fbpx
Browsing Category

Breaking News

କାଳ ସାଜିଲା କୋଭିଡ଼ କଟକଣା, ଶ୍ରଦ୍ଧାଳୁଙ୍କୁ ଦେବୀଦର୍ଶନ ମନା

ସମ୍ବଲପୁର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାଳୟା ଦିନ ମା ସମଲେଶ୍ୱରୀଙ୍କ ଦର୍ଶନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖାଯାଇଛି…

ଓଡିଶାକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ,୧୧ ।୯: ୪ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ମାମଲାରେ ଓଡିଶା ସମେତ ୪ ରାଜ୍ୟଙ୍କୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ । ପଶ୍ଚିମବଙ୍ଗ, ଦିଲ୍ଲୀ ଓ ତେଲେଙ୍ଗାନା ସରକାରଙ୍କୁ ମଧ୍ୟ ନୋଟିସ୍ ପଠାଯାଇଛି…

ବର୍ଷା ଓ ବଜ୍ରପାତକୁ ନେଇ ଅପରାହ୍ନ ୪ଟା ସୁଦ୍ଧା ୮ଜିଲ୍ଳା ସାବଧାନ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । ଏହାସହ ସ୍ଥାନେ ସ୍ଥାନେ କୋଚିତ ବର୍ଷା ହୋଇଛି । ଏହାରି ମଧ୍ୟରେ ଆଜି ଅପରାହ୍ନ ୪ଟା ସୁଦ୍ଧା ୮ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ…

ଅନ୍ତିମ ସଂସ୍କାର ଚାଲିଥିବା ବେଳେ କୋକେଇରେ ଆଖି ଖୋଲିଦେଲେ ଯୁବକ

ବିହାରରେ ଯେଉଁଦିନ ମହିଳାମାନେ ନିଜ ସନ୍ତାନର ଦୀର୍ଘ ଜୀବନ ପାଇଁ ଉପବାସ କରୁଥିଲେ, ସେବେ ଏକ ଅଜବ ଘଟଣା ସାମ୍ନାକୁ ଆସିଲା । ୧୭ ବର୍ଷର ଜଣେ ଯୁବକର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ହଠାତ୍ ଆଖି…

ଆସନ୍ତା ୧୩ରେ ଭୁବନେଶ୍ୱରର ୟୁନିଟ-୧ ହାଟ ବନ୍ଦ, ହେଲେ କାହିଁକି ଜାଣନ୍ତୁ

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ୟାରିଅରକୁ ଦୃଷ୍ଟିରେ ରଖି ଏନଏଟି ଓ ୟୁଜି ପରୀକ୍ଷା କରିବା ପାଇଁ…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ଆଉ ଏକ କୋଭିଡ଼ ହସ୍ପିଟାଲ

ବାଲେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ୧୦୦ ଶଯ୍ୟାର ଆଉ ଏକ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ସେହି ହସ୍ପିଟାଲରେ ଆଇସିୟୁ ଶଯ୍ୟା ସହ ୨ଟି ଅପରେସନ ଥିଏଟର ବି ରହିବ । ଏହାସହ ସେହି…

ରିୟାଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ,୧୧ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସକୁ ନେଇ ନୂଆ ମୋଡ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି ଏନସିବି । ଦୁହେଁ ଭାଇ ଭଉଣୀ ଡ୍ରଗ୍ସ ନେଉଥିବା…

ମନ୍ତ୍ରୀ ଟୁକୁନି ସାହୁଙ୍କୁ କରୋନା

ଭୁବନେଶ୍ୱର, ୧୧ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ମହିଳା ଓ ଶିଶୁ ବିକାଶ…