fbpx
Browsing Category

Breaking News

ଦିନ ୧୧ଟାରେ ବାରବାଟୀ ଷ୍ଟାଡ଼ିଅମରେ ପହଞ୍ଚିବେ ଦୁଇ ଦେଶର ଖେଳାଳି

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ୩ଟିକିଆ ସିରିଜ ୧-୧ ବରାବର ସ୍ଥିତିରେ ରହିଛି । ସକାଳ ୯ଟାରୁ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡ଼ିଅମର…

୩ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୨୧ା୧୨(ଓଡ଼ିଶା ଭାସ୍କର): ୩ଜଣ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି ହୋଇଛି । ରାଧାକ୍ରିଷ୍ଣନ ଶର୍ମା, ସନ୍ତୋଷ ବାଲା ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ଡିଜି ପାହ୍ୟାଙ୍କୁ ପଦୋନ୍ନତି…

ଚାହାଣୀ ମଣ୍ଡପ ପରେ ଗୁଣ୍ଡିଚା ମନ୍ଦିରର ଫଟୋ ଭାଇରାଲ

ପୁରୀ,୨୧ ।୧୨(ଓଡିଶା ଭାସ୍କର): ପୁଣିଥରେ ପୁରୀ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ଗୁଣ୍ଡିଚା ମନ୍ଦିରର ଭିତର ଫଟୋ ଓ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ପଶ୍ଚିମବଙ୍ଗର ସୋମ୍ ମୋଡାକଙ୍କ ଫେସବୁକରେ ଏହି ଫଟୋ…

କୋର୍ଟରୁ ଫାଇଲ୍ ଗାଏବ, ନକଲି ଓକିଲ ଗିରଫ

ବାଲେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସିଭିଲ କୋର୍ଟରୁ ନଥିପତ୍ର ଚୋରି ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଏହି ମାମଲାରେ ନକଲି ଓକିଲ ରବି ମଲ୍ଲିକ ଓ ତାଙ୍କ ସହଯୋଗୀ ଅକ୍ଷୟଙ୍କୁ ଗିରଫ କରିଛି…

ସିଏଏ ହିଂସା ପରେ ଆକ୍ସନ ମୋଡରେ ଯୋଗୀ ସରକାର: ୧୦ ହଜାର ଲୋକଙ୍କ ଉପରେ ଅଭିଯୋଗ, ୬୦୦ରୁ ଅଧିକ ଗିରଫ

ଲକ୍ଷ୍ନୌ,୨୧ ।୧୨: ନାଗରିକତା ସଂଶୋଧନ ଆଇନ ବା (ସିଏଏ)କୁ ବିରୋଧ କରି ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳୁଛି । ଏଥିରେ ଉତ୍ତରପ୍ରଦେଶର ଅବସ୍ଥା ଅତ୍ୟଧିକ ଶୋଚନୀୟ ହୋଇଥିବା ବେଳେ ହିଂସାରେ ୧୧ ଲୋକଙ୍କ ମୃତ୍ୟୁ ଘଟିଛି…

୧୫ ଦେହଜୀବୀ ଉଦ୍ଧାର

ମୟୂରଭଞ୍ଜ,୨୧ ।୧୨(ଓଡିଶା ଭାସ୍କର): ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ୩ଟି ଲଜରେ ଚଢାଉ କରିଛି ପୋଲିସ । ଏଥିରୁ ୧୫ ଜଣ ଦେହଜୀବୀ ଉଦ୍ଧାର ହୋଇଥିବା ବେଳେ ୧୫ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖିଛି । ଆଗକୁ ନୂଆବର୍ଷ…

ଏଣିକି ସ୍ୱାଭିମାନ ଅଞ୍ଚଳରେ ମିଳିବ ବ୍ୟାଙ୍କିଙ୍ଗ ସେବା

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧୫୭ତମ SLBC ବୈଠକ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟିତ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଓଡିଶାର ୪୯୨୧ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ…