CHARIDHAM
Browsing Category

Breaking News

ଆଗତ ହେଲା ଅନଲାଇନ୍ ଗେମିଂ ବିଲ୍ ,ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଲକ୍ଷ୍ୟ

ନୂଆଦିଲ୍ଳୀ: ଲୋକସଭାରେ ଉପସ୍ଥାପିତ ହେଲା ଅନଲାଇନ ଗେମିଂ ବିଲ୍ ୨୦୨୫ । ବିଲ୍ ଉପସ୍ଥାପନ କଲେ ସୂଚନା ଓ ପ୍ରଜୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବେଟିଂ ସହିତ ଜଡ଼ିତ ଅନଲାଇନ ଟଙ୍କା ଖେଳକୁ ନିଷିଦ୍ଧ…

Breaking: ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ । ୯୧ ବର୍ଷ ବୟସରେ ଆଖି ବୁଜିଲେ ପଦ୍ମଶ୍ରୀ ବିନୋଦ ପଶାୟତ । ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି ।…

ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର, ଆଇନ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ମହିଳା ଏବଂ ଶିଶୁ ସୁରକ୍ଷା ନେଇ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆଇନ…

ସବୁ ସୀମା ପାର କଲା ସନ୍ଦେହ.. ବିଷ ଦେଇ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ୧୪ ଦିନ ପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଦିଲ୍ଲୀର ମହରୋଲୀ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଧୋକା ସନ୍ଦେହରେ ଜଣେ ବ୍ୟକ୍ତି ନିଜ ୩୦ ବର୍ଷର ସ୍ତ୍ରୀକୁ ହତ୍ୟା କରିଛି। ଏହାପରେ ସାଙ୍ଗମାନଙ୍କ ସହାୟତାରେ ମୃତଦେହକୁ…

ଓଡ଼ିଶାରେ ହେବ ୪ଟି କ୍ରୁଜ ସର୍କିଟ୍‌, କେନ୍ଦ୍ର ସରକାର ନେଲେ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶାରେ ଜାହାଜ ଆଧାରିତ ପର୍ଯ୍ୟଟନକୁ ପ୍ରୋତ୍ସହିତ କରାଯିବ। ୪ଟି କ୍ରୁଜ ସର୍କିଟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଭିତରକନିକା, ଯୋବ୍ରା, ଲଳିତଗିରି-ଉଦୟଗିରିରେ ଏହି କ୍ରୁଜ ସର୍କିଟ ହେବ।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ଯୁବକ, ଅଭିଯୁକ୍ତଙ୍କୁ ବାନ୍ଧି ପଚରାଉଚରା କରୁଛି ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା । ରେଖାଙ୍କ ବାସଭବନରେ ଜନଶୁଣାଣି ସମୟରେ ଜଣେ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିିଥିବା ଜଣାପଡ଼ିଛି । ଅଭିଯୁକ୍ତ ୩୫ ବର୍ଷୀୟ…

‘ଯେଉଁ ରାସ୍ତା ଗାଡି ଚଲେଇବା ପାଇଁ ଉପଯୁକ୍ତ ନୁହେଁ, ସେହି ରାସ୍ତାର ଟୋଲ୍ ଆଦାୟ କରିବା ଭୁଲ’, ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଗ୍ରହଣ କରି କହିଛନ୍ତି ଯେ, ଯାତ୍ରୀମାନଙ୍କଠାରୁ ସେହି ରାଜପଥରେ ଟୋଲ ଆଦାୟ କରାଯିବନି, ଯେଉଁ ରାସ୍ତାରେ ଟ୍ରାଫିକ୍ ଜାମ୍ ଏବଂ ଖାଲ ଥିବ। କୋର୍ଟ ତ୍ରିପୁରା ଜିଲ୍ଲାର…

ବଡ଼ ଧରଣର ସଡ଼କ ଦୁର୍ଘଟଣା, ଚାଲିଗଲା 50 ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ପଶ୍ଚିମ ଆଫଗାନିସ୍ତାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 50 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଇରାନରୁ ଫେରୁଥିବା ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ…

ଲଗେଜ ନିୟମ କଡ଼ାକଡ଼ି କରିବ ରେଲଓ୍ବେ, ଅଧିକ ଓଜନ ବ୍ୟାଗ ପାଇଁ ଦେବାକୁ ହେବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ସବୁବେଳେ ଭାରୀ ବ୍ୟାଗ ସହିତ ବାହାରକୁ ଯାଉଛନ୍ତି, ତେବେ ଏବେ ଟିକେ ସତର୍କ ରୁହନ୍ତୁ । ରେଳବାଇ ଏବେ ଯାତ୍ରୀଙ୍କ ଲଗେଜ ଉପରେ ନଜର ରଖିବାକୁ ପ୍ରସ୍ତୁତ ହେଉଛି ।…

ଆଜି ଏହି ଜିଲ୍ଲାବାସୀ ରୁହନ୍ତୁ ସାବଧାନ! ମୂଷଳଧାରାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ ସୃଷ୍ଟି ହୋଇଥିବା ବେଳେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…