Browsing Category

Breaking News

ମୁଣ୍ଡଳି ବ୍ୟାରେଜ୍‌ରେ ମହାନଦୀ ଜଳସ୍ତର ବୃଦ୍ଧି, ଦୁଇ କୂଳ ଛୁଇଁଛି ବନ୍ୟାଜଳ

ବାରଙ୍ଗ ( ଭାସ୍କର ନ୍ୟୁଜ୍‌): ଲଘୁଚାପ ବର୍ଷା ହେବା ଫଳରେ ଶୁଖିଲା ପଡିଥିବା ମହାନଦୀ ଏବେ ଫୁଲିଉଠିଛି । ମୁଣ୍ଡଳି ଠାରେ ପୂର୍ବରୁ ଜଳସ୍ତର ବହୁତ କମଥିଲା । ବର୍ତ୍ତମାନ ମୁଣ୍ଡଳି ବ୍ୟାରେଜ୍‌ ଠାରେ ଜଳସ୍ତର ବୃଦ୍ଧି ଘଟି…

ବଢ଼ୁଛି ମହାନଦୀ, ବିପଦ ସଙ୍କେତ ଉପରେ ବୈତରଣୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବଷାଁ ଯୋଗୁ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ଜଳସ୍ତର ୬୨୭.୮ ଫୁଟ ରହିଥିବା ବେଳେ ୨ ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୨୭ ହଜାର ୧୯୪…

୨୮ ଦିନିଆ ଲମ୍ବା ଛୁଟିରେ ସ୍ୱାସ୍ଥ୍ୟ ବିଭାଗର ମୁଖା ଶାସନ ସଚିବ, ଆର୍‌. କେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ଚାଲିଥିବା ବେଳେ ୨୮ ଦିନ ପାଇଁ ଛୁଟିରେ ଯାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖା ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ବ୍ୟକ୍ତିଗତ କାରଣ…

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ, ରାଙ୍କ ୧ରେ ୧୮ ଜଣ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୧ ରେଜଲ୍ଟ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ଏଥିରେ ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮…

SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା, ଏତିକି ସମୟ ବନ୍ଦ ରହିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ରହିଛି । ଆସନ୍ତା କାଲି ସେପ୍ଟେମ୍ବର ୧୫ ତାରିଖରେ କିଛି ସମୟ ପାଇଁ ନେଟ୍ ବ୍ୟାଙ୍କିଙ୍କ୍ ସେବା ବନ୍ଦ ରହିବ । ତେଣୁ ଗ୍ରାହକଙ୍କ ନେଟ୍…

ଟୁଥପେଷ୍ଟ ଭାବି ମୂଷା ମାରିବା ଔଷଧରେ ଦାନ୍ତ ଘଷିଲେ ଯୁବତୀ, ତାପରେ…

ମୁମ୍ବାଇ: ଟୁଥପେଷ୍ଟ ଭାବି ଯୁବତୀ ର୍ୟାଟ୍ କିଲର୍ ବା ମୂଷା ମରାଯାଉଥିବା ଔଷଧରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ଏଭଳି ଏକ ଖବର ଶୁଣିବାକୁ ମିଳିଛି ମୁମ୍ବାଇର ଧାରାବୀ ଅଞ୍ଚଳରୁ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ…

୩ ବର୍ଷ ଭିତରେ ବନ୍ୟା-ବାତ୍ୟାରେ ପ୍ରାଣ ହରାଇଲେଣି ୬ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: ଭାରତରେ ତିନି ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ପ୍ରବଳ ବର୍ଷା, ବଜ୍ରପାତ ଇତ୍ୟାଦି ଯୋଗୁଁ ୬ ହଜାର ୮୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକଳନ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତର ବୋଲି ସୂଚନା ମିଳିଛି…

ଦୁଷ୍ମନ୍ତ ମୃତ୍ୟୁ ମାମଲା: ୱେବ୍ ସାମ୍ବାଦିକଙ୍କୁ ସମନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଦୁଇ ଜଣ ୱେବ୍ ସାମ୍ଭାଦିକଙ୍କୁ ସମନ୍ ଜାରି କରାଯାଇଛି । ତେବେ ଦୁଷ୍ମନ୍ତ ମୃତ୍ୟୁ ମାମଲାରେ କମିଶନରେଟ୍ ପୋଲିସ୍ ତଦନ୍ତ ଜାରି ରଖିଛି । ଏହାରି ଭିତରେ ଦୁଇ…

ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୫ଟି କଥାକୁ ମନେରଖନ୍ତୁ, ବଦଳିଯିବ ଆପଣଙ୍କ ଜୀବନ

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ କିଏ ବା ନଜାଣେ । ସେ ଜଣେ ମହାନ ବିଦ୍ୱାନ ଓ ନୀତି ନିର୍ଣ୍ଣୟକାରୀ ଥିଲେ । ମଣିଷ ଜୀବନରେ ସଫଳ ହେବା ପାଇଁ ଚାଣକ୍ୟ ଅନେକ ବାଣୀ କହିଯାଇଛନ୍ତି । ଆସନ୍ତୁ ସେଇ ନୀତିଗୁଡ଼ିକ ବିଷୟରେ ଆଲୋଚନା…

DRDOରୁ ତଥ୍ୟ ଲିକ୍ ଅଭିଯୋଗ, ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଚାନ୍ଦିପୁର(ଓଡ଼ିଶା ଭାସ୍କର): ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ୱାଡ୍ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ୫ ଜଣଙ୍କୁ…