Browsing Category

Breaking News

ଗବେଷଣା ରିପୋର୍ଟ: ମଣିଷର ସ୍ମରଣଶକ୍ତିକୁ ପ୍ରଭାବିତ କରୁଛି ଖାଦ୍ୟପେୟ, ମାଂସ-ଫାଷ୍ଟ ଫୁଡ୍ ସେବନ କଲେ ମୋଟାପା, ଡାଇବେଟିସ, କୋଲେଷ୍ଟେରଲ ସହ…

ନୂଆଦିଲ୍ଲୀ: ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ ନନ ଭେଜ୍ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି । ତେବେ ଖାଦ୍ୟକୁ ନେଇ ଆମ ସମାଜରେ ଦେଖାଦେଇଥିବା ଏହି ପରିବର୍ତ୍ତିକ ଜୀବନଶୈଳୀ ଆମକୁ ଏକ ବଡ଼ ବିପଦ ଆଡ଼କୁ ନେଇଯାଉଛି ।…

ଷ୍ଟକ ବଜାରରେ ଭୟଙ୍କର ହ୍ରାସ ପଛରେ ଏହି ୫ଟି କାରଣ; ଜାଣନ୍ତୁ କେଉଁଠି ନିବେଶ କରିବେ-କରିବେନି

ମୁମ୍ୱାଇ: ଆଜି ସେନ୍ସେକ୍ସରେ ଘରୋଇ ଷ୍ଟକ ବଜାରରେ ପ୍ରାୟ ୧୫୦୦ ପଏଣ୍ଟ ହ୍ରାସ ଘଟିଛି। ଗତ ବନ୍ଦ ସ୍ତର ଅର୍ଥାତ୍ ନଭେମ୍ବର ୧ ତାରିଖ ଦୀପାବଳି ମୁହୁର୍ତ୍ତ କାରବାର ଦିବସ ପରଠାରୁ ସେନ୍ସେକ୍ସ ଆଜିର ସ୍ତରରେ ୧୪୯୧.୫୨…

IBPS ନେଲା ବଡ଼ ନିଷ୍ପତ୍ତି: କ୍ଲର୍କ ପଦର ନାମ ବଦଳିଲା, ଗତ ଏପ୍ରିଲ ପହିଲାରୁ ଲାଗୁ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଂ ପର୍ସନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଆସିଛି ଏକ ବଡ଼ ଖବର । କ୍ଲର୍କ ପଦର ନାମ ବଦଳିଛି । କ୍ଲରିକାଲ କ୍ୟାଡର ନାମ ‘କଷ୍ଟମର ସର୍ଭିସ ଆସୋସିଏଟ’ (ସିଏସଏ)କୁ ପରିବର୍ତ୍ତନ…

IOCL ପକ୍ଷରୁ ନିଯୁକ୍ତି: ୨୪୦ଟି ପଦ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ମୋଟ ୨୪୦ଟି ପଦ ପୂରଣ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଆବେଦନ ପ୍ରକ୍ରିୟା । ନଭେମ୍ବର ୪ରୁ ଏଥିପାଇଁ ଆବେଦନ…

ଚଳିତ ମାସ ଶେଷ ସୁଦ୍ଧା ନୂଆ lookରେ ଲଞ୍ଚ ହେବ Reno 13 series

ନୂଆଦିଲ୍ଲୀ: ଓପୋ ଚୀନରେ Find X8 Find,  X8 Pro ଲଞ୍ଚ କରିବା ପରିବା ପରେ ନଭେମ୍ବରରେ ହିଁ Reno୧୩ ସିରିଜ ଲଞ୍ଚ କରିବାକୁ ଯାଉଛି । ଓପୋର ନୂଆ ଅବତାରକୁ ନେଇ ପ୍ରସିଦ୍ଧ ଡିଜିଟାଲ ଚାଟଷ୍ଟେସନ (ଡିସିଏସ) ଏହାର ଫିଚର…

OSSC ନିଯୁକ୍ତି: ANM, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…

ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା; ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା । ଚଳିତ ଖରିଫ୍‌ ଋତୁ ପାଇଁ ୨୧ରୁ ଧାନ କିଣା ଆରମ୍ଭ । ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ନିଷ୍ପତ୍ତି । ବରଗଡ଼ ଜିଲ୍ଲାରୁ ଧାନ…

ରାଜ୍ୟରେ ଖାଲିପଡିଛି ୪୭ ଡ୍ରଗ୍‌ସ ଇନ୍ସପେକ୍ଟର ପଦବୀ, କୋର୍ଟରେ ଚାଲିଛି ମାମଲା, ବଢୁଛି ନକଲି ଔଷଧ କାରବାର

ଭୁବନେଶ୍ୱର : ଓଡ଼ିଶାରେ ଔଷଧ କାରବାର ଉପରେ ନିୟନ୍ତ୍ରଣ ଏବଂ ନକଲି ଔଷଧ ଧରପଗଡ଼ ବାଧାପ୍ରାପ୍ତ ହୋଇଛି । କାରଣ ନିର୍ଦ୍ଦେଶାଳୟରେ ୨ ବର୍ଷ ହେଲାଣି ଖାଲି ପଡ଼ିଛି ୪୭ ଡ୍ରଗ୍ସ ଇନ୍ସପେକ୍ଟର ପଦବି । ରାଜ୍ୟରେ ବର୍ଷକୁ ପ୍ରାୟ…

୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା: ନଭେମ୍ବର ୧୩ ବଦଳରେ ୨୦ରେ ହେବ ଭୋଟ

ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ…

ନିଟ୍ ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଛି ସୁଇସାଇଡ ନୋଟ

ଭୁବନେଶ୍ୱର : ଏନଆଇଟି କ୍ୱାର୍ଟସରୁ ଡାକ୍ତରଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି l ହେଲଥ୍ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ସନ୍ତୋଷ ହୁଗାର (୨୮)ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ଘର…