Browsing Category
Breaking News
ଚାକିରି ଆଶାୟୀଙ୍କ ଠାରୁ ୫୦ ହଜାର ଲେଖାଏଁ ନେଉଥିଲେ କୋଟିପତି ପିଏସ: ଜଣେ ଷ୍ଟେନୋଗ୍ରାଫର ବିଶାଳକାୟ ବିଷ ବୃକ୍ଷ ହେବା ପଛରେ କାହାର ହାତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ପିଏସଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ…
ମହାରାଷ୍ଟ୍ରରେ ସାମନାକୁ ଆସିଲା ପ୍ରଥମ ଜୀକା ଭାଇରସ୍ ମାମଲା
ମୁମ୍ବାଇ: କରୋନା ମହାମାରୀର ଭୟାବହ ଜାରି ରହିଥିବା ବେଳେ ଏବେ ଜୀକା ଭାଇରସ୍ ଲୋକଙ୍କୁ ବ୍ୟାପିବାରେ ଲାଗିଛି । ମଶା ମାନଙ୍କ ଠାରୁ ବ୍ୟାପୁଥିବା ଏହି ଭାଇରସ୍ ଦିନକୁ ଦିନ ମାରାତ୍ମକ ହେବାରେ ଲାଗିଛି । ତେବେ ଇତି ମଧ୍ୟରେ…
ବକ୍ସିଂରେ ଭାରତକୁ ଝଟକା: ପରାଜୟ ସହ ପଦକରୁ ବଞ୍ଚିତ ହେଲେ ସତୀଶ କୁମାର
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତକୁ ବକ୍ସିଂରେ ଝଟକା ଲାଗିଛି । ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି । ସତୀଶ ୯୧ କେଜି ବର୍ଗରେ…
ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…
Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର
ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…
ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…
ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…
ଆଜି ରାଜ୍ୟରେ ୧୪୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ
ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଡୋରି ଭାରତ ହାତରେ
ନୂଆଦିଲ୍ଲୀ: ଆଜିଠାରୁ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ଦାୟିତ୍ୱ ଆରମ୍ଭ କରିବ ଭାରତ । ଆଗାମୀ ମାସେ ଯାଏ ଭାରତ ସୁରକ୍ଷା…
ଘରୋଇ ଶତ୍ରୁତାକୁ କେନ୍ଦ୍ରକରି ୫ ବର୍ଷର ଶିଶୁକୁ ହତ୍ୟା: କମ୍ବଳ ଘୋଡାଇ ନିଜ ଘରେ ଲୁଚାଇ ରଖିଲା ଅଭିଯୁକ୍ତ
ମାଲକାନଗିରି (ଭାସ୍କର ନ୍ୟୁଜ୍): ମାଲକାନଗିରି ଜିଲ୍ଲାର ଶିଖପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୧୯ ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ପାଞ୍ଚ ବର୍ଷର ନାବାଳକ ଶିଶୁ କୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ…