CHARIDHAM
Browsing Category

Breaking News

ବିହାରରେ ଲାଗୁ ହେଲା ଲକଡାଉନ୍

ପାଟନା, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ନୁଆ ରେକର୍ଡ କରୁଛି । ଏହି ପରିପ୍ରେକ୍ଷୀରେ ଅନେକ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଆଜି ବିହାରରେ ମଧ୍ୟ ଲକଡାଉନ୍ ଘୋଷଣା କରିଛନ୍ତି…

ଦେଶରେ ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବା ଜରୁରୀ – ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ କରାଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ପୁରା ଦେଶରେ…

ପୁଣି ବଢ଼ିଲା ତୈଳ ଦର, ଜାଣନ୍ତୁ କେତେ ହେଲା ମହଙ୍ଗା

ନୂଆଦିଲ୍ଲୀ, ୪ା୫: ବର୍ତ୍ତମାନ ସମୟରେ ଦେଶରେ କରୋନା ସଂକଟ ଲାଗି ରହିଥିବା ବେଳେ ପୁଣି ତୈଳ ଦର ବୃଦ୍ଧି ପାଇଛି । ୧୮ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ଦାମ ପରିବର୍ତ୍ତନ ହୋଇଛି । ଆଜି…

ଆସନ୍ତାକାଲିଠୁ ଓଡ଼ିଶାରେ ଲକଡାଉନ୍: ଦୋକାନ ଆଗରେ ଅସମ୍ଭାଳ ଭିଡ଼

ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଲକଡାଉନ ଜାରି ରହିବ । ଏହି ୧୪ ଦିନିଆ ଲକଡାଉନ ସମୟରେ କରୋନା…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ମିଳିଲା ହତ୍ୟା ଧମକ, କହିଲା- ‘୪ ଦିନରେ ଯାହା କରୁଛ କର’

ଲକ୍ଷ୍ନୌ,୪ ।୫: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ ମିଳିଛି । ୟୁପି ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ନମ୍ବରରେ ଏହି ଧମକପୂର୍ଣ୍ଣ ହତ୍ୟା ମେସେଜ ଆସିଛି । ୪…

ଦେଶରେ ବଢ଼ୁଛି ମୃତ୍ୟୁସଂଖ୍ୟା, ଦୁଇକୋଟି ଟପିଲା କରୋନା ପଜିଟିଭ୍

ନୂଆଦିଲ୍ଲୀ, ୪ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୨ ହଜାର ୪୦୮କୁ ବୃଦ୍ଧି…

୨୭ ବର୍ଷ ପରେ ଅଲଗା ହେବେ ଗେଟସ୍ ଦମ୍ପତ୍ତି: ଛାଡ଼ପତ୍ର ଆବେଦନ କଲେ ବିଲ୍ ଓ ମେଲିଣ୍ଡା

ନୂଆଦିଲ୍ଲୀ, ୪ା୫: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟସ୍ ଓ ପତ୍ନୀ ମେଲିଣ୍ଡା ଗେଟସ୍ ଅଲଗା ହେବେ । ଗେଟସ୍ ଦମ୍ପତ୍ତି ବିବାହର ୨୭ ବର୍ଷ ପରେ ପରସ୍ପରକୁ ଛାଡ଼ପତ୍ର ଦେବେ । ବିଲ୍ ଓ ମେଲିଣ୍ଡା ଉଭୟେ ସହମତିକ୍ରମେ ଏହି…

ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ

ଶ୍ରୀନଗର, ୪ା୫: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ମାଲହୋତ୍ରାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ଜାମ୍ମୁ କାଶ୍ମୀରର ଗଭର୍ଣ୍ଣର ଭାବେ ଦୁଇଥର ଦାୟିତ୍ୱ ତୁଲାଇଥିଲେ…

ଲସି ପିଇ ୨ ଜଣଙ୍କ ମୃତ୍ୟୁ: ଦୁଇ ଗିରଫ

ମାଲକାନଗିରି, ୪ା୫ (ଓଡିଶା ଭାସ୍କର): ଲସି ପିଇ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୧ ତାରିଖରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ଲସି ପିଇ ଶତାଧିକ ଅସୁସ୍ଥ ହୋଇଥିଲେ । ଲସି ପିଇ ଅସୁସ୍ଥ ହୋଇଥିବା ଜଣେ ନାବାଳିକାଙ୍କ…

ରାଜ୍ୟରେ କରୋନା ନେଲା ୧୫ ଜୀବନ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣଙ୍କର ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ ରାଜ୍ୟରେ କରୋନା…