Browsing Category

Breaking News

ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବାବେଳେ ଏବେ ଡେଲଟା ପ୍ଲସ ଭାରିଆଣ୍ଟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶରେ ଏହି ଡେଲଟା…

୨୦୨୨ ପ୍ରାରମ୍ଭରେ ଭାରତୀୟ ନୌସେନାରେ ସାମିଲ ହେବ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ ୨୦୨୨ ପ୍ରାରମ୍ଭରୁ ତିଆରି ହୋଇଯିବ । ଆଉ କିଛି ମାସ ମଧ୍ୟରେ ଆଇଏନଏସ୍ ବିକ୍ରାନ୍ତର ସମୁଦ୍ର ଟ୍ରାଏଲ୍ ଆରମ୍ଭ ହୋଇଯିବ । ଏନେଇ କୋଚି…

ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ: ପାସ୍ ହାର ୯୭.୮୯

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ…

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକାଉଣ୍ଟ ବ୍ଲକ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଟୁଇଟର୍ ଆକଉଣ୍ଟ ବ୍ଲକ୍ । ଆମେରିକା କପିରାଇଟ୍ ଆକ୍ଟ ଆଧାରରେ ବ୍ଲକ୍ କରାଯାଇଛି । ତେବେ ତାଙ୍କ ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବ୍ଲକ୍ କରିଦିଆଯାଇଛି । ମନ୍ତ୍ରୀ ଏନେଇ…

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପ୍ରତାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ…

ଅଧିକ ସମୟ ମୋବାଇଲ୍ ଚଲାଇବା ଦ୍ୱାରା ହୋଇପାରେ ବ୍ରେନ୍ ଟ୍ୟୁମର୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା କାଳରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ସହିତ ଅଧିକ ସମୟ ବିତାଉଛନ୍ତି । ହେଲେ ମୋବାଇଲ୍ ରେ ଅଧିକ ସମୟ ବିତାଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ…

ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ, ସାଥିରେ ମିଳିବ ମାଗଣା ଫ୍ଲାଇଟ୍ ଭାଉଚର୍

ନୂଆଦିଲ୍ଲୀ : ଯଦି ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ଯେଉଁଠାରେ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ । ତେବେ କରୋନା କାଳରେ ଏୟାରଲାଇନ୍ କମ୍ପାନୀଗୁଡିକ…

ସମସ୍ତ ପେନସନଧାରୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟସଆପ୍, ଏସଏମଏସ୍ ଓ ଇ-ମେଲରେ ପାଇପାରିବେ ସମସ୍ତ ଅପଡେଟ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀମାନେ ଆଉ ବାରମ୍ବାର ବ୍ୟାଙ୍କକୁ ଯିବା ଦରକାର ନାହିଁ । ଏଣିକି ନିଜ ଆକାଉଣ୍ଟର ସମସ୍ତ ବିବରଣୀ…

ଅକ୍ସିଜେନ୍ ଅଡିଟ୍ ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଲେ ବିଜେପି, ସିସୋଦିୟା କହିଲେ, ‘ଏପରି କିଛି ରିପୋର୍ଟ ହିଁ ଆସିନି’

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ଆମ ଆଦମୀ ପାର୍ଟି ଏବଂ ବିଜେପି ମୁହାମୁହିଁ…

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ…