Browsing Category
Breaking News
ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ
କଟକ, ୪ା୧(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସଞ୍ଜୁ ପଣ୍ଡା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ୱ ଦେଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଜଷ୍ଟିସ…
୩ ସରପଞ୍ଚଙ୍କୁ ୫-ଟି ଛାଟ
ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ୩ ସରପଞ୍ଚଙ୍କୁ ୫-ଟି ଛାଟ ଲାଗିଛି । କେନ୍ଦୁଝର ହାଟଡିହି ବ୍ଲକ ସୁଲଣା ପଞ୍ଚାୟତର ସରପଞ୍ଚ ଅଲିଭା ପଲାଇକୁ ନିଲମ୍ବିତ କରାଯାଇଛି ।…
୫ ମହାନଗରୀରେ ଖାଦ୍ୟ ସୁରକ୍ଷା ନିଯୁକ୍ତିକୁ ମଞ୍ଜୁରି
ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟର ୫ଟି ମହାନଗରୀରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ । ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଯୁକ୍ତିକୁ ମଞ୍ଜୁରି ମିଳିଛି ।…
ଜେଲ ଗଲେ ନିଲମ୍ବିତ ଏଏସଆଇ
ବଳଙ୍ଗା,୪ ।୧(ଓଡିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ମାମଲାରେ ନିଲମ୍ବିତ ହୋଇଥିବା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି ।…
ଶିଶିର ସରସ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଶିଶିର ସରସ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ…
ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇରଫାନ୍ ପଠାନ
ନୂଆଦିଲ୍ଲୀ,୪ ।୧: ଦ୍ରୁତ ବୋଲର ଇରଫାନ୍ ପଠାନ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ୧୫ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିୟରକୁ ସେ ଆଜି ଅଲବିଦା କହିଛନ୍ତି । କିନ୍ତୁ ସେ…
Irfan Pathan retires from all forms of Cricket
Baroda,4/1: Former Indian star all-rounder Irfan Pathan has announced his retirement from all forms of cricket. Irfan played 29 tests,120 ODIS and 24 ODIS for the men in Blue.…
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୨୫% ଓଡ଼ିଆଙ୍କ ପାଇଁ ସ୍ଥାନ ସଂରକ୍ଷଣ
କଟକ, ୪ା୧(ଓଡ଼ିଶା ଭାସ୍କର): କଟକ ଏନଏଲୟୁରେ ଓଡ଼ିଆଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇଥିବା ନିଷ୍ପତ୍ତି ନିଆଯାଇଛି । ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ୨୫% ସ୍ଥାନ ସଂରକ୍ଷଣ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସଂରକ୍ଷଣ…
ନାସାର ଫେକ୍ ଭିଡିଓ ସେୟାର କରି ଟ୍ରୋଲ ହେଲେ କିରଣ ବେଦୀ
ନୂଆଦିଲ୍ଲୀ,୪ ।୧: ସୋସିଆଲ ମିଡିଆରେ ଗତ କିଛିଦିନ ହେବ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । ସେଥିରୁ କିଛି ଭିଡିଓ ଅସଲି ଥିବା ବେଳେ କିଛି ନକଲି ଭିଡିଓ ସେୟାର ହୋଇଥାଏ । ସେହିପରି ଏକ ନକଲି ଭିଡିଓକୁ…
ଗଣମାଧ୍ୟମକୁ ମିଛ ସୂଚନା ଦିଆଯାଇଛି : ପୀଡ଼ିତା
ବଳଙ୍ଗା, ୪ା୧(ଓଡ଼ିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ଦୁଷ୍କର୍ମ ଅଭିଯୋଗ ମାମଲାରେ ନୂଆ ମୋଡ଼ ନେଇଛି । ଏସପି ମିଛ କହୁଥିବା ପୀଡ଼ିତା ଅଭିଯୋଗ…