Browsing Category

Breaking News

କରୋନାର ସାଙ୍ଘାତିକ ପରିସ୍ଥିତି: ଏହି ରାଜ୍ୟରେ ଲକଡାଉନ୍ ଲାଗୁ ନେଇ ନିଷ୍ପତ୍ତି, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୯ ।୪: ସାରା ଦେଶରେ କେରାନାର ଦ୍ୱିତୀୟ ଲହରୀ ମାଡିଆସିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲାଗୁ ହେଉଛି । ଦେଶର ଅନେକ ରାଜ୍ୟରେ ସାପ୍ତାହିକ ଲକଡାଉନ ଲାଗୁ ପରେ ଏବେ…

ପିଲାଙ୍କ ସହ ଫୁଟବଲ୍ ଖେଳିଲା ଗାଈ, ଭିଡିଓ ହେଲା ଭାଇରାଲ୍

ଫୁଟବଲ ଖେଳିବାକୁ ପ୍ରାୟତଃ ଅଧିକାଂଶ ପିଲା ଭଲ ପାଆନ୍ତି । ତେବେ ଆପଣ କେବେ କୌଣସି ଗାଈକୁ ଫୁଲବଲ ଖେଳିବାର ଦେଖିଛନ୍ତି କି? ତା’ ପୁଣି ଛୋଟ ଛୋଟ ପିଲାଙ୍କ ସହ । ଗୋଟିଏ ଗାଈ ଛୋଟ ପିଲାଙ୍କ ସହ ଫୁଟବଲ ଖେଳୁଥିବାର ଭିଡିଓ…

ଭକ୍ତଶୂନ୍ୟ ହେବ ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମସି

ଭୁବନେଶ୍ୱର,୯ା୪ (ଓଡିଶା ଭାସ୍କର) : ରୁକୁଣା ରଥଯାତ୍ରାକୁ ନେଇ ବିଏମସି ଆଜି ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛି । ବିଏମସି ପକ୍ଷରୁ ରଥଯାତ୍ରାକୁ ନେଇ ଏସଓପି ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ…

ଅପରାହ୍ନ ୪ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଆଜି ଅପରାହ୍ନ ୪ଟାରେ ଓଡିଶାବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବଢ଼ୁଥିବା କରୋନା ସ୍ଥିତିକୁ ନେଇ କିଛି ଗୁରୁତ୍ୱପୁର୍ଣ୍ଣ ଘୋଷଣା କରିପାରନ୍ତି ବୋଲି ଅନୁମାନ…

ସିଲ୍ ହେଲା ରାୟଗଡ଼ା ସହରରେ ଥିବା ଅଶୋକ ସିନେମା ହଲ୍

ରାୟଗଡା ୯ା୪ (ଓଡିଶା ଭାସ୍କର) : ସିଲ୍ ହେଲା ରାୟଗଡ଼ା ସହରରେ ଥିବା ଅଶୋକ ସିନେମା ହଲ୍ । କୋଭିଡ଼୍ ନିୟମ ଉଲଘଂନ ଅଭିଯୋଗରେ ସିଲ୍ କରାଯାଇଛି । ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କ ଦ୍ୱାରା ଚଢାଉ କରାଯାଇ ସିନେମା ହଲ୍ ସିଲ୍…

ଦେଶରେ ୭୮୦ ଜଣଙ୍କ ମୃତ୍ୟୁ, ୧ ଲକ୍ଷ ୩୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୯ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୪୨କୁ ବୃଦ୍ଧି…

ରାଜ୍ୟରେ ବୃଦ୍ଧି ପାଉଛି ନିଖୋଜ ଶିଶୁଙ୍କ ସଂଖ୍ୟା; ୮୧ ପ୍ରତିଶତ ବାଳିକା ନିଖୋଜ

ଭୁବନେଶ୍ୱର, ୯ା୪ (ଓଡିଶା ଭାସ୍କର) : ଦେଶରେ ପ୍ରତି ୮ ମିନିଟ୍ ରେ ଗୋଟିଏ ଗୋଟିଏ କୋମଳମତି ଶିଶୁ ନିଖୋଜ ହେଉଛନ୍ତି । କେତେକ ସ୍ଥାନରେ ଶିଶୁ ନିଖୋଜ ପରେ ମାମଲା ରୁଜୁ କରୁନାହାନ୍ତି ତ ଆଉ କେତେକ ସ୍ଥାନରେ କେବଳ…

ସାପଠାରୁ ବି ଭୟଙ୍କର ଏହି ଜହରିଲା ବୃକ୍ଷ, ଛୁଇଁବା ଅର୍ଥ ମୃତ୍ୟୁକୁ ଡାକିବା ସହ ସମାନ

ଅଧିକାଂଶ ଲୋକ ନିଜ ନିଜ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାର ବୃକ୍ଷ ଲଗାଇଥାନ୍ତି । ବୃକ୍ଷ ବିନା ମଣିଷର କୌଣସି ଅସ୍ତିତ୍ୱ ନାହିଁ, ଏକଥା ସମସ୍ତେ ଜାଣନ୍ତି । ତେବେ ଏକଥା ସତ୍ୟ ଯେ, ଅଧିକାଂଶ ବୃକ୍ଷ ମଣିଷ ସମାଜ ପାଇଁ…

ମମତାଙ୍କୁ ପୁଣି ନୋଟିସ୍ ଜାରି କଲେ ନିର୍ବାଚନ ଆୟୋଗ

ପଶ୍ଚିମବଙ୍ଗ, ୯ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ନୋଟିସ୍ କରିଛନ୍ତି ନିର୍ବାଚନ ଆୟୋଗ । କେନ୍ଦ୍ରୀୟ ସୁରକ୍ଷା ବଳ ତଥା ସିଆରପିଏଫ୍ ଯବାନଙ୍କ ଉପରେ ଭୁଲ୍ ବୟାନ ଦେଇଥିବା…

ହଷ୍ଟେଲ ବନ୍ଦ ନେଇ ବାଣୀବିହାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର ୯ା୪ (ଓଡିଶା ଭାସ୍କର) :  ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଛାତ୍ରଛାତୀଙ୍କ ବିକ୍ଷୋଭ । ମୁଖ୍ୟ ଫାଟକରେ ତାଲା ପକାଇ ଏନ୍ଏଚ୍ ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । କରୋନା ଆଳ ନେଇ…