Browsing Category

Breaking News

ରଥଯାତ୍ରାକୁ ନେଇ କଣ ରହିଛି ଶଙ୍କରାଚାର୍ଯ୍ୟଙ୍କ ପ୍ରଶ୍ନ? ଜାଣନ୍ତୁ

ପୁରୀ,୨୧ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ଏହାରି…

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର,୨୧ ।୬: ଦକ୍ଷିଣ କାଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଦ୍ୱାରା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ରବିବାରରେ ୨ ଟି ଅଲଗା ଅଲଗା ସ୍ଥାନ ଯଥା ଶ୍ରୀନଗର ଓ ସୋପିଆନରେ ମୁହାଁମୁହିଁ ହୋଇଥିଲେ ଯବାନ ଓ…

ଡିଜିପିଙ୍କ କନ୍ଧମାଳ ଗସ୍ତ

କନ୍ଧମାଳ,୨୧ ।୬(ଓଡିଶା ଭାସ୍କର): ପୋଲିସ ମହାନିର୍ଦ୍ଦେଶକ ବା ଡିଜିପି ଅଭୟ ଆଜି କନ୍ଧମାଳ ଗସ୍ତ କରିଛନ୍ତି । ଗୋଛାପଡା ଅଞ୍ଚଳରେ ମାଓ ଗତିବିଧିକୁ ଡିଜିପି ସମୀକ୍ଷା କରିଛନ୍ତି । କନ୍ଧମାଳ ଗସ୍ତ ସମୟରେ ଡିଜିପିଙ୍କ ସହ…

ରାଜ୍ୟରେ କରୋନା ନେଲା ୨ ଜୀବନ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଆଜି ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରୁ…

ବଡ ଖବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୩୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ ।୬(ଓଡିଶା ଭାସ୍କର): ରାଜ୍ୟରେ ଆଜି ଆଉ ୩୦୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୨୧ଟି ଜିଲ୍ଲାରୁ ସର୍ବାଧିକ ୩୦୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୭୨ କ୍ୱାରେଣ୍ଟାଇନରେ…

୯୦୦ ବର୍ଷ ପରେ ଲାଗିଛି ମହାସୂର୍ଯ୍ୟପରାଗ, ଜାଣନ୍ତୁ କେଉଁ ରାଶି ପ୍ରତି ଅଧିକ ହାନିକାରକ

ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ଜ୍ୟୋର୍ତିବିଜ୍ଞାନୀମାନେ ଏହାକୁ ମହା ସୂର୍ଯ୍ୟପରାଗ ବୋଲି କହିଛନ୍ତି । ସେମାନଙ୍କ ମତରେ ଆଜିଠାରୁ ପ୍ରାୟ ୯୦୦ ବର୍ଷ ପୂର୍ବେ ଏପରି ସୂର୍ଯ୍ୟପରାଗ ହୋଇଥିଲା ।…

ମୁମ୍ବାଇରେ ଛାଇଗଲା ଅନ୍ଧାର, ଓଡିଶାରେ ଦେଖାଗଲା ବର୍ଷର ପ୍ରଥମ ସୂର୍ଯ୍ୟପରାଗ

ବର୍ଷର ସବୁଠାରୁ ବଡ ଦିନ ଅର୍ଥାତ୍ ଆଜି ଜୁନ୍ ୨୧ରେ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ବିଶାଳାକାୟ ସୂର୍ଯ୍ୟପରାଗ ବା ରିଙ୍ଗ ପରି ଦୃଶ୍ୟ ହୋଇଛି । ସୂର୍ଯ୍ୟଗ୍ରହଣ ସମୟରେ ଭାରତର…