Browsing Category
Breaking News
ମତାମତ ଲୋଡିଲେ ବିଜେଡି ସୁପ୍ରିମୋ ନବୀନ
ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ରାଜ୍ୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ,…
ଗୁଗୁଲ ପେ ନୁହେଁ କି ଫୋନ ପେ ନୁହେଁ ସିଧାସଳଖ ‘ପକେଟ ପେ’ ଲାଞ୍ଚ ନେଉଛନ୍ତି ମହିଳା ପୋଲିସ, ଜାଣନ୍ତୁ କିପରି ?
ବର୍ତ୍ତମାନର ସମୟରେ ଇଣ୍ଟରନେଟରେ କେତେବେଳେ କଣ ଭାଇରାଲ ହେଉଛି ତାହା ଜାଣିବା ମୁସ୍କିଲ । ତେବେ ଆଜିକାଲି ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ମହିଳା ପୋଲିସ ଏକ ଭିନ୍ନ…
ରାଉରକେଲାରେ ପୁଣି GST ବିଭାଗର ଚଢ଼ାଉ, ଦୁଇ ବ୍ୟବସାୟୀ ଅଟକ
ରାଉରକେଲା,୨୧ ।୧୨(ଓଡିଶା ଭାସ୍କର): ରାଉରକେଲା ସହରରେ ବାରମ୍ବାର GST ଠକେଇ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ରାଉରକେଲାର ୪ଟି ସ୍ଥାନରେ ଆଜି ପୁଣି GST ବିଭାଗ ଚଢାଉ କରିଛି । ଆଜି ସକାଳୁ ଯାଜପୁର ଓ…
ପରୀ ମାମଲା: ଅଭିଯୁକ୍ତର ଘରେ SIT
ନୟାଗଡ,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟି ଟିମର ଖୋଳତାଡ ଜାରି ରହିଛି । ଯଦୁପୁରରେ ଅଭିଯୁକ୍ତ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ଏସଆଇଟିର ୨ ଜଣିଆ ଟିମ୍ । ଅଭିଯୁକ୍ତ ସରୋଜଙ୍କ…
ଦିନକରେ ୩୩୩ ମୃତ, ୨୪ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୧ା୧୨: ସମଗ୍ର ଦେଶରେ ୨୪ ଘଣ୍ଟାରେ ୩୩୩ ଜଣ କରୋନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦କୁ ବୃଦ୍ଧି ପାଇଛି । ତେବେ ଦିନକରେ ୨୪ ହଜାର ୩୩୭ ଜଣ ଆକ୍ରାନ୍ତ…
ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୦ଟି ସହର
ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହର । ୪ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠୁ ଶୀତଳ ସହର । ତେବେ ଝାରସୁଗୁଡାରେ ୫.୮…
କୋଏଲ ନଦୀରେ ବୁଡି ଚାଲିଗଲା ୨ ଜୀବନ
ରାଉରକେଲା,୨୦ ।୧୨(ଓଡିଶା ଭାସ୍କର): ରାଉରକେଲା କୋଏଲ ନଦୀର ଝିରିପାଣିରେ ଘଟିଯାଇଛି ଅଘଟଣ । ନଦୀରେ ବୁଡି ଚାଲିଯାଇଛି ୨ ସାଙ୍ଗଙ୍କ ଜୀବନ । ଜଣେ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବଣଭୋଜି କରିବାକୁ…
DDCEର ବରିଷ୍ଠ କିରାଣି ଗିରଫ
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): DDCEର ବରିଷ୍ଠ କିରାଣି ଅଶୋକ ମିଶ୍ର ଆଜି ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କାଲି ଅଶୋକଙ୍କ ୩ଟି ଘରେ ଭିଜିଲାନ୍ସ…
ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ
କନ୍ଧମାଳ,୨୦ ।୧୨(ଓଡିଶା ଭାସ୍କର): କନ୍ଧମାଳ ଗୋଛାପଡାର ବିରେଣୀ ଗାଁ ଜଙ୍ଗଲରେ ଯବାନଙ୍କ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସଓଜି ଯବାନଙ୍କ ପାଲଟା ଗୁଳି ମାଡରେ ଭୟଭୀତ ହୋଇ ଛତ୍ରଭଙ୍ଗ ଦେଇଛନ୍ତି…
୨୨ ଯାଏଁ ପ୍ରବଳ ଶୀତ, ଜାଣନ୍ତୁ କେଉଁ ଜିଲ୍ଲାକୁ ଅରେଞ୍ଜ ଓ କେଉଁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ?
ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଶୀତର ଆଶଙ୍କା ରହିଛି । ଏନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ଚିଠି ଲେଖିଛନ୍ତି । ଆଗାମୀ ୨୪ ଘଣ୍ଟା ପାଇଁ…