରୀ ନିଲମ୍ବିତ
ଭୁବନେଶ୍ୱର,୧୩ ।୩(ଓଡିଶା ଭାସ୍କର): ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ମିଳିବା ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏମ୍ସ ପକ୍ଷରୁ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ବ୍ୟବଚ୍ଛେଦ ରିପୋର୍ଟରେ…
୮ଟି ଜିଲ୍ଲାରେ ଆଜିଠାରୁ ନାଇଟ୍ କର୍ଫ୍ୟୁ, ପ୍ରି-ନର୍ସରୀରୁ ଦ୍ୱାଦଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଚଣ୍ଡିଗଡ,୧୩ ।୩: ଦେଶର କେତେକ ରାଜ୍ୟରେ କରୋନା ମାମଲା ବଢିବାରେ ଲାଗିଛି । ମହାରାଷ୍ଟ୍ର ପରେ ପଞ୍ଜାବରେ ମଧ୍ୟ କରୋନା କଟକଣା କଡାକଡି କରାଯାଇଛି । ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ପଞ୍ଜାବର ୮ଟି ଜିଲ୍ଲାରେ ଆଜିଠାରୁ…
ରାଜ୍ୟରେ ଆଉ ୬୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୩।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…
ପିପିଲି ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଏମିତି କହିଲେ ସମୀର
ପିପିଲି,୧୩ ।୩(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ଛକାପଞ୍ଝା । ଉପ-ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ…