Browsing Category

Breaking News

ଶିମିଳିପାଳରେ କମିଛି, କିନ୍ତୁ ଅନ୍ୟ ଜଙ୍ଗଲ ଜଳୁଛି

ଭୁବନେଶ୍ୱର,୧୧ ।୩(ଓଡିଶା ଭାସ୍କର): ଜଙ୍ଗଲ ନିଆଁକୁ ନେଇ ଟାକ୍ସ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି ହୋଇଛି । ପ୍ରେସ୍ ରିଲିଜ ଅନୁସାରେ, ରାଜ୍ୟରେ କାଲି ଅପେକ୍ଷା ଜଙ୍ଗଲ ନିଆଁ ବଢିଛି । ଭାରତୀୟ ବନ ସର୍ବେକ୍ଷଣରୁ…

୭ ଜିଲ୍ଲା ସାବଧାନ୍! ଘୂର୍ଣ୍ଣିଝଡ ସହ ବଜ୍ରପାତର ହେବାର ସମ୍ଭାବନା

ଭୁବନେଶ୍ୱର,୧୧ ।୩(ଓଡିଶା ଭାସ୍କର): ରାଜ୍ୟରେ ଘୂର୍ଣ୍ଣିଝଡ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ସତର୍କତା ଅବଲମ୍ବନ କରିବାକୁ ୭ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୩ ଘଣ୍ଟା ପାଇଁ ସତର୍କ ରହିବାକୁ…

ପ୍ରଧାନମନ୍ତ୍ରୀଙ୍କ ମାଆ ନେଲେ କରୋନା ଟିକା

ନୂଆଦିଲ୍ଲୀ,୧୧ ।୩: ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଟିକାକରଣ ମଧ୍ୟ ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ୍ କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି ।…

ଏହି ରାଜ୍ୟ ରେ କମିବ ପେଟ୍ରୋଲ ଓ ଡିଜେଲ ଦର

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିରେ ଅସୁବିଧା ଭୋଗୁଥିବା ସାଧାରଣ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ମହାରାଷ୍ଟ୍ର ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ପେଟ୍ରୋଲ ଏବଂ ଡିଜେଲକୁ ଜିଏସ୍ଟି ଅଧୀନରେ ଆଣିବାକୁ…

ମାଛ ଧରିବା ବେଳେ ନଦୀରେ ବୁଡି ୨ ନାବାଳିକା ମୃତ

ଲମତାପୁଟ,୧୧ ।୩(ଓଡିଶା ଭାସ୍କର): ମାଛ ଧରିବା ସମୟରେ ନଦୀରେ ବୁଡି ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଲମତାପୁଟ ପାତାଳି ନଦୀ ପଡେଇସିଙ୍ଗ ଘାଟରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୨…

ପଶ୍ଚିମବଙ୍ଗରେ ଘମାଘୋଟ ଲଢେଇ, ବିଜେପି ବନାମ ଟିଏମସି

କୋଲକାତା,୧୧ ।୩: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ପଶ୍ଚିମବଙ୍ଗରେ ଜୋର ଧରିଛି ରାଜନୀତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମମତାଙ୍କ ଆକ୍ରମଣ ଘଟଣାରେ ମାମଲା ରୁଜୁ କରିଛି ପଶ୍ଚିମବଙ୍ଗ…

ସ୍ଥିତି ଅସମ୍ଭାଳ ! ଏହି ସହରକୁ ପୁଣି ଫେରିଲା ଲକ୍-ଡାଉନ୍

ପୁଣେ,୧୧ ।୩: ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ବିଗିଢିବାରେ ଲାଗିଛି । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ନାଗପୁରକୁ ସମ୍ପୂର୍ଣ୍ଣ ଲକ-ଡାଉନ୍ କରାଯାଇଛି । ନାଗପୁରର ପ୍ରଭାରୀ ବା ମନ୍ତ୍ରୀ ନିତିନ ରାୱତ…

ମୃତ୍ୟୁର ଯନ୍ତାରେ ଷ୍ଟିଲ୍ ସିଟି: ସରକାର ନେବେ ଉଚିତ ପଦକ୍ଷେପ

ରାଉରକେଲା, ୧୧ା୩ (ଓଡିଶା ଭାସ୍କର): ଗତ ୪ ଦିନ ହେଲା ଷ୍ଟିଲ୍ ସିଟି ରାଉରକେଲାର ପରିବେଶ ଦୂଷିତମୟ ହୋଇପଡ଼ିଛି । ଲୋକଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିବା ବେଳେ ଅଳ୍ପ ଦୂରରୁ କିଛି ଦେଖା ଯାଉନାହିଁ । ଚାରିଆଡ଼େ…

ରାଜ୍ୟରେ ଆଉ ୬୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୧।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…