Browsing Category
Breaking News
ଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ ପରିବାର ସଦସ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଛାତ୍ରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି ।…
୫ ମାସ ୩୨ ଦିନ ପାଇଁ ବିବାହ ଅବୈଧ ଘୋଷଣା କରିଦେଲେ ପଞ୍ଜାବ ହାଇକୋର୍ଟ
ହରିୟାଣା: ବାଲ୍ୟ ବିବାହକୁ ନେଇ ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ବାଲ୍ୟ ବିବାହକୁ ମାନ୍ୟତା ଦିଆଯିବ ଯଦି ନାବାଳିକା ଏହି ବିବାହକୁ ନିଜ ତରଫରୁ ୧୮ ବର୍ଷ…
ଝିଅର ସ୍କୁଲ ହ୍ୱାଟ୍ସଆପ୍ ଗ୍ରୁପରେ ପିତା ପଠାଇଲେ ୧୦ ଅଶ୍ଳୀଳ ଭିଡିଓ, ଆଉ ତା’ପରେ…
ଜୟପୁର: ରାଜସ୍ଥାନର ଜୟପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଅନଲାଇନ୍ କ୍ଲାସ ଚାଲିଥିବା ବେଳେ ଭୁଲବଶତଃ ଜଣେ ଝିଅର ପିତା ସ୍କୁଲର ହ୍ୱାଟ୍ସଆପ ଗ୍ରୁପରେ ଅଶ୍ଳୀଳ ଭିଡିଓ ପଠାଇଥିଲେ । ଏପରି ଘଟଣା ପରେ…
ଆଜି ରାଜ୍ୟରୁ ୬ ଜଣଙ୍କର ଜୀବନ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…
ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପୂରଣ କରିବାକୁ ପଡ଼ିବ ଏହିସବୁ ବଡ଼ ଚ୍ୟାଲେଞ୍ଜ, ଜାଣନ୍ତୁ କ’ଣ ସେସବୁ
ନୂଆଦିଲ୍ଲୀ: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଥିବା ଚରଣଜିତ ସିଂହ ଚନ୍ନିଙ୍କୁ ଚୟନ କରାଯାଇଥିଲେ ହେଁ ତାଙ୍କର ଯାତ୍ରା ଏତେ ସହଜ ହେବ ନାହିଁ । ବିଧାନସଭା ନିର୍ବାଚନକୁ କମ ସମୟ ବାକି ଥିବାବେଳେ ୪ ମାସ…
OCCL ସିନିଅର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି OCCL ସିନିଅର ମ୍ୟାନେଜର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ…
ଡ୍ରେନରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ!
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର…
ଖୁବଶୀଘ୍ର ଖୋଲିବ ସ୍କୁଲ, ଚାଲିଛି ଏସଓପି ପ୍ରସ୍ତୁତି: ଜାଣନ୍ତୁ ଏନେଇ କ’ଣ କହିଲା ଗଣଶିକ୍ଷା ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାସକ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବହୁମାତ୍ରାରେ ହ୍ରାସ ପାଇଥିବାରୁ ସ୍କୁଲ ଖୋଲିବା ନେଇ ଯୋଜନା କରୁଛି ଗଣଶିକ୍ଷା ବିଭାଗ । ବିଭାଗ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର…
ଆଜି ରାଜ୍ୟରୁ ୫୧୦ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା। ତେବେ ଖୋର୍ଦ୍ଧା…
ଏସିଏଫ୍ ମୃତ୍ୟୁ ରହସ୍ୟ: ଆଜି ବିଦ୍ୟାଭାରତୀଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ରହସ୍ୟକୁ ନେଇ ପୁଣି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଯାଇଛି । ତେବେ ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର…