Browsing Category

Breaking News

ବଡ ଖବର: ପୁଣି ରାଜ୍ୟରୁ ୪୨୪୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୧ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୩ ଜଣ ଓ…

ଦିନକରେ ୮୬ ହଜାର ୯୬୧ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୭ ହଜାର ୮୮୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୧୩୦ ଜଣ…

ନିଲମ୍ବିତ ହେଲେ ରାଜ୍ୟସଭାର ୮ ସାଂସଦ

ନୂଆଦିଲ୍ଲୀ,୨୧ ।୯: ରାଜ୍ୟସଭାରେ ହଙ୍ଗାମା ପ୍ରସଙ୍ଗରେ ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି ସାଂସଦ । ରାଜ୍ୟସଭାରେ ହଙ୍ଗାମା ପାଇଁ ବିରୋଧୀଙ୍କ ବିରୋଧରେ…

ଆଜିଠୁ ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର,୨୧/୯(ଓଡିଶା ଭାସ୍କର): ଆଜିଠୁ ସମସ୍ତ କଲେଜରେ ଯୁକ୍ତ୨ ନାମଲେଖା ଆରମ୍ଭ ହୋଇଛି। ପ୍ରତି ଘଣ୍ଟାରେ ୧୫ ଜଣ ନାମ ଲେଖାଇ ପାରିବେ। ସକାଳ ୯ରୁ ଅପରାହ୍ନ ୫ଟା ଯାଏ ଚାଲିବ ଏହି ନାମଲେଖା ପ୍ରକ୍ରିୟା । ଏନେଇ…

ଭୁଶୁଡ଼ିଲା ତିନି ମହଲା କୋଠା, ୮ ମୃତ

ମହାରାଷ୍ଟ୍ର, ୨୧/୯: ମହାରାଷ୍ଟ୍ରର ଭିମ୍ବଡ଼ିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହେବା ସହ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୨୦ ଜଣଙ୍କ ଉଦ୍ଧାର କରି…

ବାଲେଶ୍ବର ଉପନିର୍ବାଚନରେ ବଢିବ ବୁଥ୍‌ ସଂଖ୍ୟା

ବାଲେଶ୍ୱର, ୨୦/୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ…

ଖୁସି ଖବର: ରାଜ୍ୟରେ ଆଜି ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୨୦/୯ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୪୦୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୧୪୫୬୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କରୋନାକୁ ହରାଇଲେ ମଲାଇକା ଅରୋରା

ମୁମ୍ବାଇ, ୨୦ା୯: କରୋନାକୁ ହରାଇଛନ୍ତି ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା । କରୋନାରୁ ସୁସ୍ଥ ହୋଇଥିବା ନେଇ ସେ ନିଜେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ଏହାସହ ସେ ତାଙ୍କ ଫ୍ୟାନ୍ସ , ସାଙ୍ଗସାଥୀ ଓ ପରିବାର…

ଭୁବନେଶ୍ୱରରୁ ଆଜି ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୨୦ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ…