Browsing Category

Breaking News

ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲେ ସେବାୟତ, ଏନଏମଏଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ, ୭ା୨ (ଓଡିଶା ଭାସ୍କର): ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଙ୍କୁ କରାଯାଇଛି ଅପମାନ । ଜୀବନ୍ତ ଠାକୁର ବିରାଜମାନ କରୁଥିବା ଶ୍ରୀମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରିବା…

ହାଥରସର ପୁନରାବୃତ୍ତି: ଗ୍ୟାଙ୍ଗରେପ୍ ପରେ ଯୁବତୀଙ୍କୁ ଜାଳିଦେଲେ ଦୁର୍ବୃତ୍ତ

ପାଟନା, ୭ା୨: ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଭୟାନକ ବର୍ବରୋଚିତ ଘଟଣାର ପୁନରାବୃତ୍ତି ଘଟିଛି । ଏପରି ଏକ ଘଟଣା ଘଟିଛି ବିହାରର ମୋତିହାରୀ ଅଞ୍ଚଳରେ । ଦୁର୍ବୃତ୍ତମାନେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ରେପ୍ ପରେ…

ଦେଶରେ ୨୪ ଘଣ୍ଟାରେ ୭୮ ମୃତ, ୧୨ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୭ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି…

ତିନିଦିନରେ ଦୁଇଟି ଶବ: ଘାଟିକିଆରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରୁ ଜଣେ ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଘାଟିକିଆ ନିକଟରେ ଥିବା ହନୁମାନ ମନ୍ଦିର ପାଖରେ ଝୁଲି ରହିଥିବା ଅବସ୍ଥାରେ ଶବ ଜବତ…

କୋରାପୁଟ ଗସ୍ତରେ ପୋଲିସ ଡିଜି

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): ଆଜି କୋରାପୁଟରେ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଏହି ଅବସରରେ ସେ ଆଇନ ଶୃଙ୍ଖଳା ଓ ମାଓ ଗତିବିଧି ନେଇ ଆଲୋଚନା କରିବେ । ସେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ରେଞ୍ଜ…

୪ ଡକାୟତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର, ୭ା୨ (ଓଡିଶା ଭାସ୍କର): କମିଶନରେଟ୍ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ପୋଲିସର ଉପଯୁକ୍ତ ରଣନୀତି ଫଳରେ ଏକ ବଡ଼ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ଡକାୟତଙ୍କ ଠାରୁ ସୁନା ଗହଣା, ଏୟାର ପିସ୍ତଲ ଓ…

କ୍ୟାନସରରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି, ତେବେ ଆଜିଠାରୁ ଏହି ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

କ୍ୟାନସର ଏକ ଭୟଙ୍କର ରୋଗ ଅଟେ । ବର୍ତ୍ତମାନ ସମୟରେ ଏହି ସମସ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଯଦି କ୍ୟାନସର ପ୍ରାରମ୍ଭିକ ସ୍ତରରେ ଥାଏ, ତେବେ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରୋଗକୁ ଦୂର…

ଶାଶୂ ଘରେ ବୋହୂ କ୍ରୀତଦାସ ନୁହେଁ: ହାଇକୋର୍ଟ

କଟକ, ୬ା୨ (ଓଡିଶା ଭାସ୍କର): ବୋହୂ କୌଣସି ବି ପରିସ୍ଥିତିରେ ଶାଶୂଘରେ କ୍ରୀତଦାସ ନୁହେଁ । ଶାଶୂଘରେ ବୋହୂକୁ ମାନବିକ ଅଧିକାର ମିଳିବା ଆବଶ୍ୟକ । ଏକ ବଧୂ ନିର୍ଯାତନା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହି ରାୟ…

ବନ୍ଧୁକ ଦେଖାଇ ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ

ନିଶ୍ଚିନ୍ତକୋଇଲି, ୬ା୨ (ଓଡିଶା ଭାସ୍କର): ଟ୍ୟୁସନରୁ ଘରକୁ ଫେରୁଥିବା ସମୟରେ ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଛି । ନିଶ୍ଚିନ୍ତକୋଇଲିର ଅସୁରେଶ୍ୱର ପଞ୍ଚାୟତରେ ଜଣେ ଟ୍ୟୁସନ ଛାତ୍ରୀଙ୍କୁ ବନ୍ଧୁକ ଦେଖାଇ ଦୁଇଜଣ…

ଜିଲ୍ଲାପାଳ ନେଲେ କୋଭିଡ୍ ଟିକା

ସୋନପୁର, ୬ା୨ (ଓଡିଶା ଭାସ୍କର): ସୋନପୁର ଜିଲ୍ଲାରେ କୋଭିଡ ଟିକାକରଣ ଜାରି ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବା ପରେ ଆଜି ଆଗଧାଡ଼ିର ସରକାରୀ କର୍ମଚାରୀମାନେ ଟିକା ନେଇଥିବା ଜଣାପଡ଼ିଛି । ଜିଲ୍ଲାର…