Browsing Category
Breaking News
ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି
ସମ୍ବଲପୁର,୨୮ ।୮(ଓଡିଶା ଭାସ୍କର): ହୀରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସହରର ତଳିଆ ଅଞ୍ଚଳଗୁଡିକରେ ବନ୍ୟା ପାଣି ପଶିଯାଇଛି । ବନ୍ୟା ପାଣି ଯୋଗୁଁ ଲୋକେ ଜଳବନ୍ଦୀ ହୋଇ…
କେତେ ହୋଇଥାଏ ଆତ୍ମାର ଓଜନ? ରିସର୍ଚ୍ଚରେ ବୈଜ୍ଞାନିକଙ୍କୁ ମିଳିଲା..
ମୃତ୍ୟୁ ପରେ କ’ଣ ହୁଏ? ଏହାର ଉତ୍ତର ବଡରୁ ବଡ ବିଶେଷଜ୍ଞଙ୍କ ପାଖରେ ବି ନାହିଁ । କେବଳ ପରମାତ୍ମା ହିଁ ଏହାର ଉତ୍ତର ଦେଇପାରିବେ । କିନ୍ତୁ ଏହା ଜାଣିବା ପାଇଁ ମଧ୍ୟ ଏପରି ବୁଦ୍ଧି ଆବଶ୍ୟକ ହେବ ଯିଏ ଏହାକୁ ବୁଝିପାରିବ…
ଘୁଞ୍ଚିଲା ଏକକ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ସିପିଇଟି ୨୦୨୦ ଘୁଞ୍ଚିଥିବା ନେଇ ସୂଚନା ମିଳିଛି । ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ରୁ ୧୯ ଯାଏ ଏହି ପରୀକ୍ଷା ହେବ । ଏହାସହ…
ସେପ୍ଟେମ୍ବର ୧ରୁ ପୁଣି ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର, ୨୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପାଇଁ ପ୍ରବଳ ବର୍ଷା ହୋଇଛି । ଏବେ ଦୁଇ ଦିନ ପାଗ ଶୁଖିଲା ରହିବାକୁ ଥିବା ବେଳେ ସେପ୍ଟେମ୍ବର ୧ ତାରିଖରୁ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର…
ଲାଇ ଡିଟେକ୍ସନ ଟେଷ୍ଟରେ ଆଦିତ୍ୟଙ୍କ ବନ୍ଧୁ ପପୁଙ୍କୁ କ’ଣ ପଚାରିଥିଲା କ୍ରାଇମବ୍ରାଞ୍ଚ? ଜାଣନ୍ତୁ
ଭୁବନେଶ୍ୱର,୨୮ ।୮(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଗତକାଲି ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ହୋଇଥିବା ଏହି ଟେଷ୍ଟରେ…
ରାଇସ ମିଲରେ ଅଘଟଣ: କାନ୍ଥପଡ଼ି ଜଣେ ମୃତ ଓ ୧୪ ଗୁରୁତର
ମାଲକାନଗିରି, ୨୮ା୮(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ଥିତ ଲାଠିଆଗୁଡ଼ା ରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ରାଇସମିଲରେ କାନ୍ଥ ଭୁଶୁଡ଼ି ଯାଇଛି । ଯାହାଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୧୪ଜଣ ଗୁରୁତର ଭାବେ ଆହତ…
ସେପ୍ଟେମ୍ବର ୧୦ରେ ଆନୁଷ୍ଠାନିକ ଭାବେ ବାୟୁସେନାରେ ସାମିଲ ହେବ ରାଫେଲ ବିମାନ
ନୂଆଦିଲ୍ଲୀ, ୨୮ା୮: ଆସନ୍ତା ମାସ ୧୦ତାରିଖ ଦିନ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ରାଫେଲ ବିମାନ ସାମିଲ ହେବ । ରାଫେଲ ବିମାନର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି କାର୍ଯ୍ୟକ୍ରମରେ…
ଜାପାନ ପ୍ରଧାନମନ୍ତ୍ରୀ ପଦରୁ ସିଞ୍ଜୋ ଆବେଙ୍କ ଇସ୍ତଫା
ଟୋକିଓ ,୨୮ ।୮: ଜାପାନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସିଞ୍ଜୋ ଆବେ । ଇସ୍ତଫା ନେଇ ସମ୍ବାଦ ସରବରାହ ସଂସ୍ଥା ରଏଟରରୁ ସୂଚନା ମିଳିଛି । ଦୀର୍ଘଦିନ ଧରି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିବାରୁ ଇସ୍ତଫା…
ଘୁଞ୍ଚିଲା OAS ମୁଖ୍ୟ ପରୀକ୍ଷା
ଭୁବନେଶ୍ୱର ,୨୮ ।୮(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ସେପ୍ଟେମ୍ବରରେ ହେବାକୁ ଥିବା ଓଏଏସ ପରୀକ୍ଷା ଘୁଞ୍ଚିଯାଇଛି । ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା…
ନିଟ୍ ପରୀକ୍ଷା ବାତିଲ ପାଇଁ ୬ ରାଜ୍ୟର ସୁପ୍ରିମକୋର୍ଟରେ ଆବେଦନ
ନୂଆଦିଲ୍ଲୀ, ୨୮ା୮: ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ସଂଖା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ କୌଣସି ପରୀକ୍ଷା ହୋଇପାରୁ ନାହିଁ । କିନ୍ତୁ ପରୀକ୍ଷା ନହେଲେ ଛାତ୍ରଛାତ୍ରୀଙ୍କ କ୍ୟାରିଅର ଉପରେ ବେଶ ପ୍ରଭାବ ପଡ଼ିବ ।…