Browsing Category
Breaking News
ଆଜି ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟ ଶାସନ ସଚିବ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା: ପୁଣି ବଢ଼ିପାରେ ଲକଡାଉନ୍ ଅବଧି
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିବେ ଘୋଷଣା । ଏହି ଅବସରରେ ସେ କୋଭିଡ୍ ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଲକଡାଉନ୍…
ପଳାନ୍ତକ ମେହୁଲ ଚୋକସିକୁ ଭାରତକୁ ଆଣିବା ପ୍ରସଙ୍ଗ: ଦସ୍ତାବିଜ୍ ନେଇ ଡୋମିନିକା ପହଞ୍ଚିଲା ଭାରତର ଘରୋଇ ଜେଟ୍
ନୂଆଦିଲ୍ଲୀ: ପିଏନବି ଘୋଟାଲାର ଆରୋପୀ ଏବଂ ପଳାନ୍ତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଭାରତକୁ ଆଣିବା ପାଇଁ ପ୍ରସ୍ତୁତି ଜୋର ଧରିଛି । ମିଳିଥିବା ସୂଚନା ମୁତାବକ ଚୋକସିକୁ ଆଣିବା ପାଇଁ ଭାରତର ଏକ ଘରୋଇ ବିମାନ…
ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ୍ ସିଲିଣ୍ଡର । ଦେଶକୁ ପ୍ରଥମ ଥର ପାଇଁ ଚୀନରୁ ଅକ୍ସିଜେନ୍ ଆସିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍…
ଡବ୍ଲୁଏମଓର ଚେତାବନୀ: ଆଗାମୀ ୫ବର୍ଷ ମଧ୍ୟରେ ୪୦ ପ୍ରତିଶତ ବଢ଼ିବ ପୃଥିବୀର ତାପମାତ୍ରା
ନୂଆଦିଲ୍ଲୀ: ବିଶ୍ୱରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହା ପଛର ମୂଳ କାରଣ ହେଲା ପ୍ରତିଦିନ ନିର୍ମାଣ ହେଉଥିବା ଶିଳ୍ପ ସଂସ୍ଥା ଏବଂ ବହ ବଡ ଅଟ୍ଟାଳିକା । ଏସବୁକୁ ନିର୍ମାଣ କରିବା ପାଇଁ ଯେଉଁଭଳି…
ଘର ମଧ୍ୟରୁ ଉଦ୍ଧାର ହେଲା କଙ୍କାଳ: ‘୫ ବର୍ଷ ପୂର୍ବେ ଦିଅର ସହ ମିଶି ସ୍ୱାମୀଙ୍କୁ କରିଥିଲେ ହତ୍ୟା, ଏବେ ପୁଣି ଦିଅରଙ୍କୁ…’ ସତ ମାନିଲେ…
ଭୋପାଳ: ୫ ବର୍ଷ ପୂର୍ବେ ଜଣେ ମହିଳା ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ । ଏବେ ସେ ମହିଳା ଜଣକ ପୁଣି ନିଜ ଦିଅକୁ ଆରପାରିକୁ ପଠାଇ ଦେଇଛନ୍ତି । ଏହି ଘଟଣାଟି ଘଟିଛି ଭୋପାଳରେ । ଭୋପାଳ ପୋଲିସ ମହିଳାଙ୍କୁ…
ଗୋପନରେ ବାହାହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍: ଉତ୍ସବରେ ସାମିଲ ହେଲେ ମାତ୍ର ୩୦ ଜଣ ଅତିଥି
ଲଣ୍ଡନ: : କରୋନା କାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ମଙ୍ଗେତର କ୍ୟାରି ସାଇମଣ୍ଡସଙ୍କୁ ଗୋପନରେ ବିବାହ କରିଥିବା ଜଣାପଡ଼ିଛି । ଏହି ଅବସରରେ…
ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିଲା
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୬୦ ଜଣଙ୍କ ମୃତ୍ୟୁ…
ଭାଇରସ୍ ବିରୋଧରେ କାମ କରୁନାହିଁ ଭ୍ୟାକ୍ସିନ୍, ତେଣୁ ଟିକାକରଣ ଧିମେଇ ଯାଇଛି ବୋଲି ସୂଚନା ଦେଲେ ଡାକ୍ତର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଘାତକ କରୋନା ଭାଇରସ୍ ସାର୍ସ-କୋଭ-୨ ବିରୋଧରେ ଭ୍ୟାକ୍ସିନ କାମ କରୁନାହିଁ । ଏନେଇ କୋଭିଡ୍ ଟିକା ସେପରି ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ଦକ୍ଷିଣ ଆଫ୍ରିକାରେ…
ଓଡିଶାରୁ ଆଜି ୩୩ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?
ଭୁବନେଶ୍ୱର(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ପୁଣି ବଢିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ…
‘ଜନତାଙ୍କ ମଙ୍ଗଳ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଏପରି ଅପମାନକୁ ମୁଁ ସହ୍ୟ କରିପାରିବି…
କୋଲକାତା: ବାତ୍ୟା ‘ୟଶ୍’କୁ ନେଇ ନକଲି ଓ ଏକପାଖିଆ ଖବର ପ୍ରଚାର କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର ରାଜନୀତିକ ବୟାନବାଜୀ କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଏହାକୁ ବିରୋଧ କରି…