fbpx
Browsing Category

Breaking News

UG ଓ PGର ପରୀକ୍ଷା ବାତିଲ କଲେ ସରକାର

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଛି । ଏହାରି ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି । ବୈଠକ ପରେ ୟୁଜି ଓ ପିଜିର ବାକିଥିବା…

କେତେ ଦରମା ନିଅନ୍ତି ଦୀପିକା ପାଦୁକୋନଙ୍କ ବଡିଗାର୍ଡ ? ଶୁଣିଲେ ପାଦତଳୁ ଖସିଯିବ ମାଟି

ବଲିଉଡର ସଫଳ ଅଭିନେତ୍ରୀ ମଧ୍ୟରେ ଦୀପିକା ପାଦୁକୋନ୍ ଅନ୍ୟତମ । ଶାହାରୁଖ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ନିଜ ସୋସିଆଲ ମିଡିଆରେ ବି ବେଶ ଆକ୍ଟିଭ୍ ରଖିଥାନ୍ତି । ତେବେ କିଛି ବଲିଡଉ ଷ୍ଟାରମାନେ…

କିପରି ପାଳିବା ରଜ? ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଅପଡ଼େଟ ଦେଇଛନ୍ତି । ସେ କହିଛନ୍ତି ଯେ ମା ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ହେଉଛି ରଜ । ଏହି ସମୟରେ ସତର୍କ ରହିବା ଓ…

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୪୯.୨%

ନୂଆଦିଲ୍ଲୀ, ୧୧ା୬: କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୬୫୭୯ ରହିଛି । ଗତ…

ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୨ ଆକ୍ରାନ୍ତଙ୍କ ମଧ୍ୟରୁ…

ଦେଶରେ ଟପ ୧୦୦ରେ ଓଡ଼ିଶାର ୪ ୟୁନିଭର୍ସିଟି

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): ଭାରତର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନରେ ଓଡ଼ିଶାର ୪ଟି ୟୁନିଭର୍ସିଟି ରହିଛି । ୩୨ତମ ସ୍ଥାନରେ ଏନଆଇଟି ରାଉରକେଲା, ୩୮ତମ ସ୍ଥାନରେ ସୋଆ ରହିଛି । ସେହିପରି ୪୪ତମ ସ୍ଥାନରେ କିଟ୍,…

ହାତକୁ ‘କିସ୍’ କରି ଚିକିତ୍ସା କରୁଥିବା ବାବାଙ୍କର କରୋନାରେ ମୃତ୍ୟୁ, ୨୯ ଭକ୍ତ ବି ପଜିଟିଭ୍

ଝଡାଫୁଙ୍କା ବା ଯାଦୁଟୋନାର ସାହାରାରେ ଲୋକଙ୍କୁ ଚିକିତ୍ସା କରୁଥିବା ବାବା ନିଜକୁ ରକ୍ଷାକରିପାରିଲେ ନାହିଁ । ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସୃଷ୍ଟି କରି ଚିକିତ୍ସା କରୁଥିବା ବାବା କରୋନା କବଜାରୁ ବଞ୍ଚିପାରିଲେ ନାହିଁ ।…