Browsing Category

Breaking News

ବିମାନ ଭିତରେ ଫୁଟବଲର୍ ରଖିଲେ ଯୌନ ସମ୍ବନ୍ଧ, ଏୟାର୍ ହୋଷ୍ଟେସ୍ କଲେ ଖୁଲାସା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଲୋକ ମାନେ ଆରାମ ଖୋଜିଥାନ୍ତି । ବ୍ରିଟେନ୍ ର ଜଣେ ଏୟାର୍ ହୋଷ୍ଟେସ୍ ଏକ ଖବରର ଖୁଲାସା କରିବାକୁ ଯାଇ କହିଛନ୍ତି ଯେ, ବ୍ରିଟେନ୍ ର ଜଣେ ଜଣାଶୁଣା ଫୁଟବଲର୍ ବିମାନରେ ଯାତ୍ରା…

ଚଷମା ପିନ୍ଧିଲେ ପାଇବେ ଚିଲ ଆଖି ପରି ଦେଖିବା କ୍ଷମତା: ବୈଜ୍ଞାନିକ କଲେ ଉଦ୍ଭାବନ

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଚାଲିଚଳନ ଏବଂ ଲାଇଫଷ୍ଟାଇଲ୍ ରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏସବୁର ପ୍ରଭାବ ମଣିଷର ଶରୀର ଉପରେ ବି ପଡ଼ୁଥିବା ଦେଖିବାକୁ ମିଳୁଛି । ଯେମିତିକି ଅଧିକ ସମୟ…

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା, ୨ଟି କିସ୍ତିରେ ଆସିଛି ୩୮ ହଜାର

ବାଲେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ହୋଇଛି । ଅଭିଯୁକ୍ତଙ୍କୁ ଜେରା…

ଦୁଷ୍କର୍ମ ବଦଳରେ ଦୁଷ୍କର୍ମ: ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀକୁ ବଳାତ୍କାର କଲେ ଦୁଇଭାଇ

ଭୋପାଳ: ନାବାଳିକା ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀ ସହିତ ଦୁଇ ଭାଇ ମିଶି ଗଣବଳାତ୍କାର କରିଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ମଧ୍ୟପ୍ରଦେଶର ରୀବା ଜିଲ୍ଲାର ଗଡ…

କି କଳିଯୁଗ ଆସିଲା! ସ୍ୱାମୀକୁ ପିଟିପିଟି ହତ୍ୟାକଲା ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମଣ୍ଡପ ବସ୍ତିର ମୁଣ୍ଡା ସାହିରେ ଘଟିଯାଇଛି ଏକ ଅଘଟଣ, ଯେଉଁଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରିଛି ।…

ଜଙ୍କ ଫୁଡ୍ ବଢ଼ାଉଛି ଦେଶର ଯୁବପୀଢ଼ି ଓ ଶିଶୁଙ୍କର ମୋଟାପଣ, ପରିସ୍ଥିତିକୁ ଦୃଷ୍ଟିରେ ରଖି FSSAI ନେଲା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ନୂଆଦିଲ୍ଲୀ: ଦେଶରେ ଜଙ୍କ ଫୁଡର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଯୁବକ ଓ ଶିଶୁମାନେ ଜଙ୍କ ଫୁଡର ମାୟାଜାଲରୁ ମୁକୁଳି ପାରୁନାହାନ୍ତି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା…

ଶିକ୍ଷୟତ୍ରୀଙ୍କ ପାଖକୁ ଆସିଲା ନାମୀଦାମୀ ରେଷ୍ଟୁରାଣ୍ଟର ଅଫର୍ ମେସେଜ୍, କ୍ଲିକ୍ କରିବା ମାତ୍ରେ ଖାତା ସଫା

ମେରଠ: ଦିନ ବଦଳିବା ସହିତ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ବଢ଼ୁଛି । ଏହାସହ ତାଳଦେଇ ବଢ଼ୁଛି ଅନଲାଇନ୍ ଠକେଇ । ପୋଲିସ୍ ପ୍ରଶାସନ ଏହାକୁ ରୋକିବାକୁ ଚେତାବନୀ ଦେଉଥିଲେ ସୁଦ୍ଧା ପ୍ରତ୍ୟେକ ଦିନ କେହି କା କେହି ଏହି ଅନଲାଇନ୍…

୧୦୦ ବର୍ଷୀୟ ବୃଦ୍ଧ ଉଡ଼ାଇଲେ ବିମାନ, ପାଇଲଟ କହିଲେ କେବେ….

ନୂଆଦିଲ୍ଲୀ: ଆଜିକାଲିର ଦୁନିଆରେ ଅସମ୍ଭବ ବୋଲି କିଛି ବି ଜିନିଷ ନାହିଁ । ନିଜର ଦୃଢ଼ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ଥିଲେ ଜଣେ ପ୍ରକ୍ୟେକ କାର୍ଯ୍ୟକୁ ଠିକରେ କରିପାରିବ । ଜଣେ ୧୦୦ ବର୍ଷୀୟ ବୃଦ୍ଧ ବିମାନ ଉଡ଼ାଇ ଏହି କଥାକୁ…

ASI ଓ SI ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ଏଏସଆଇ ଓ ଏସଆଇ ସ୍ତରରେ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ୬୦ ଅଧିକାରୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଅଦଳବଦଳ କରିଛନ୍ତି…

ଟାଇଟ୍ ଜିନ୍ସର ଏହି ଫ୍ୟାଶନ୍ ପାଲଟିଯିବ ଭୟଙ୍କର ରୋଗ, ଜାଣନ୍ତୁ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ

ଆପଣ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏକଥା ଜାଣି ରଖିବାକୁ ହେବ ଯେ, ଏହା ଆପଣଙ୍କର ଶରୀରର ପାଇଁ କ୍ଷତିକାରକ ଅଟେ । ଅନେକ ସମୟରେ ସୁନ୍ଦର ଦେଖାଯିବା ପାଇଁ ଅନେକ ଲୋକ ବିଭିନ୍ନ…