Browsing Category

Breaking News

ଦିନକର ଶିଶୁ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ଦିନକର ଶିଶୁ ବି କରୋନା ଆକ୍ରାନ୍ତ । ଜନ୍ମହେବାର ଦିନକ ପରେ ଶିଶୁର ସ୍ଳାବ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ରିପୋର୍ଟ ପଜେଟିଭ ଆସିଛି । ପ୍ରକୃତ କଥା ହେଉଛି ଶିଶୁଟିର…

ଅପରାହ୍ନରେ ବଦଳିଯିବ ପାଗ ! ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ଆଜି ଅପରାହ୍ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି…

ରାଜ୍ୟରେ ଆଉ ୫ କୋରୋନା ରୋଗୀ,ଆକ୍ରାନ୍ତଙ୍କ ସଂଖ୍ୟା ୭୯

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ରୁ ସୂଚନା ମିଳିଛି…

ରାଷ୍ଟ୍ରପତି ଭବନରେ କରୋନା !

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):କରୋନା କବଳରେ ରାଷ୍ଟ୍ରପତି ଭବନ । ଭାରତର ସବୁଠୁ ସୁରକ୍ଷିତ ଅଂଚଳ ଭାବେ ଗଣାଯାଉଥିବା ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଏନେଇ ତ୍ୱରିତ…

ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି, ୫୦ ନୁହେଁ ଆସିବେ ୩୦ ପ୍ରତିଶତ

ଭୁବନେଶ୍ୱର,୨୦/୪(ଓଡିଶା ଭାସ୍କର): ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି। ୫୦ ନୁହେଁ ୩୦ ପ୍ରତିଶତ ଅଫିସ ଆସିବେ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଲକ ଡାଉନ ସମୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ…

ସକାଳୁ-ସକାଳୁ ଗରମ ପାଣି ପିଇବାର ଚମତ୍କାର ଫାଇଦା

ପେଟରୁ ହିଁ ଜନ୍ମ ହୋଇଥାଏ ସମସ୍ତ ପ୍ରକାରରର ରୋଗୀ । ଯଦି ଆପଣ ସୁସ୍ଥ ରହିବାକୁ ଚାହାନ୍ତି, ତେବେ ପ୍ରତିଦିନ ସକାଳୁ ଉଠି ଗରମ ପାଣି ପିଅନ୍ତୁ । ଆଜି ବି ବହୁ ଲୋକ ସକାଳୁ ଉଠି ଗରମ ପାଣି ପିଉଛନ୍ତି, କିନ୍ତୁ କିଛି…

ସରକାରୀ ବାବୁଙ୍କଠାରୁ ଅଧିକ ଦରମା ପାଆନ୍ତି ଅମ୍ବାନୀ ଘରର ଚାକର, ଜାଣନ୍ତୁ କିପରି ହୁଏ ସିଲେକ୍ସନ?

ଧନୀ ଲିଷ୍ଟର ଶୀର୍ଷରେ ଥିବା ମୁକେଶ ଅମ୍ବାନୀ ହେଉଛି ଦକ୍ଷିଣ ମୁମ୍ବାଇର ସବୁଠାରୁ ଦାମି ଘର ଆଣ୍ଟିଲିଆର ମାଲିକ । ଏହି ଘରର ଦାମ୍ ୧ ମିଲିୟନ ଆମେରିକୀୟ ଡଲାରଠାରୁ ବି ଅଧିକ ହେବ । ଏହି ଘରେ ୨୭ଟି ରୁମ୍ ଥିବା ବେଳେ ଏଠି…

ଯାଜପୁରର ୪ପଞ୍ଚାୟତ ଅବରୋଧ ଅଞ୍ଚଳ ଘୋଷିତ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଯାଜପୁରର ୪ଟି ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ବାସୁଦେବପୁର, ପଣଷା ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ବିରଜାପୁର ଓ ମୁକୁନ୍ଦପୁର ପଞ୍ଚାୟତକୁ…

ଆସିଲା ୬ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬ ନୂଆ କରୋନା ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ସରକାର । ୬ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଯାଜପୁରର ଥିବା ବେଳେ ଜଣେ ସୁନ୍ଦରଗଡ଼ର ବିଶ୍ରାର ବୋଲି ଜଣାପଡ଼ିଛି ।…

ୟୁଟ୍ୟୁବରେ ଛାଇଗଲା ସଲମାନଙ୍କ ଯାଦୁ, ଦେଖନ୍ତୁ

ବଲିଉଡ୍ ହାରକା ସଲମାନ ଖାନ୍ ନିକଟରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଏହାରି ମାଧ୍ୟମରେ ସେ ଆଜି ନିଜର ପ୍ରଥମ ଗୀତକୁ ରିଲିଜ୍ କରିଛନ୍ତି, ଯାହାର ନାଁ ହେଉଛି ‘ପ୍ୟାର କରୋନା’ । କରୋନାକୁ ନେଇ ଲୋକଙ୍କ ମନରେ…