Browsing Category

Breaking News

ଆର୍‌ଆଇ ବାବୁଙ୍କ ରାସଲୀଳା: ସମଲିଙ୍ଗିଙ୍କ ସହ ଯୌନ ସମ୍ପର୍କରେ ରଖୁଥିଲେ ବାବୁ, ସୋସିଆଲ୍‌ ମିଡ଼ିଆରେ ଭିଡିଓ ଭାଇରାଲ୍‌

କଣ୍ଟାପଡ଼ା (ଓଡ଼ିଶା ଭାସ୍କର): ଚଣ୍ଟପଡ଼ାର ଆର୍‌ଆଇଙ୍କ ବିରୋଧରେ ଦିନକୁ ଦିନ ନୂଆ ନୂଆ ଅଭିଯୋଗ ଯୋଡ଼ି ହେଉଛି । ଗତ କିଛିଦିନ ତଳେ ଆର୍‌ଆଇ ବାବୁଙ୍କ ସହିତ ମାଟି ମାଫିଆଙ୍କ ସହିତ ସମ୍ପର୍କ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ…

କରୋନା ଚିକିତ୍ସା ପାଇଁ ଖର୍ଚ୍ଚ କଲେ ମିଳିବ ଟାକ୍ସ ଛାଡ଼ ସୁବିଧା: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  କରୋନା ଚିକିତ୍ସା ଖର୍ଚ୍ଚକାରୀଙ୍କ ପାଇଁ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ କରୋନା ଆକ୍ରାନ୍ତଙ୍କ…

କିସ୍‌ରୁ ମାଟ୍ରିକ୍‌ ପାସ୍ କଲେ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ ମାଟ୍ରିକ୍‌ରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସ୍‌ରେ ରହି ପାଠ ପଢୁଛନ୍ତି ।ଚଳିତ ବର୍ଷ ମାଟ୍ରିକ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୬୪୪ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୬୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଆସିଲା ରେଜଲ୍ଟ, ଜୁଲାଇ ୫ରେ ଇମପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ପାସ୍ ହାର ୯୭.୮୯% ଥିବା ବେଳେ ଏବେବି କିଛି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ।…

‘ପିନାକ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ 'ପିନାକ' ରକେଟର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଦ୍ୱାରା ବାଲେଶ୍ୱର ଚାନ୍ଦିପୁର ଘାଟିରୁ 'ପିନାକ'ର ସଫଳ ପରୀକ୍ଷଣ ହୋଇଛି । ୪୫ କିଲୋମିଟର ଦୂରତାରୁ…

କାଙ୍ଗାଳ ପାକିସ୍ତାନକୁ ଶକ୍ତ ଝଟକା, ପୁଣି ଏଫଏଟିଏଫର ଗ୍ରେ ଲିଷ୍ଟରେ ସାମିଲ୍

ଇସଲାମାବାଦ: ଆତଙ୍କୀ ସଂଗଠନର ସବୁଠାରୁ ବଡ ସପୋର୍ଟର ପାକିସ୍ତାନକୁ ଲାଗିଛି ଶକ୍ତ ଝଟକା । ପୁଣି ଥରେ ଫାଇନାଲସିଆଲ ଟାସ୍କ ଫୋର୍ସ(ଏଫଏଟିଏଫ)ର ବୈଠକରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯିବ ବୋଲି ନିଷ୍ପତ୍ତି…

ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ମିଳିଲା ଦ୍ୱିତୀୟ ସ୍ଥାନ

ଭୋପାଳ: ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ-୨୦୨୦ରେ ମଧ୍ୟପ୍ରଦେଶର ସାଗର ଜିଲ୍ଲାକୁ ଦ୍ୱିତୀୟ ସ୍ଥାନ ମିଳିଛି । ଏହା ବ୍ୟତୀତ ଭୋପାଳ, ସାଗର, ଇନ୍ଦୋର, ଗ୍ୱାଲିୟର୍ ଏବଂ ଜବଲପୁରକୁ ଅଲଗା ଅଲଗା ବର୍ଗରେ ମୋଟ ୧୧ଟି…

୨ ଟିକା ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ: ICMR 

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଶାରୁ ଆଜି ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି । ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ମିଳିଛି ଆଶ୍ୱସ୍ତିକର ଖବର । କୋଭାକ୍ସିନ ଓ କୋଭିସିଲ୍ଡ ସବୁ ଭାରିଆଣ୍ଟ ପ୍ରତି ଫଳପ୍ରଦ…

ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ଦେଶର ସରକାର

ଲଣ୍ଡନ: ପିଲାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବ୍ରିଟେନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସକାଳ ୫.୩୦ ରୁ ରାତି ୯.୦୦ ପର୍ଯ୍ୟନ୍ତ ଟିଭିରେ ଜଙ୍କ୍ ଫୁଡର ବିଜ୍ଞାପନ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସେ…