Browsing Category

Breaking News

ପରୀକ୍ଷା ପାଇଁ କାଲି ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): ଏନଡିଏ ଓ ନାଭାଲ ଏକାଡେମୀ ପରୀକ୍ଷା ପାଇଁ କାଲି ଗଡିବ ସ୍ୱତନ୍ତ୍ର ଟ୍ରେନ୍ । କାଲି ସନ୍ଧ୍ୟା ୫ଟାରେ କଟକ, ସମ୍ବଲପୁର ଓ ବିଶାଖାପାଟଣାକୁ ଟ୍ରେନ୍ ଚାଲିବ । ୬ ତାରିଖରେ ପରୀକ୍ଷା…

ବଢିଲା +୨ ଆବେଦନର ଅବଧି

ଭୁବନେଶ୍ୱର,୪ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟରେ +୨ ନାମଲେଖା ଆବେଦନ ଅବଧି ବଢିଛି । ସେପ୍ଟେମ୍ବର ୪ ପରିବର୍ତ୍ତେ ୧୧ ତାରିଖ ଯାଏ ଏଣିକି ଆବେଦନ କରିହେବ । www.samsoodisha.gov.in ୱେବସାଇଟ…

ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା

ମାଲକାନଗିରି, ୪ା୯(ଓଡ଼ିଶା ଭାସ୍କର): ମାଲକାନଗିରି ଜିଲ୍ଲା ସ୍ଥିତ ମାଥିଲି ବ୍ଲକ ଖପ୍ରା ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସେଠାରେ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ଦେଇଛନ୍ତି ତାଙ୍କ ଦାଦା । ପୂର୍ବ…

ବିହାର ବିଧାନସଭା ନିର୍ବାଚନ ସହ ହେବ ସବୁ ଉପନିର୍ବାଚନ

ବିହାର, ୪ା୯: ଦେଶରେ କରୋନା ମହାମରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ବିହାର ବିଧାନସଭା ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିହାର ବିଧାନସଭା ନିର୍ବାଚନ ସହ ଏକ ସମୟରେ ସବୁ…

ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୭ମୃତ୍ୟୁ

ତାମିଲନାଡ଼ୁ, ୪ା୯: ତାମିଲନାଡ଼ୁ ସ୍ଥିତ କୁଡ଼ାଲୋରରେ ଏକ ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । କିନ୍ତୁ…

ଡର୍ବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର,୪ ।୯(ଓଡିଶା ଭାସ୍କର): କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା ମିଳିଛି ନ୍ୟାୟ । ଦୋଷୀ ଦିବାଇ ନାଗଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି ।…