Browsing Category
Breaking News
ରାଜ୍ୟର ୫ ଜିଲ୍ଲାରେ ସାମାନ୍ୟ ବର୍ଷା
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରାଜ୍ୟରେ ପାରଦ କମିଛି ଫଳରେ ଶୀତର ପ୍ରକୋପ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟର ୫ ଜିଲ୍ଲାରେ ଲାଗି ରହିଛି ସାମାନ୍ୟ ବର୍ଷା । ସେହି ୫ ଜିଲ୍ଲା ଯଥା-ଝାରସୁଗୁଡା, ବରଗଡ,…
ଭିଜିଲାନ୍ସ ଜାଲରେ ସିଏଚସିର ମେଡିକାଲ ଅଫିସର
ସୁନ୍ଦରଗଡ,୨୯ ।୧(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର । ମେଡିକାଲ ଅଫିସର ଶ୍ରଦ୍ଧାକର ଗରଡିଆଙ୍କୁ ଧରିଛି ଭିଜିଲାନ୍ସ । ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଛୁଟି…
ଜାନୁଆରି ୩୧ରୁ ୩ ଦିନ ଟିକାକରଣ ବନ୍ଦ
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଟିକାକରଣ ଅଭିଯାଦରେ ଓଡିଶା ବେଶ ସଫଳତା ହାସଲ କରିଛି । ତେବେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…
ଆରଡି ଛାତ୍ରୀ ମୃତ୍ୟୁ ଘଟଣା: ଗେଷ୍ଟ ହାଉସରେ ଥିଲେ ଝରାଫୁଲ
ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ସିସିଟିଭି ଭିଡିଓ । ଘଟଣାଦିନ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ…
ବଜେଟ୍ ଅଧିବେଶନ ଆରମ୍ଭ: ଜାଣନ୍ତୁ କ’ଣ କହିଲେ ରାଷ୍ଟ୍ରପତି?
ନୂଆଦିଲ୍ଲୀ,୨୯ ।୧: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ…
ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣା: ଯାଜପୁରରେ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର, ୨୯ା୧ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲା ନେଇ ଆଜି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଯାଜପୁରରେ ପହଞ୍ଚିଛନ୍ତି । ଅଧ୍ୟକ୍ଷା…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୬୩, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୨୯ା୧: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୬୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୪୭କୁ ବୃଦ୍ଧି…
ଚୌଦ୍ୱାର ଚାରବାଟିଆ ARCରେ ଅଗ୍ନିକାଣ୍ଡ
କଟକ,୨୮ ।୧(ଓଡିଶା ଭାସ୍କର): ଚୌଦ୍ୱାର ଚାରବାଟିଆ ଏଆରସିରେ ଆଜି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏଆରସି ବା ଆଭିଏସନ ରିସର୍ଚ୍ଚ ସେଣ୍ଟର ପରିସରର ଏକ ସ୍ଥାନରେ ନିଆଁ ଲାଗିଛି । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ…
ଟିକାକରଣରେ ଓଡିଶା ନମ୍ବର ୨
ଭୁବନେଶ୍ୱର,୨୮ ।୧(ଓଡିଶା ଭାସ୍କର): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଦେଶ ବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଓଡିଶା ବେଶ୍ ସଫଳତା ହାସଲ କରିଛି। ପ୍ରଥମ ପର୍ଯ୍ୟାୟ କୋଭିଡ ଟିକାକରଣରେ ଓଡିଶା ସାରା ଦେଶରେ…
ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ
ପୁରୀ,୨୮ ।୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହୋଇଛି । ବିବାଦ ଯୋଗୁଁ ମହାପ୍ରଭୁଙ୍କ ସୁନାବେଶ ନୀତି ୫ ଘଣ୍ଟା ବିଳମ୍ବିତ ହୋଇଛି । ବର୍ତ୍ତମାନ ସୁଦ୍ଧା…