Browsing Category

Breaking News

କଙ୍କାଳର ସ୍କେଚକୁ ନେଇ କ’ଣ କହିଲେ ଡିସିପି?

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ସ୍କେଚ୍ ଜାରି କରିଛି କମିଶନରେଟ୍ ପୋଲିସ । କଙ୍କାଳ ଚିହ୍ନଟ ଲାଗି ସ୍କେଚ୍ ସମ୍ପର୍କରେ ଡିସିପି ଉମାଶଙ୍କର ଦାସ…

କଙ୍କାଳର ସ୍କେଚ୍ ଜାରି କଲା ପୋଲିସ, ଦେଖନ୍ତୁ

ଭୁବନେଶ୍ୱର,୧୯ ।୩(ଓଡିଶା ଭାସ୍କର): ଭୁବନେଶ୍ୱର ଯାଁଳା ଫାଣ୍ଡି ପରିସର କାରରୁ କଙ୍କାଳ ମିଳିବା ଘଟଣାରେ ଆସିଛିି ବଡ ଖବର । କଙ୍କାଳକୁ ଆଧାର କରି ଜାରି ହୋଇଛି ସ୍କେଚ୍, ଯାହାକୁ ସର୍ବସାଧାରଣରେ ଲଗାଯିବ । କମିଶନରେଟ…

କାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୯ ।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡିଶା ଗସ୍ତ ସୂଚୀ ପ୍ରକାଶିତ ହୋଇଛି । ଆସନ୍ତାକାଲି ସନ୍ଧ୍ୟା ୬ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି । ଭୁବନେଶ୍ୱର ରାଜଭବନରେ କାଲି ରାତ୍ରିଯାପନ…

ସୁହାଗ ରାତିରେ ବରକୁ ମରଣାନ୍ତକ ଆକ୍ରମଣ କଲା କନ୍ୟା: ଟଙ୍କା ଓ ସୁନାଗହଣା ଧରି ପ୍ରେମିକ ସହ ହେଲା ଫେରାର୍

ବିଜନୋର, ୧୯ା୩: ବିବାହର ପ୍ରଥମ ରାତି ଯେ ଏତେ ଭୟଙ୍କର ହୋଇପାରେ ତାହାର ଏକ ନମୂନା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ । ବିଜନୋର ଜିଲ୍ଲାରେ ଜଣେ କନ୍ୟା ସୁହାଗ ରାତିରେ ନିଜ ସ୍ୱାମୀଙ୍କୁ ମୁଣ୍ଡରେ ଜୋରରେ ଆଘାତ…

ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ ଖବର! ଆଜିଠାରୁ ବଦଳିଯାଉଛି ଏହି ନିୟମ

ନୂଆଦିଲ୍ଲୀ,୧୯ ।୩: ଯଦି ଆପଣ ସ୍ମାର୍ଟଫୋନରେ ଫେସବୁକ୍ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏକ ନୂଆ ନିଷ୍ପତ୍ତି ନେଇଛି । ଆଜିଠାରୁ ଫେସବୁକ୍…

ରାଜ୍ୟରେ ଶହେ ଟପିଲା ପଜିଟିଭ ସଂଖ୍ୟା: ଆଜି ଆଉ ୧୧୦ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୯।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…

ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୯ା୩ (ଓଡିଶା ଭାସ୍କର): ଭୁବନେଶ୍ୱରର ଟଙ୍କପାଣି ରୋଡ଼ ଅଞ୍ଚଳରେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ଜୀବନ ଚାଲି ଯାଇଛି । ସ୍ୱେରେଜ୍ ଟାଙ୍କି ସଫା କରୁଥିବା ବେଳେ ଦୁଇ ଶ୍ରମିକ ଶ୍ୱାସରୁଦ୍ଧ ଯୋଗୁଁ ଗୁରୁତର…

ସମସ୍ତ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର- ‘୧୧୨’, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୩ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ । ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇଁ ଏହି ନମ୍ବରର ବ୍ୟବହାର କରାଯିବ । ଏହି ଏକୀଭୂତ ନମ୍ବର…

ଦେଶରେ କରୋନାର ତୃତୀୟ ଲହର: ହଟସ୍ପଟ୍ ଅଞ୍ଚଳରେ ଲାଗୁହେଲା ‘ସ୍ମାର୍ଟ ଲକଡାଉନ୍’

ଇସଲାମାବାଦ, ୧୯ା୩: ପାକିସ୍ତାନରେ କରୋନା ଭାଇରସର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ସର୍ବାଧିକ ସଂକ୍ରମିତ ଅଞ୍ଚଳମାନଙ୍କରେ ସ୍ମାର୍ଟ ଲକଡାଉନ୍ ଲାଗୁ କରାଯାଇଛି । ସ୍ମାର୍ଟ ଲକଡାଉନ୍ ଅଞ୍ଚଳରେ ସମସ୍ତ ବଜାର, ସପିଂ…

ଦୁଇ ମିନିଟ୍ ପୂର୍ବରୁ ଅଫିସ୍ ଛାଡ଼ିବା ପଡ଼ିଲା ମହଙ୍ଗା, କର୍ମଚାରୀଙ୍କର କଟିଲା ତିନି ମାସର ସାଲାରି

ଟୋକିଓ, ୧୯ା୩: ମାତ୍ର ଦୁଇ ମିନିଟ୍ ପୂର୍ବରୁ ଅଫିସ ଛାଡ଼ିବା କାରଣରୁ ଜଣେ କର୍ମଚାରୀଙ୍କ ଦରମା କଟ୍ ହୋଇଛି । ଜାପାନର ଜଣେ କର୍ମଚାରୀ ଘରକୁ ଯିବାକୁ ପାଇଁ ବସ୍ ଧରିବାକୁ ଥିବାରୁ ସେ ୨ ମିନିଟ୍ ପୂର୍ବରୁ ଅଫିସରୁ ବାହାରି…