
Browsing Category
Breaking News
Surya Chalisa: ରବିବାର ପାଠ କରନ୍ତୁ ଏହି ଚାଳିଶା; ପ୍ରସନ୍ନ ହେବେ ଭାସ୍କର, ଦୂର ହେବ ରୋଗ, ଧନ-ଧାନ୍ୟରେ ପୂରିବ ଘର
ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ, ରବିବାର ଦିନ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବାର ନିୟମ ରହିଛି। ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ୱାରା ବ୍ୟକ୍ତିକୁ ସୁଖ, ସମୃଦ୍ଧି ମିଳିଥାଏ। ଏହା ସହିତ, ସୁସ୍ଥ…
3ଟି ଦେଶ, 54ଟି ମ୍ୟାଚ୍… ODI ବିଶ୍ୱକପ୍ 2027 ପାଇଁ ବଡ଼ ଘୋଷଣା, ଏହିଠାରେ ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ: 2027ରେ ଅନୁଷ୍ଠିତ ହେବାକୁ ଥିବା ICC ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଏହାର ପ୍ରସ୍ତୁତି ଆରମ୍ଭ କରିସାରିଛି । ଏହି ଟୁର୍ଣ୍ଣାମେଣ୍ଟ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆ ଦ୍ୱାରା ମିଳିତ ଭାବରେ ଆୟୋଜିତ…
Tear Signs: ଏଣିକି ବ୍ଲଡ୍ ନୁହେଁ; ଲୁହ କହିବ ଆପଣ ସୁସ୍ଥ କି ଅସୁସ୍ଥ, ରିସର୍ଚ୍ଚରୁ ବଡ଼ ଖୁଲାସା…
ଓଡ଼ିଶା ଭାସ୍କର: ଆମେ ପ୍ରାୟତଃ ରୋଗ ଚିହ୍ନଟ କରିବା ପାଇଁ ରକ୍ତ ପରୀକ୍ଷା କରିଥାଉ । କିନ୍ତୁ ଭବିଷ୍ୟତରେ ଲୁହ ମାଧ୍ୟମରେ ଆପଣଙ୍କ ରୋଗ ଚିହ୍ନଟ ହେବ । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଅଧ୍ୟୟନରୁ ଏନେଇ ଏକ ବଡ଼ ଖୁଲାସା…
କଣ୍ଟ୍ରାକଚୁଆଲ କର୍ମଚାରୀଙ୍କ ପାଇଁ ଖୁସି ଖବର, ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ, ଜାଣନ୍ତୁ ଡିଟେଲ୍ସ…
ଓଡ଼ିଶା ଭାସ୍କର: ସୁପ୍ରିମକୋର୍ଟ କଣ୍ଟ୍ରାକଚୁଆଲ କର୍ମଚାରୀଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେମାନଙ୍କୁ ନିୟମିତ ନିଯୁକ୍ତି ଦେବାକୁ ଆଦେଶ ଦେଇଛନ୍ତି। ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ…
ବର୍ଷାରେ ଫିକା ପଡିବ ଗଣେଶ ପୂଜା, ନୂଆଁଖାଇ…, ଆସୁଛି ବଡ଼ ଲଘୁଚାପ, 5 ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା….
ଓଡ଼ିଶା ଭାସ୍କର: ସୃଷ୍ଟି ହୋିଛି ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ପ୍ରକାଶଥାଉ ଯେ, ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ…
କଲରାପତରିଆ ବାଘ ଭୟରେ ଥରୁଛନ୍ତି ନୂଆପଡ଼ାବାସୀ
ନୂଆପଡ଼ା: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ। ଏଠାରେ ଗାଁ ବାସୀ ବାଘ ଭୟରେ ଘରୁ ପଦାକୁ ବାହାରୁ ନାହାନ୍ତି। କୁମନା ୱାଇଲ୍ଡଲାଇଫ ଅନ୍ତର୍ଗତ ଖୋଲିଭିତର ଗାଁରେ ବାଘ ଆତଙ୍କ ଖେଳିଯାଇଛି।
ଏହି ବାଘ ଗୋଟିଏ ଛେଳି ମାରି…
Big Breaking: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର: ଟ୍ରଲର ଭିତରୁ ୨ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଳରାମଗାଡ଼ିରେ ଏକ ଟ୍ରଲରରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୋଷ୍ଟମର୍ଟମ ପାଇଁ ଜିଲ୍ଲା ମୁଖ୍ୟ ମେଡିକାଲରେ ଏହି ୨ ମତ୍ସ୍ୟଜୀବୀଙ୍କ…
ଟ୍ରମ୍ପଙ୍କ ଟାରିଫ ପରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ, ଆମେରିକା ପାଇଁ ବନ୍ଦ କଲା ପୋଷ୍ଟାଲ ସର୍ଭିସ
ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇବା ପରେ ଏବେ ଭାରତ ଆକ୍ସନ ମୋଡରେ। ୨୫ ଅଗଷ୍ଟଠାରୁ ଆମେରିକା ପାଇଁ ଡାକ ସେବାଗୁଡ଼ିକୁ ନିଲମ୍ବିତ କରିଛି। ଭାରତୀୟ ଡାକ ବିଭାଗ ଶନିବାର ଏହାର ଘୋଷଣା କରିଛି।…
‘ମୋତେ ହତ୍ୟା କରାଗଲେ ଅଖିଳେଶ ଯାଦବ ହିଁ ଦାୟୀ’- ସମାଜବାଦୀରୁ ବହିଷ୍କୃତ ବିଧାୟିକାଙ୍କ ବଡ଼ ବୟାନ, କାହିଁକି କହିଲେ…
ଓଡ଼ିଶା ଭାସ୍କର: ସମାଜବାଦୀ ପାର୍ଟି (SP)ରୁ ବହିଷ୍କୃତ ହୋଇଛନ୍ତି ବିଧାୟକ ପୂଜା ପାଲ । ଏବେ ସେ ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଚିଠିରେ ବିଧାୟକ ପୂଜା ପାଲ ସ୍ପଷ୍ଟ…
‘୩୦୦ ଅଗ୍ନିଶମ ପଦବୀ ପୂରଣ ହେବ’, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା
ଭୁବନେଶ୍ୱର: ଅଗ୍ନିଶମ ବିଭାଗରେ ଖାଲି ୩୦୦ ପଦବୀ ଡିସେମ୍ବର ସୁଦ୍ଧା ପୂରଣ ହେବ। ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,…