Browsing Category
Breaking News
ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠିତ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ; ନିଜ ନିଜ ମତ ରଖିଲେ ୧୪ଜଣ କମିଟି ସଦସ୍ୟ, ଖୁବଶୀଘ୍ର ବାହାରି ଫର୍ମୁଲା
ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଯୁକ୍ତ୨ ପରୀକ୍ଷା ମୂଲ୍ୟାୟନ ପାଇଁ ଗଠିତ କମିଟିର ୧ମ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କମିଟିର ସମସ୍ତ ୧୪ ସଦ୍ୟଙ୍କ ନିଜ ନିଜ ମତ ଉପସ୍ଥାପନ କରିଛନ୍ତି। ସମସ୍ତ…
ପୁଣେର କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ
ପୁଣେ: ମହାରାଷ୍ଟ୍ର ପୁଣେରେ ଥିବା କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିଲେ । ତେବେ…
ଏକାମ୍ର ପ୍ରକଳ୍ପ ପାଇଁ ଉପଦେଷ୍ଟା କମିଟି ଗଠନ, ଅଧ୍ୟକ୍ଷ ହେଲେ ସନ୍ତୃପ୍ତ ମିଶ୍ର
ଭୁବନେଶ୍ୱର(ଓଡିଶା ଭାସ୍କର): ଏକାମ୍ର କ୍ଷେତ୍ରର ବିକାଶ ପାଇଁ ‘ଏକାମ୍ର’ ଯୋଜନାର ଶୁଭାରମ୍ଭ ହୋଇଛି । ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ପ୍ରକଳ୍ପ ଉପଦେଷ୍ଟା କମିଟିର…
ଭୁବନେଶ୍ୱରରୁ ଆଜି ୪୨୪ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୪୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…
ସେପ୍ଟେମ୍ବର ୧୯ରୁ ପୁଣି ଆଇପିଏଲ୍; ଅକ୍ଟୋବର ୧୫ରେ ଫାଇନାଲ ଫାଇଟ୍
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ ତମ ସଂସ୍କରଣର ବାକି ଥିବା ମ୍ୟାଚ୍ ୧୯ ସେପ୍ଟେମ୍ବରରେ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମୁକାବିଲା ୧୫…
ଏଣିକି ସ୍ପିଡପୋଷ୍ଟ ଦ୍ୱାରା ହେବ ଅସ୍ଥି ବିସର୍ଜନ, ଘରେ ବସି ଦେଖି ଲାଇଭ୍ ଦେଖି ପାରିବେ ସବୁ କ୍ରିୟା କ୍ରମ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ହେଲେ ବର୍ତ୍ତମାନ ସମୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ୨ ହଜାର ପାର୍ କରୁଛି । ଏହାର ମଧ୍ୟରେ କୋଭିଡ୍ ରେ ଜୀବନ…
ମୋଦୀଙ୍କ ବଡ ଘୋଷଣା: କହିଲେ – ‘ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ’
ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇବା ସହ ମାଗଣା ରାସନ ଯୋଗାଇବାକୁ ବଡ ଘୋଷଣା କରିଛନ୍ତି ମୋଦୀ । ସେ…
ସମସ୍ତଙ୍କୁ ମାଗଣା ଟିକା ଦେବାକୁ ବଡ ଘୋଷଣା କଲେ ମୋଦୀ
ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୧୮ ବର୍ଷରୁ…
ମେକ୍ସିକୋର ସହସ୍ୟମୟ ଗାଁ, ଏଠାରେ ମଣିଷଠୁ ଆରମ୍ଭ କରି ପ୍ରାଣୀ ସବୁ ଦୃଷ୍ଟିହୀନ
ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ଆପଣ ମାନେ ଅନେକ ରହସ୍ୟମୟୀ ସ୍ଥାନ ବିଷୟରେ ଜାଣିଥିବେ । ଆଉ ଏହିସବୁ ମଧ୍ୟରୁ କିଛି ସ୍ଥାନର କାହାଣୀ ଆପଣ ମାନଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । ତାହେଲେ ଚାଲନ୍ତୁ ଜାଣିବା ସେହି ଭଳି…
କଟକରୁ ଜବତ ହେଲା କୋଟିଏ ଟଙ୍କାର ବ୍ରାଉନସୁଗାର
କଟକ(ଓଡ଼ିଶା ଭାସ୍କର): କମିସନରେଟ୍ ପୋଲିସକୁ ଡ୍ରଗ୍ସ ବିରୋଧୀ ଅଭିଯାନରେ ଏକ ବଡ ସଫଳତା ମିଳିଛି । ଗତକାଲି କଟକ ମଧୁସୂଦନ ସେତୁ ନିକଟରୁ ୧.୩୮ କେଜିର ବ୍ରାଉନସୁଗାର ଜବତ ହୋଇଛି । ଏଥିସହିତ ଏହି ମାମଲାରେ ୩ଜଣଙ୍କୁ ଗିରଫ…