CHARIDHAM
Browsing Category

Breaking News

ସୀମା ନିକଟରେ ଏକ ଚିଠି ସହିତ ଧରାପଡିଲା ପାରା, ଲେଖାଥିଲା “Kashmir Freedom”, “Time has come”

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଜମ୍ମୁ ଜିଲ୍ଲାର ଆରଏସ ପୁରା ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଏକ କପୋତକୁ ଧରିଛନ୍ତି, ଯାହାର ନଖରେ ଏକ ଧମକପୂର୍ଣ୍ଣ ଚିଠି ବନ୍ଧା ହୋଇଥିଲା। ଏହି ଚିଠିରେ ଜମ୍ମୁ ରେଳ ଷ୍ଟେସନକୁ…

IND vs PAK Asia Cup 2025: ଏସିଆ କପରେ ହେବ କି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍? କ୍ରୀଡ଼ା ମନ୍ତ୍ରଣାଳୟ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଏସିଆ କପ୍ ପୂର୍ବରୁ ଏକ ବଡ଼ ଖବର ଆସିଛି। ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଦଳ ପାକିସ୍ତାନରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ ନାହିଁ । ଏହା ସହିତ, ପାକିସ୍ତାନୀ ଦଳଗୁଡ଼ିକୁ ଭାରତରେ…

Big breaking: ଆସନ୍ତା 31ରେ ହେବନି ସ୍ପେଶାଲ OTET, ସୂଚନା ଜାରି କଲା BSE

ଭୁବନେଶ୍ବର: ସ୍ପେଶାଲ OTET ପରୀକ୍ଷାକୁ ପୁଣିଥରେ ସ୍ଥଗିତ ରଖାଯାଇଛି । ଆସନ୍ତା ୩୧ରେ ହେବାକୁ ଥିବା ପରୀକ୍ଷା ଆଉ ହେବ ନାହିଁ । OTET ସ୍ଥଗିତ ନେଇ BSE ପକ୍ଷରୁ ସୂଚନା ଜାରି କରାଯାଇଛି । ଅନିବାର୍ଯ୍ୟ କାରଣ ପାଇଁ…

ସାଧାରଣ ଲୋକଙ୍କୁ ବଡ଼ ଉପହାର! ହଟିବ GSTର 12% ଏବଂ 28% ଟିକସ ସ୍ଲାବ, କେନ୍ଦ୍ରର ପ୍ରସ୍ତାବକୁ GOMର ସ୍ବୀକାର

ନୂଆଦିଲ୍ଲୀ: ସରକାର GST (ସାମଗ୍ରୀ ଏବଂ ସେବା ଟିକସ) ବ୍ୟବସ୍ଥାକୁ ଆହୁରି ସରଳ କରିବାକୁ ପ୍ରସ୍ତୁତି କରୁଛନ୍ତି । ସମ୍ପ୍ରତି, ଏକ GoM ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ GST ସ୍ଲାବକୁ…

Bronco Test କ’ଣ? ଏଣିକି ଏହି ଟେଷ୍ଟରେ ପାସ୍ କଲେ, ଖେଳାଳିଙ୍କୁ ଟିମରେ ମିଳିବ ସ୍ଥାନ, BCCI ଜାରି କଲା ଏହି ନିୟମ

ନୂଆଦିଲ୍ଲୀ: BCCI ଖେଳାଳିଙ୍କ ଫିଟନେସ୍ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ଜାରି କରିଛି। ଏହି ନିୟମର ନାମ ହେଉଛି Bronco ଟେଷ୍ଟ। ଏହାକୁ Rugbyରୁ କ୍ରିକେଟକୁ ନିଆଯାଇଛି। ଏଥିରେ ଖେଳାଳିଙ୍କର aerobic…

ତୁରନ୍ତ ନିଯୁକ୍ତିି ସ୍ଥାନରେ ଯୋଗ ଦିଅ, ଅଧିକାରୀମାନଙ୍କୁ କୃଷି ସଚିବଙ୍କ ନିର୍ଦ୍ଦେଶ, ନଚେତ ଦରମା…

ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶନାମା। ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ତୁରନ୍ତ ଯୋଗଦେବା ପାଇଁ ଜାରି ହେଲା ବିଜ୍ଞପ୍ତି। କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ…

Asia cup 2025: ଦଳ ଘୋଷଣାର ଦୁଇ ଦିନ ପରେ ଅଧିନାୟକ ପଦ ଛାଡିଲେ ଭାରତୀୟ କ୍ରିକେଟର, କହିଲେ ‘ଏହା ଠିକ୍ ସମୟ’

ନୂଆଦିଲ୍ଲୀ: ଏସିଆ କପ୍ 2025 ଦଳ ଘୋଷଣାର ମାତ୍ର ଦୁଇ ଦିନ ହୋଇଛି । ସେପଟେ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ କ୍ରିକେଟର ଅଜିଙ୍କ୍ୟ ରାହାଣେ । ସେ ତାଙ୍କ ଘରୋଇ କ୍ରିକେଟ ଦଳ ମୁମ୍ବାଇର…

ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ହାତୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ଆଣିବେ ସରକାର। ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାରେ ଏ ନେଇ ଘୋଷଣା ହୋଇଛି। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଚନ୍ଦକା…

ରାଜ୍ୟରେ 8 ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେବ ପ୍ରାୟ 8 ଶହ ବାତ୍ୟା ଆଶ୍ରୟସ୍ଥଳୀ । ଏନେଇ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।…

‘ଆଇଡି କାର୍ଡ ନଥିଲେ ବିଶ୍ୱବିଦ୍ୟାଳୟରେ ନୋ ଏଣ୍ଟ୍ରୀ’, ସବୁ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାକୁ ନେଇ ଆଜି ଶୃଙ୍ଖଳା କମିଟି ବୈଠକ ବସିଛି। ଶୃଙ୍ଖଳା କମିଟି ବୈଠକ କୁଳପତିଙ୍କ ଅଧ୍ୟକ୍ଷତାରେ ବସିଛି। ଏହି ବୈଠକରେ ସବୁ ବିଭାଗର ମୁଖ୍ୟମାନେ ସାମିଲ…