CHARIDHAM
Browsing Category

Breaking News

ବାଇକ ଚାଳକଙ୍କୁ ୨୨ ହଜାର ଫାଇନ

ସୁନ୍ଦରଗଡ଼, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଉଲ୍ଲଂଘନ କରି ଜଣେ ବାଇକ ଚାଳକ ୨୨ ହଜାର ଟଙ୍କା ଫାଇନ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି । ରାଜଗାଙ୍ଗପୁରରେ ଚେକିଂ ସମୟରେ ବାଇକ ଆରୋହୀ…

କରୋନାରେ ୨୭୯ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୭ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ହଜାର ୭୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨କୁ…

ହାତରେଖାରୁ ଜାଣନ୍ତୁ ଆପଣଙ୍କ ପାର୍ଟନରଙ୍କର କେତୋଟି ରହିଛି ପ୍ରେମ ସଂପର୍କ

ଅନେକ କାଳରୁ ହସ୍ତରେଖାର ଉପରେ ଲୋକ ବିଶ୍ୱାସ କରିଆସୁଛନ୍ତି । ଜ୍ୟୋତିମାନେ ହାତ ଦେଖି କିଛି କହିଲେ, ତାକୁ ବହୁ ଲୋକ ଅନୁସରଣ କରନ୍ତି ଏବଂ ସତ ବୋଲି ମଧ୍ୟ ମାନିଥାନ୍ତି । ହାତ ଦେଖି ଅନେକ ଲୋକ ନିଜର ଭବିଷ୍ୟତ ଏବଂ…

କୃଷି ଆନ୍ଦୋଳନ: ୨୯ରେ ପୁଣି ଆଲୋଚନା

ନୂଆଦିଲ୍ଲୀ,୨୬ ।୧୨: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଉପକଣ୍ଠରେ ଚାଲିଥିବା କୃଷକଙ୍କ ଆନ୍ଦୋଳନକୁ ୩୨ ଦିନ ବିତିସାରିଛି । ଜାତୀୟ ରାଜଧାନୀ ଦିଲ୍ଲୀର ଅନେକ ସୀମାରେ କୃଷି ନିୟମକୁ ବିରୋଧ କରୁଥିବା କୃଷକ ଓ…

କାନରେ ଇୟରଫୋନ୍ ଲଗାଇ ରେଳଟ୍ରାକ୍ ପାର କରୁଥିଲା ଯୁବକ: ମାଡିଆସିଲା ଟ୍ରେନ୍, ଆଉ ତା’ପରେ..

ରେଳଟ୍ରାକ୍ ପାର୍ କରୁଥିବା ବେଳେ ଇୟରଫୋନରେ ଗୀତ ଶୁଣିବା ଯୁବକଙ୍କୁ ପଡିଲା ମହଙ୍ଗା । ଯାହାଫଳରେ ଚାଲିଗଲା ଏକ ଅମୂଲ୍ୟ ଜୀବନ । ଯୁବକ ଜଣକ ଦେଢ କିଲୋମିଟର ରାସ୍ତାରୁ ବଞ୍ଚିବା ପାଇଁ ସର୍ଟକଟ୍ ରାସ୍ତା ଆପଣେଇ…

ଭାରତର ଏମିତି କିଛି ପର୍ଯ୍ୟଟନ ସ୍ଥଳ ଯେଉଁଠିକୁ ଯିବା ପାଇଁ ନେବାକୁ ପଡ଼ିଥାଏ ଅନୁମତି

କଣ ଆପଣ ଜାଣନ୍ତି ଆମ ଦେଶରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠିକୁ ବିନା ଅନୁମତିରେ ପ୍ରବେଶ ନିଷେଧ କରାଯାଇଛି । ସ୍ଥାନୀୟ ଲୋକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ପାଇଁ ଇନର ପରମିଟ ଲାଇନ ବା ଭିତର ଅନୁମତି ରେଖା ଆବଶ୍ୟକ ।…

ପରୀ’ ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଧର୍ମେନ୍ଦ୍ର

ଢେଙ୍କାନାଳ,୨୬ ।୧୨(ଓଡିଶା ଭାସ୍କର): ନୟାଗଡ଼ 'ପରୀ' ହତ୍ୟା ମାମଲାକୁ ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । ସେ…

କାଲିଠାରୁ ଓଡିଶା କ୍ରିକେଟ ଲିଗ୍

କଟକ,୨୬ ।୧୨(ଓଡିଶା ଭାସ୍କର): ଆସନ୍ତାକାଲିଠାରୁ ବାରବାଟୀରେ ଆରମ୍ଭ ହେବ ଓଡିଶା କ୍ରିକେଟ ଲିଗ୍ । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍ । ପ୍ରତିଯୋଗିତାରେ ୯୩ ଖେଳାଳିଙ୍କ ସହ ଅଂଶଗ୍ରହଣ କରୁଛନ୍ତି ୬ଟି…