Browsing Category
Breaking News
ଆଜିଠୁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଆସିବେ ସବୁ କର୍ମଚାରୀ, କରୋନା କଟକଣା ମଧ୍ୟରେ ଅଫିସ କାର୍ଯ୍ୟ କରିବେ ସମସ୍ତ କର୍ମଚାରୀ
ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଧିରେ ଧିରେ କମୁଛି କରୋନା ସଂକ୍ରମଣ । କୋହଳ ହେଉଛି ଲକଡ଼ାଉନ୍ କଟକଣା । ଏହାରି ଭିତରେ ସୋମବାର ଉଚ୍ଚଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶନାମା । ଏଣିକି କଲେଜ ଓ ବିଶ୍ୱବିଦ୍ୟାଳୟ…
ରେକର୍ଡ: ଗୋଟିଏ ଦିନରେ ୪ ଲକ୍ଷ ଟିକାକରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟିକାକରଣରେ ରାଜ୍ୟ ସୋମବାର ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି । ସୋମବାର ରାଜ୍ୟରେ ୪ଲକ୍ଷ ଅତିକ୍ରମ କରିଛି ଟିକାକରଣ ସଂଖ୍ୟା । ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର…
ଭୁବନେଶ୍ୱରରୁ ଆଜି ୨୯୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୬ ଜଣ ଚିହ୍ନଟ…
ନିଲମ୍ବିତ ହେଲେ ନିମାପଡ଼ା EO, ବଦଳିଲେ AE
ପୁରୀ(ଓଡ଼ିଶା ଭାସ୍କର): ରାଜ୍ୟରେ ଅନିୟମିତତା ଓ ଅବହେଳା ଅଭିଯୋଗ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୁରୀ ନିମାପଡ଼ା NACର କାର୍ଯ୍ୟନିର୍ବାହୀ ଅଧିକାର ନିଲମ୍ବିତ ହୋଇଛନ୍ତି । ଅନିୟମିତତା ଓ ଅବହେଳା ଅଭିଯୋଗରେ ଶଶିଭୂଷଣ…
ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖୁସିଖବର: ଏଣିକି ଜରୁରୀକାଳୀନ ବ୍ୟବହାର ପାଇଁ ଆଣିପାରିବେ ଡାଟା ଲୋନ୍
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଏଣିକି ଜିଓର ପ୍ରିପେଡ଼ ଗ୍ରାହକମାନେ ଡାଟା ଲିମିଡ ଶେଷ ହେବା ପରେ କମ୍ପାନୀଠାରୁ ଏମରଜେନ୍ସି ଡେଟା ଲୋନ୍ ଆଣିପାରିବେ । ଦେଶରେ ପ୍ରଥମଥର କୌଣସି…
ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଛି ଜଗନ୍ନାଥ! ଚିଠି ଓ ବୟାନରୁ ମିଳିଲା ଖିଅ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର୍ ମିଷ୍ଟ୍ରିର ଆଉକିଛି ଗୁମର ଖୋଲିଛି । ସେହି ଏକାଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କ ମିଳିଛି ପରିଚୟ । ସେ…
ଜମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆଇଇଡି ହମଲାରେ ବ୍ୟବହାର ହୋଇଥିଲା ଆରଡ଼ିଏକ୍ସ ଓ ନାଇଟ୍ରେଟ: ଫରେନସିକ ରିପୋର୍ଟ
ଶ୍ରୀନଗର: ଜମ୍ମୁ ବିମାନବନ୍ଦର ପରିସରରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ହମଲାରେ ବ୍ୟବହାର ହୋଇଥିବା ଆଇଇଡି, ଆରଡ଼ିଏକ୍ସ ଓ ନାଇଟ୍ରେଟ ଦ୍ୱାରା ତିଆରି କରାଯାଇଥିଲା । ଏନେଇ ଆଜି ଡ୍ରୋନ ହମଲା ଯାଞ୍ଚ କରୁଥିବା…
ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୨୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ
ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।…
ଭୁବନେଶ୍ୱରରେ ବ୍ୟାପୁଛି ଡେଙ୍ଗୁ, ଆଜି ୬ ଚିହ୍ନଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସହିତ ଡେଙ୍ଗୁ ମାଡ଼ିଚାଲିଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ଆଉ ୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାର ଓ କଳ୍ପନା ଅଞ୍ଚଳରୁ ଡେଙ୍ଗୁ ରୋଗୀ…